Browsing Category

ଜିଲ୍ଲା

ସପ୍ତାହାନ୍ତ ସଟ ଡାଉନର ପ୍ରଭାବ: ମେଡିକାଲରେ ଲୋକଙ୍କୁ ଖାଦ୍ୟ ବାଣ୍ଟିଲେ ବିଜୁ ଯୁବ ଜନତା ଦଳ ।

ବାଲିଗୁଡା,୨୫/୦୪(ପିପିଟି): ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଶନିବାର ଓ ରବିବାର ଦୁଇଦିନ ସହରାଞ୍ଚଳ ସପ୍ତାହାନ୍ତ ସଟଡାଉନର ପ୍ରଭାବ କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଜି. ଉଦୟଗିରି ଓ ବାଲିଗୁଡା ତିନୋଟି ସହରାଞ୍ଚଳରେ…
Read More...

ବାଲିଗୁଡାରେ ଦୁଇ ଦିନିଆଁ ସପ୍ତାହାନ୍ତ ବନ୍ଦ: ଯାନବାହାନ ଚଳାଚଳ ବନ୍ଦ ।

ବାଲିଗୁଡା,୨୫/୦୪(ପିପିଟି): ରାଜ୍ୟରେ ଶନିବାର ଓ ରବିବାର ଏହି ଦୁଇଦିନ ସପ୍ତାହାନ୍ତ ସଟଡାଉନ୍ ଲାଗୁ ହୋଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସବୁ ଜିଲ୍ଲାର ସହରାଞ୍ଚଳ…
Read More...

କରୋନା ରୋଗୀଙ୍କ ଶବ ସତ୍କାର ପାଇଁ ପ୍ରଶାସନ ତରଫରୁ ଜମି ଚିହ୍ନଟ ।

ବାଲିଗୁଡା,୨୫/୦୪(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିରେ କୋଭିଡ଼ ଆକ୍ରାନ୍ତଙ୍କ ଶବ ଦାହ କରିବାକୁ ନେଇ ଘୁ .ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ନେତୃତ୍ୱରେ ଦାରିଙ୍ଗବାଡି ହେଲିପ୍ୟାଡ଼…
Read More...

ରାଜ୍ୟରେ ନୂତନ ସଂକ୍ରାମିତ ସଂଖ୍ୟା ୬୧୧୬।

ଭୁବନେଶ୍ବର ୨୫/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୧୧୬। ପଜିଟିଭ ସଂଖ୍ୟା ୪,୦୭,୪୫୭ ଚିହ୍ନଟ ହୋଇଛନ୍ତି ୩,୫୯,୪୬୭ ଜଣ ସୁସ୍ଥ ହୋଇଥିବା ବେଳେ ୪୫,୯୪୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୯୮୮ ଜଣଙ୍କର ମୃତ୍ୟୁ…
Read More...

ବନକର୍ମଚାରୀଙ୍କ ଦ୍ବାରା ମୂଲ୍ଯବାନ କାଠ ଜବତ;ଦୁଇ ସନ୍ଦିଗ୍ଧ ବ୍ଯକ୍ତି ଅଟକ ।

ମାଲକାନଗିରି,୨୪/୦୪(ପିପିଟି); ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାଶେଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବନାଞ୍ଚଳ କର୍ମଚାରୀମାନଙ୍କ ଦ୍ବାରା ଆଜି ୯ ଗୋଟି ଶାଗୁଆନ ଗଣ୍ଡି ଏବଂ ୩୪ ଗୋଟି ଶାଗୁଆନ ପଟା ଜବତ କରାଯାଇଛି । ଏହା…
Read More...

ୟୁଥ ଅଫ କନ୍ଧମାଳର ଅଭିନଵ ପ୍ରୟାସ : ସପ୍ତାହନ୍ତ ସଟ ଡାଉନରେ ଭୋକିଲା ପେଟକୁ ଦାନା ବଣ୍ଟନ ।

କନ୍ଧମାଳ,୨୪/୦୪(ପିପିଟି):ସମଗ୍ର ଭାରତ ବର୍ଷରେ କରୋନା ର ଭୟାବହ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟସରକାର ସପ୍ତାହନ୍ତ ସଟ ଡାଉନ ଘୋଷଣା କରିଛନ୍ତି । କରୋନାର କରାଳ ଦାଉରୁ ସମାଜର ନିମ୍ନବର୍ଗ ର ଲୋକ ମାନେ ଆର୍ଥିକ ଅନାଟନ ରେ…
Read More...

ସଟଡାଉନ ରେ ଅବକାରୀ ବିଭାଗର ରେଡ, ୨ ଗିରଫ ।

ଭଞ୍ଜନଗର,୨୪/୦୪(ପିପିଟି); ଆଜି ଠାରୁ ଓଡିଶାର ସମସ୍ତ ସହରାଞ୍ଚଳରେ ସାପ୍ତାହିକ ସଟଡାଉନ ସରକାର ଘୋଷଣା କରିଥିବା ବେଳେ ଭଞ୍ଜନଗର ସହରାଞ୍ଚଳରେ ମଧ୍ୟ ସାଧାରଣ ଜନତା ଏହି ନିୟମଙ୍କୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି। ସଟଡାଉନ…
Read More...

ଯୁବ ବ୍ୟବସାୟୀଙ୍କ କରୋନାରେ ମୃତ୍ୟୁ ।

କୋଦଳା,୨୪/୦୪(ପିପିଟି); ଆଜି କୋଦଳା ରେ ଏକ ଦୁଃଖଦ ଖବର ପହଁଚିଛି । ସମସ୍ତଙ୍କ ପ୍ରିୟ ମେଳାପି, ଉତ୍ତମ ବ୍ୟବହାର ରେ ମନଜୀଣିଥିବା ଯୁବ ବ୍ୟବସାୟୀ କୈଳାଶ ଚନ୍ଦ୍ର ପୃଷ୍ଟି (୩୫)ଙ୍କ କରୋନା ରେ ମୃତ୍ୟୁ ଘଟିଥିବା ଜାଣିବାକୁ…
Read More...

ଟ୍ରାକ୍ଟର ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ତିନିଜଣ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ।

ବାଲିଗୁଡ଼ା,୨୪/୦୪(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କଟପଡ଼ି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟିଏ ଟ୍ରାକ୍ଟର ସହ ଓ ଗୋଟିଏ ପଲସର୍ ବାଇକ୍ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ୨ଜଣ ମୋଟରସାଇକେଲ ଆରୋହୀଙ୍କ…
Read More...

ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା: ତଦନ୍ତ ଅବ୍ୟାହତ ।

ବାଲିଗୁଡ଼ା,୨୪/୦୪(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ମୁଣ୍ଡିଗଡ଼ ପଞ୍ଚାୟତ ଅନ୍ତର୍ଗତ ଧୂଙ୍ଗିଆପଖାଲ ଗ୍ରାମର ୨୯ବର୍ଷୀୟ ଯୁବକ ସାମନ୍ତରାମ ପାତ୍ର ବିଷ ପିଇ ଆତ୍ମହତ୍ୟା କରିଥିବା…
Read More...