Browsing Category

ଜିଲ୍ଲା

ରାଜ୍ୟରେ ନୂତନ ସଂକ୍ରାମିତ ସଂଖ୍ୟା ୬୧୬୪।

ଭୁବନେଶ୍ବର ୨୨/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୧୬୪। ପଜିଟିଭ ସଂଖ୍ୟା ୩,୮୮,୪୭୯ ଚିହ୍ନଟ ହୋଇଛନ୍ତି ୩,୫୧,୩୮୬ ଜଣ ସୁସ୍ଥ ହୋଇଥିବା ବେଳେ ୩୫,୦୭୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୯୬୫ ଜଣଙ୍କର ମୃତ୍ୟୁ…
Read More...

ଅଚିହ୍ନା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର, ଶବ ବୋହିଲେ ପୁଲିସ୍‍ କର୍ମଚାରୀ ଓ ଆମ୍ବୁଲନ୍ସ ଚାଳକ ।

କନ୍ଧମାଳ,୨୧/୦୪(ପିପିଟି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ ପଞ୍ଚାୟତ ଅନ୍ତର୍ଗତ ତେଲିମୁଣ୍ଡା ଛକଠାରୁ ସେସ୍କାଯୋଡି ଗ୍ରାମ ରାସ୍ତାପାର୍ଶ୍ବରେ ଥିବା ପାଟଖଣ୍ଡା ପାହାଡର ଏକ ଆମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ…
Read More...

ବେଲଗୁଣ୍ଠା ପୋଲିସର ନକଲି ମଦ କାରଖାନା ଉପରେ ଚଢ଼ାଉ,୫ ଗିରଫ ଓ ୨ ଫେରାର ।

ବେଲଗୁଣ୍ଠା,୨୧/୦୪(ପିପିଟି);କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖିଲେ ଓଡ଼ିଶା ଏବେ ଲକ୍ ଡାଉନ୍ ର ଦ୍ୱାରଦେଶର କହିଲେ ଅତ୍ୟୁକ୍ତି ହେବ ନାହିଁ । ଲକ୍ ଡାଉନ୍ ହେଲେ ସାଧାରଣ ବ୍ୟକ୍ତି ବିଶେଷଙ୍କୁ ବିଶେଷ ଭାବରେ ପ୍ରଭାବିତ ହେବା…
Read More...

ବସ ଧକ୍କାରେ କଲେଜ ଛାତ୍ରର ମୃତ୍ୟୁ ।

ଭଞ୍ଜନଗର,୨୧/୦୪(ପିପିଟି); ବେଲଗୁଣ୍ଠା ଥାନା ଅନ୍ତର୍ଗତ ବାଣତୁମ୍ବୁ ଗ୍ରାମର ଦୁଇ ସହପାଠୀ ଭଞ୍ଜନଗରକୁ ଟିଉସନ ଯାଉଥିବା ବେଳେ ଜଣେ ଛାତ୍ର ସରକାରୀ ବସ ଧକ୍କାରେ ଗୁରୁତର ଆହତ ହୋଇ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିବା…
Read More...

ମାସ୍କ ବାଣ୍ଟିଲା ବିଜୁଛାତ୍ର ଜନତା ଦଳ।

ବୋଲଗଡ଼,୨୧/୦୪(ପିପିଟି),ବୋଲଗଡ଼ ବେଗୁନିଆ ନିର୍ବାଚନ ମଣ୍ଡଳୀ ବିଜୁଛାତ୍ର ଜନତାଦଳ ପକ୍ଷରୁ କୋରନା ସଚେତନତା ବାର୍ତ୍ତା, ସାନିଟାଇଜର ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ୫୭ନମ୍ବର ଜାତୀୟ ରାଜପଥ ଉଭୟ ପାର୍ଶ୍ବରେ…
Read More...

ବରିଷ୍ଠ ସାମ୍ବାଦିକ ଦୀପକ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପଦାନ ।

ଜଗତସିଂହପୁର,ତା୨୧/୦୪(ପିପିଟି); ଜଗତସିଂହପୁର ଜିଲ୍ଲାରେ କରୋନାର ଦ୍ଵିତୀୟ ପର୍ଯାୟ  ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣକୁ ରୋକିବା…
Read More...

ମହାନ ଜନନାୟକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ ।

ଜଗତସିଂହପୁର,ତା:୨୧/୦୪(ପିପିଟି); ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ,ଆସାମର ପୂର୍ବତନ ରାଜ୍ୟପାଳ, ପୂର୍ବତନ କେନ୍ଦ୍ରମନ୍ତ୍ରୀ,ବିଶିଷ୍ଟ ସାହିତ୍ୟିକ ଜନନାୟକ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଜଗତସିଂହପୁରଠାରେ…
Read More...

ପାନୀୟ ଜଳ ପାଇଁ ଡହଳ ବିକଳ ଗ୍ରାମ ବାସୀ, ସ୍ଥାନୀୟ ପ୍ରଶାସନ ନୀରବ ଦ୍ରଷ୍ଟା।

ସାନଖେମୁଣ୍ଡି,୨୧/୦୪(ପିପିଟି); ବର୍ତ୍ତମାନ ଗ୍ରୀଷ୍ମଋତୁ ର ଆଗମନ ଏବଂ ଦିନ କୁ ଦିନ ଯେଉଁ ଭଳି ସୂର୍ଯ୍ୟଙ୍କ ଉତ୍ତାପ ବୃଦ୍ଧି ହେଉଚି ସେହିଭଳି ପାଣିର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କେତେକ କ୍ଷେତ୍ରରେ ବର୍ଷତମାମ…
Read More...

ଅବକାରୀ ଓ ପୋଲିସର ମିଳିତ ଚଢାଉ, ୯ ଗିରଫ ।

ଭଞ୍ଜନଗର,୨୧/୦୪(ପିପିଟି); ଆଜି ଭଞ୍ଜନଗର ଅବକାରୀ ବିଭାଗ ଓ ପୋଲିସ ମିଳିତ ଭାବେ ନାହାତୁଟ ସାହି, ବଡ ମରାଠୀ ସାହି, ବଡକଦଣ୍ଡା, ବିଡ଼ିପୁର ଅଞ୍ଚଳରେ ଚଢାଉ କରି ୮୩୦ ଲିଟର ହାତରନ୍ଧା ଚୋରାମଦ, ୭୨୮୦ ଲିଟର ଗୁଡ ମିଶ୍ରିତ ପୋଚ ୮…
Read More...

କଳା ଓ କଳାକାର ହୀତୈଷୀ ମହାମଞ୍ଚ ପକ୍ଷରୁ ଶ୍ରୀରାମ ନବମୀ ପାଳିତ ।

ବ୍ରହ୍ମପୁର,ତା.୨୧/୦୪(ପିପିଟି);ସ୍ଥାନୀୟ କଳା ଓ କଳାକାର ହୀତୈଷୀ ମହାମଞ୍ଚ 'ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ', ଗଜପତି ସେବା ଓ ସାଂସ୍କୃତିକ ସମିତି, ମଞ୍ଚଜ୍ୟୋତି : ଏକ ଅନନ୍ୟ ସାଂସ୍କୃତିକ ପ୍ରତିଷ୍ଠାନ ଏବଂ ଶିଳାପଦ୍ମ…
Read More...