Browsing Category

ଜିଲ୍ଲା

ବାରହା କାମୁଡ଼ାରେ ୪ଗୁରୁତର, ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି ।

ଭଞ୍ଜନଗର,୧୨/୦୪(ପିପିଟି);ଦିନକୁ ଦିନ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ବଣ୍ୟ ଜନ୍ତୁମାନେ ଜୀବନ ବଞ୍ଚାଇବାକୁ ଯାଇ ଏଣେ ତେଣେ ଘୁରି ବୁଲୁଛନ୍ତି। ଯାହା ଫଳରେ ବ୍ୟାପକ ଫସଲ ନଷ୍ଟ ହେବା…
Read More...

ଶହେ ପରିବାରକୁ ଗୋଟିଏ ନଳକୂପ ,ଜଳ ଯନ୍ତ୍ରଣାରେ ଛଟପଟ ଗ୍ରାମବାସୀ।

ବୋଲଗଡ଼,୧୨/୦୪ପିପିଟି,ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିବାକୁ ଲାଗିଛି। ଖୋର୍ଦ୍ଧା ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ପାନୀୟ ଜଳ ସଂଙ୍କଟ ବଢିବାରେ ଲାଗିଛି। ସେହିପରି ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତର ପୋଡା ପାଟଣା…
Read More...

ହିଞ୍ଜିଳିପୌର ପରିଷଦରେ ମୋ ୱାର୍ଡ କର୍ମଶାଳା,ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ପୌର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ…

ହିଞ୍ଜିଳିକାଟୁ;୧୧/୦୪(ପିପିଟି); ଗଞ୍ଜାମ ଜିଲ୍ଲାର ସମସ୍ତ ପୋୖର ଓ ବିଜ୍ଞାପିତ ଅଞ୍ଚଳର ଏକ କର୍ମଶାଳା "ମୋ ୱାର୍ଡ କର୍ମଶାଳା ଓ ପୁରସ୍କାର ବିତରଣ ଉତ୍ସବ ହିଞ୍ଜିଳିପୌର ପରିଷଦ ସଭାଗୃହରେ ଆୟୋଜିତ ହୋଇଯାଇଛି ।ଏହି ସଭାରେ…
Read More...

ପାରିବାରିକ କଳହରୁ ଦଉଡି ଦେଇ ଆତ୍ମହତ୍ୟା ।

ବାଲିଗୁଡା,୧୧/୦୪(ପିପିଟି); କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରାଇକିଆ ଥାନା ଅନ୍ତର୍ଗତ ବାସନ୍ତୀ ପଲ୍ଲୀ ସାହିରେ ଏକ ପାରିବାରିକ କଳହ କାରଣରୁ ଜଣେ ବ୍ୟକ୍ତି ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।…
Read More...

ହିଞ୍ଜିଳିରେ ମୋ ଓ୍ବାର୍ଡ଼ କର୍ମଶାଳା ।

ହିଞ୍ଜିଳିକାଟୁ,୧୧/୦୪(ପିପିଟି); ସ୍ବଛତା ସହ ସହରର ପ୍ରତିଓ୍ବାର୍ଡ଼ର ଭିତ୍ତିଭୂମିର ବିକାଶ ସହ ସ୍ବଛତା ନେଇ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ମୋଓ୍ବାର୍ଡ଼ ର ଉନ୍ନୟନ…
Read More...

ରାଜ୍ୟରେ ନୂତନ ସଂକ୍ରାମିତ ସଂଖ୍ୟା ୧୩୭୯।

ଭୁବନେଶ୍ବର ୧୧/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୩୭୯। କରୋନା ପଜିଟିଭ ସଂଖ୍ୟା ୩,୪୯,୫୬୧ ଚିହ୍ନଟ ହୋଇଛନ୍ତି ୩,୩୯,୬୦୩ଜଣ ସୁସ୍ଥ ହୋଇଥିବା ବେଳେ ୭୯୭୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୯୨୬ ଜଣଙ୍କର ମୃତ୍ୟୁ…
Read More...

ବେଲଗୁଣ୍ଠା ସହରକୁ ଫେରିଲା କରୋନା; ଅଯଥା ଭୟ ନ କରି ଗାଇଡଲାଇନ୍ ପାଳିବାକୁ ପ୍ରଶାସନର ଅପିଲ୍ ।

ବେଲଗୁଣ୍ଠା,୧୦/୦୪(ପିପିଟି); କରୋନାର ଦ୍ୱିତୀୟ ଲହରିରେ ଓଡ଼ିଶାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ।ଗଞ୍ଜାମ ଜିଲ୍ଲାରେ ମଧ୍ୟ ସଂକ୍ରମଣ କିଛି ମାତ୍ରାରେ ବଢ଼ଥିବା ସୁଚନା ମିଳିଛି ।ଆଜି ବେଲଗୁଣ୍ଠା…
Read More...

ଦୁଇଜଣ ପଜିଟିଭ୍ ଚିହ୍ନଟ ପରେ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ ଘୋଷଣା କଲା ପ୍ରଶାସନ ।

ବାଲିଗୁଡ଼ା,୧୦/୦୪(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ଚଣାପଦର ଅଞ୍ଚଳରୁ ଦୁଇଜଣ ପଜିଟିଭ୍ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଚଣାପଦରର ଗୋଟିଏ ଅଞ୍ଚଳକୁ…
Read More...

ବିଦ୍ୟୁତ ଆଘାତରେ କନଷ୍ଟ୍ରୋକସନ କର୍ମଚାରୀ ମୃତ ।

ବାଲିଗୁଡା,୧୦/୦୪(ପିପିଟି); କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଆଲାରୀ ଗ୍ରାମ ନିକଟରେ ଥିବା ତ୍ରିଶକ୍ତି କନଷ୍ଟ୍ରୋକସନ କମ୍ପାନୀ କାମରେ ଜଣେ କାର୍ଯ୍ୟରତ ଶ୍ରମିକ କାମ କରିବା ସମୟରେ ବିଦ୍ୟୁତ…
Read More...