Browsing Category
ଜିଲ୍ଲା
ଦିନକୁ ଦୁଇ ଥର ଜଳ ଯୋଗାଣ ପାଇଁ ଦାବି।
ଵୋଲଗଡ଼,୨୦/୦୪(ପିପିଟି); ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପାନୀୟ ଜଳର ଅଭାବ ମୁଖ୍ୟ ସମସ୍ୟା ହେଉଛି। ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦ୍ବାରା ରାଜ୍ୟ ସରକାରଙ୍କ ପ୍ରାୟ ଗ୍ରାମକୁ ପାଇପ୍ ଲାଇନ ସଂଯୋଗ…
Read More...
Read More...
ନିଜେ ବଞ୍ଚନ୍ତୁ ଓ ଅନ୍ୟକୁ ବଞ୍ଚାନ୍ତୁ; ବ୍ୟବସାୟୀଙ୍କୁ କରୋନା ସଚେତନତା କଲେ ତହସିଲଦାର ।
କୋଦଳା,୨୦/୦୪(ପିପିଟି); କରୋନା କଟକଣାକୁ ନେଇ ସଚେତନତତା କାର୍ଯ୍ୟକ୍ରମ କୋଦଳା ତହସିଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । କରୋନା ସଂକ୍ରମଣ ପାଇଁ ରାଜ୍ୟ ସରକାର ୨୪ ତାରିଖରୁ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । ଏଥିପାଇଁ…
Read More...
Read More...
କରୋନା ରେ ଚାଲିଗଲେ କରୁଣାକର ।
ଵ୍ରହ୍ମପୁର,୨୦/୦୪(ପିପିଟି); ଶେରଗଡ ଅଞ୍ଚଳର ଜଣାଶୁଣା ସାମ୍ୱାଦିକ କରୁଣାକର ସାହୁ କରୋନାରେ ପୀଡିତ ହୋଇ ଆରପାରିକୁ ଚାଲିଯାଇଛନ୍ତି । ଏଇ ଖବର ଶେରଗଡ ଅଞ୍ଚଳରେ ଏକ ଦୁଃଖର ବାତା ବରଣ ଦେଖିବାକୁ ମିଳିଛି। କରୁଣାକର ସାହୁ…
Read More...
Read More...
ସନ୍ଧେହ ଘେରରେ ଶିକ୍ଷକଙ୍କ ମୃତ୍ୟୁ ।
ପୋଲୋସରା,୨୦/୦୪(ପିପିଟି); ପୋଲସରା ଥାନା ମଥୁରା ଗ୍ରାମ ଗୁଡିମାଳ ସାହିର ନିରଞ୍ଜନ ନାୟକ(୩୫) ନାମକ ଜଣେ ଶିକ୍ଷକଙ୍କ ମୃତ୍ଯୁ ଘଟିଛି । ସ୍ଥାନୀୟ ପୋଲିସ କହିବା ପ୍ରକାରେ ଗତ ସୋମବାର ୧୯ ତାରିଖ ନିରଞ୍ଜନ ସନ୍ଧ୍ୟରେ ଘରୁ ଜାଇ…
Read More...
Read More...
କନ୍ଧମାଳ ଜିଲ୍ଲାରେ କିମ୍ସ ଖୋଲିବ କୋଭିଡ୍ ହସ୍ପିଟାଲ :ଜିଲ୍ଲା ପ୍ରଶାସନ ଓ କିମ୍ସ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଚୁକ୍ତି…
କନ୍ଧମାଳ,୧୮/୦୪(ପିପିଟି): ସାରା ବିଶ୍ୱ କରୋନା ମହାମାରୀ କବଳରେ ରହିଥିବାବେଳେ ଏହା ପୁଣିଥରେ ଆମ ଦେଶରେ ଘାତକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆହୁରି ଅଧିକ ସଂକ୍ରାମକ ହୋଇଥିବାରୁ ପୂର୍ବାପେକ୍ଷା କଟକଣା ଅଧିକ ଶକ୍ତ…
Read More...
Read More...
ପାଣିରେବୁଡି ବାଳିକାର ମୃତ୍ଯୁ ।
ପୋଲୋସରା,୧୯/୦୪(ପିପିଟି); ପୋଲୋସରା ଚିରିକିପଡା ଶାସନ ଗ୍ରାମବାସିନ୍ଦା ଗାୟତ୍ରୀ ସାହୁଙ୍କ ୭ ବର୍ଷର ଝିଅ ବନ୍ଧ ରେ ବୁଡି (ନୁଆଁ ବନ୍ଧ) ମୃତ୍ଯୁ ହୋଇ ଥିବା ଖବର ମିଳିଛି । ସୂଚନା ପ୍ରକାରେ ଚିରିକିପଡା ଶାସନ ର ଗାୟତ୍ରୀ ସାହୁ…
Read More...
Read More...
ଆଜାଦ୍ ହିନ୍ଦ୍ ଫୌଜ ସଦସ୍ୟଙ୍କ ପତ୍ନୀଙ୍କ ଦେହାନ୍ତ ।
ବେଲଗୁଣ୍ଠା,୧୯/୦୪(ପିପିଟି); ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ୍ ହିନ୍ଦ୍ ଫୌଜରେ ସକ୍ରିୟ ସଦସ୍ୟ ଥିବା ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ଗ୍ରାମର ସ୍ଵର୍ଗତ ଜୟ ମହାରଣାଙ୍କ ଧର୍ମପତ୍ନୀ କୌତୂକୀ ମହାରଣାଙ୍କ ୧୦୭ ବର୍ଷ…
Read More...
Read More...
କୋଭିଡ୍ ପରିଚାଳନା କେନ୍ଦ୍ର ଅହରହ ଚାଲିବ ଏବଂ ମୋ ସରକାର ସେଲ୍ ଭଳି କାର୍ଯ୍ୟକ୍ଷମ ହେବ ।
ଛତ୍ରପୁର, ତା.୧୯/୦୪(ପିପିଟି); କରୋନାର ପ୍ରଥମ ଲହର ସମୟ ପରିଚାଳନାର ଅଭିଜ୍ଞତା ଯୋଗୁଁ ଦ୍ବିତୀୟ ଲହର ସଂକ୍ରମଣ ରୋକିବା ଦିଗରେ ଅନେକ ସହାୟକ ହେବ । ପ୍ରଥମ ସଂକ୍ରମଣ ସମୟରେ ଜିଲ୍ଲାକୁ ଯେଭଳି ଅଧିକ ସଂଖ୍ୟକ ପ୍ରବାସୀ…
Read More...
Read More...
ଖୁଡିକୁ ଟାଙ୍ଗିଆରେ ହାଣି ଆତ୍ମହତ୍ୟା କଲା ପୁତୁରା ।
ଜଗତସିଂହପୁର,୧୯/୦୪(ପିପିଟି);ଖୁଡିକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛି ପୁତୁରା ଏଭଳି ଏକ ଦୁଖଦାୟକ ଘଟଣା ଘଟି ଯାଇଛି ଜଗତସିଂହପୁର ଥାନା ଅନ୍ତର୍ଭୂକ୍ତ ଏକସୁଧା ଗ୍ରାମରେ । ଆଜି ଏ…
Read More...
Read More...
ରାଜ୍ୟରେ ନୂତନ ସଂକ୍ରାମିତ ସଂଖ୍ୟା ୪୪୪୫।
ଭୁବନେଶ୍ବର ୧୯/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୪୪୫। କରୋନା ପଜିଟିଭ ସଂଖ୍ୟା ୩,୭୨,୭୦୩ ଚିହ୍ନଟ ହୋଇଛନ୍ତି ୩,୪୬,୧୩୪ ଜଣ ସୁସ୍ଥ ହୋଇଥିବା ବେଳେ ୨୪,୫୬୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୯୪୮ ଜଣଙ୍କର…
Read More...
Read More...