Browsing Category

ଜିଲ୍ଲା

କନ୍ଧମାଳ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ  କ୍ୟାଣ୍ଡଲ ଶୋଭାଯାତ୍ରା ।

କନ୍ଧମାଳ,୧୯/୦୭(ପିପିଟି):  କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ଅଘୋଷିତ ବିଦ୍ୟୁତକାଟ, ବିଦ୍ୟୁତ ଶୁଳ୍କବୄଦ୍ଧି ଓ ଲୋ-ଭୋଲ୍‌ଟେଜର ପ୍ରତିବାଦକରି ଫୁଲବାଣୀ ସହର ର ମାଦିକୁନ୍ଦା ଛକଠାରୁ…
Read More...

ବର୍ଷାର ଲୁଚକାଳି ଖେଳ ସାଙ୍ଗକୁ ଧାନ ତଳିକୁ ଦାଉ ସାଧୁଛି ରୋଗ ; ଚିନ୍ତାରେ ଚାଷୀ କୁଳ; ସହକାରୀ କୃଷି ଅଧିକାରୀଙ୍କ ଦେଖା…

ବେଲଗୁଣ୍ଠା,୧୯/୦୭(ପିପିଟି); ପ୍ରଥମେ ବର୍ଷାର ଲୁଚକାଳି ଖେଳ, ତା'ପରେ ଧାନ ତଳିରେ ମହିଷା ଏବଂ ପତ୍ରପୋଡ଼ା ରୋଗ ଚାଷୀଙ୍କ ମୁହଁରୁ ହସ ଛଡ଼ାଇ ନେଇଛି । ବିଶେଷ କରି ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ପଞ୍ଚାୟତର…
Read More...

ଆସିକା ବିଧାୟିକାଙ୍କ ଦ୍ବାର ଅଙ୍ଗନୱାଡି କେନ୍ଦ୍ର ଉଦ୍‌ଘାଟନ ।

ଆସିକା,୧୯/୦୭(ପିପିଟି); ଦେବଭୂମୀ ପଞ୍ଚାୟତ ମାମୁଁଡିହ ଠାରେ ଆମ ଅଙ୍ଗନୱାଡି କେନ୍ଦ୍ର ୨ ର ଶୁଭ ଉଦଘାଟନୀ ସମାରୋହରେ ଆସିକା ବିଧାୟୀକା ମଞ୍ଜୁଳା ସ୍ବାଇଁ ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜୋନ୍…
Read More...

ବାରବାଟୀ ବିଶ୍ୱନାଥପୁରୁ-ରାମଚଣ୍ଡୀ ଗଡମାଣତୀର ପୀଠକୁ ଯାଇଥିବା ରାସ୍ତା ଦୂରବସ୍ଥା।

ବୋଲଗଡ଼,୧୯/୦୭(ପିପିଟି):ଖୋର୍ଦ୍ଧା ବଲାଙ୍ଗିର ଜାତୀୟ ରାଜପଥ ବେଗୁନିଆ ଡାକଘର ଠାରୁ ନୟାଗଡ଼ ଜିଲ୍ଲା ଲୋଧାଚୁଆ,ରଣପୁରୁ ସହିତ ଯୋଡା ହୋଇ ଥିବା ଗ୍ରାମାଞ୍ଚଳରେ ମୁଖ୍ୟ ରାସ୍ତା ରୁ ବାରବାଟି ବିଶ୍ୱନାଥପୁର ଠାରୁ ମାତ୍ର…
Read More...

କୋଦଳା କଲେଜ ପରିସରରେ ୭୨ତମ ବନମହୋତ୍ସବ ପାଳିତ ।

କୋଦଳା,୧୯/୦୭(ପିପିଟି) : ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି ଲଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ପରିସରରେ ୭୨ତମ ବନୋ ମହୋତ୍ସବ ଓ ସମୂହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ପଦ୍ମ ଚରଣ ପାଢ଼ିଙ୍କ…
Read More...

ଆସନ୍ତା ଦୁଇ ଦିନରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରିବେ ମନ୍ତ୍ରୀ ଆରୁଖ ।

ଭଞ୍ଜନଗର,୧୯/୦୭(ପିପିଟି); ଭଞ୍ଜନଗର ବ୍ଲକ ଓ ଏନ୍ଏସିର ବିଭିନ୍ନ ଜନ ହିତକର ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆସନ୍ତା ମଙ୍ଗଳବାର ଓ ବୁଧବାର ଏହି ୨ଦିନ ମଧ୍ୟରେ ଏସବୁକୁ ଉଦ୍‌ଘାଟନ କରିବେ ସ୍ଥାନୀୟ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୬୪୮ ।

ଭୁବନେଶ୍ବର ୧୯/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୬୪୮ । ପଜିଟିଭ ସଂଖ୍ୟା ୯,୫୫,୯୭୪ ଚିହ୍ନଟ ହୋଇଛନ୍ତି  ୯,୩୦,୪୧୮ ଜଣ ସୁସ୍ଥ ହୋଇଥିବା ବେଳେ ୨୦,୩୮୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୫୧୧୬ ଜଣଙ୍କର ମୃତ୍ୟୁ…
Read More...

ନାଁକୁ ବଡ଼ନାଳ ପ୍ରକଳ୍ପ,ଜଳଭଣ୍ଡାର ଓ କେନାଲ ମୁକୁଳା ।

ରାୟଗଡା,୧୮/୦୭(ପିପିଟି); ପଦ୍ମପୁରବ୍ଲକ ବଡନାଳ ଜଳପ୍ରକଳ୍ପ ହେଉଛି ଏହି ଅଞ୍ଚଳର ଲାଇଫ ଲାଇନ। ମାତ୍ର ଜଳଭଣ୍ଡାରରେ ଏବେ ପାଣିର ଅଭାବ।ଏହି ପ୍ରକଳ୍ପ ୧୯୯୬ ମସିହାରେ ହେବାରୁ ଗୁଣପୁର, ଗୁଡାରି,ରାମନାଗୁଡା ଏବଂ ପଦ୍ମପୁର ବ୍ଲକର…
Read More...

କାର ଧକ୍କାରେ ଦୁଇ ମୃତ, ଜଣେ ଗୁରୁତର ।

ବେଲଗୁଣ୍ଠା,୧୮/୦୭(ପିପିଟି);ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା କୁମ୍ପାପଡା ବସଷ୍ଟାଣ୍ଡ ନିକଟରେ ଘଟିଛି ସଡକ ଦୁର୍ଘଟଣା । ରାସ୍ତା କଡରେ ଛିଡା ହୋଇ କଥା ହେଉଥିବା ଲୋକଙ୍କୁ ଧକ୍କା ଦେଲା କାର । ଦୁଇ ମୃତ ଜଣେ ଗୁରୁତର ।…
Read More...

ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତିକୁ ବିଦ୍ରୁପ କଲେ ଦୁର୍ବୁତ୍ତ: ଘଟଣାକୁ ନିନ୍ଦା କଲେ ଭଞ୍ଜ ପ୍ରେମୀ ।

ଭଞ୍ଜନଗର,୧୮/୦୭(ପିପିଟି); ନିଜର ବିରଳ ବ୍ୟକ୍ତିତ୍ୱ, ଅସାଧାରଣ ଜ୍ଞାନ,ଅଗାଢ଼ ପାଣ୍ଡିତ୍ୟ ବଳରେ ସାହିତ୍ୟ, କାବ୍ୟ, କବିତା ରଚନା କରି ଦେଶ ବିଦେଶରେ ଚର୍ଚ୍ଚିତ ଘୁମୁସର ମାଟିର ଗର୍ବ ଗୌରବ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ।…
Read More...