Browsing Category

ଜିଲ୍ଲା

ପୋଲସରା ଆରଏସଏସ ପକ୍ଷରୁ ଜନ୍ମ ଶତାବ୍ଦୀ ବର୍ଷର ଉଦଘାଟନୀ ଉତ୍ସବ।

ପୋଲସରା,୨୭/୦୯ (ପିପିଟି) : ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (ଆରଏସଏସ) ପକ୍ଷରୁ ବିଜୟା ଦଶମୀ ଶତାବ୍ଦୀ ବର୍ଷ କାର୍ଯ୍ୟକ୍ରମ ଚଳିତ ସେପ୍ଟେମ୍ବର ମାସ ୨୫ ତାରିଖ ଗୁରୁବାର ଠାରୁ ଆରମ୍ଭ ହୋଇ ଆସନ୍ତା ୨୦୨୬ ସାଲ ଅକ୍ଟୋବର ମାସ ୨…
Read More...

ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି।

ବୋଲଗଡ଼, ୨୭/୦୯(ପିପିଟି):ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ପିଚୁକୁଳି ସ୍ଥିତ ଶ୍ରୀ ରଘୁନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଲୟର ମଧ୍ୟାହ୍ନ ଭୋଜନ ଜମା ହୋଇଥିବା କୋଠରୀର ତାଲା ଭାଙ୍ଗି ଚାଉଳ ଚୋରି କରି ନିଆ ଯାଇଥିବା…
Read More...

ବିନିକା ସିଦ୍ଧାର୍ଥ କଲେଜ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା ।

ସୁବର୍ଣ୍ଣପୁର ,୨୭/୦୯(ପିପିଟି): ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ହାତରେ ପ୍ଲା କାର୍ଡ,ବେନର ଧରି ଏକ ବିରାଟ ଶୋଭଯାତ୍ରାରେ ସହର ପରିକ୍ରମା କରି ସଡ଼କ ସୁରକ୍ଷା…
Read More...

ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର ସମ୍ମାନିତ।

ପୋଲସରା ,୨୭/୦୯(ପିପିଟି) : ଗଂଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର ସେକ ଫରିଦ୍ ସମ୍ମାନିତ ହୋଇଥିବା ଜଣାପଡିଛି। ଚଳିତ ବର୍ଷ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତରଫରୁ…
Read More...

ରୋଷେଇ ଘର ଗ୍ୟାସ ଲିକ୍ କରି ଜଳିଗଲା ଲକ୍ଷାଧିକ ଟଙ୍କାର ଇଲୋଟ୍ରୋନିକ ସାମଗ୍ରୀ।

ବୋଲଗଡ,୨୭/୦୯(ପିପିଟି): ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ପିଚୁକୁଳି ପାଟଣାସାହିରେ ଶନିବାର ରୋଷେଇଘରେ ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଇଲୋଟ୍ରୋନିକ ସାମଗ୍ରୀ କ୍ଷୟକ୍ଷତି ହୋଇଛି। ସୂଚନା…
Read More...

ଗାଲେରୀ କଲେଜରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ।

ଭଞ୍ଜନଗର, ୨୭/୦୯(ପିପିଟି ):ଭଞ୍ଜନଗର ବ୍ଲକ ଗାଲେରୀ ସ୍ଥିତ ଦଣ୍ଡପାଣି ମହାରଥା ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ ନୂତନ ଭାବେ ଯୋଗ ଦେଇ ଥିବା ଛାତ୍ରଛାତ୍ରୀ ଙ୍କୁ କଲେଜ ତରଫରୁ ସ୍ବାଗତ କରାଯାଇଛି। ଏହି…
Read More...

୫ବର୍ଷ ପରେ ଖୋଲିଲା ସ୍ପିଲ ୱେ ଗେଟ; ଭଞ୍ଜନଗର ଜଳଭଣ୍ଡାରରେ ୮୫%ଜଳ ଗଛିତ ।

ଭଞ୍ଜନଗର, ୨୭/୦୯(ପିପିଟି ):ଦୀର୍ଘ ବର୍ଷ ହେଲା ଇଞ୍ଜନଗର ଅଞ୍ଚଳରେ ପାନୀୟ ଜଳଯୋଗାଣ ଓ ଚାଷ ଜମିରେ ଜଳସେଚନର ସୁବିଧା ଯୋଗାଇ ଆସୁଛି ଭଞ୍ଜନଗର ଜଳ ଭଣ୍ଡାର। ହେଲେ ଚଳିତ ବର୍ଷ ଅତ୍ୟଧିକ ବର୍ଷା ଯୋଗୁଁ ଜଳଭଣ୍ଡାର ରେ ଜଳ…
Read More...

ପୋଲସରା ବିଇଓ କାର୍ଯ୍ୟାଳୟ ପକ୍ଷରୁ ଏଫଏଲଏନ କର୍ମଶାଳା ।

ପୋଲସରା,୨୭/୦୯ (ପିପିଟି) : ପୋଲସରା ବିଇଓ କାର୍ଯ୍ୟାଳୟ ପକ୍ଷରୁ ଏଫ୍ଏଲ୍ଏନ୍ କର୍ମଶାଳା ବିଇଓ ଶ୍ରୀହର୍ଷବାବୁ ଖାଡଙ୍ଗାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପାଦିତ ହୋଇଯାଇଛି। କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…
Read More...

ଓଟିଇଟି ପରୀକ୍ଷା ଦେଲେ ୧୪୪୯ ଶିକ୍ଷକ ଶିକ୍ଷୟତ୍ରୀ ।

ମାଲକାନଗିରି, ୨୭/୦୯(ପିପିଟି):ଆଜି ମାଲକାନାଗିରି ଜିଲ୍ଲାରେ ଓଟିଇଟି ପରୀକ୍ଷା ଆୟୋଜନ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ କଟକଙ୍କ କାର୍ଯ୍ୟ ସୂଚୀ କ୍ରମେ ମାଲକାନାଗିରି ଜିଲ୍ଲାରେ ୫ ଗୋଟି କେନ୍ଦ୍ରରେ ଏହି ପରୀକ୍ଷା ଆୟୋଜନ…
Read More...

୬ଦଫା ଦାବିରେ ଏମ୍ବିକେ ଓ ସିଆର୍‌ପି ସଂଘର ଧାରଣା ।

ଭଞ୍ଜନଗର, ୨୭/୦୯(ପିପିଟି):ଭଞ୍ଜନଗର ବ୍ଳକ ମିଶନ ଶକ୍ତି ଅଧୀନରେ ଏମ୍ବିକେ ଓ ସି ଆର୍ ପି ସଂଘର କାର୍ଯ୍ୟରତ ମହିଳାଙ୍କୁ ଅବହେଳା ପ୍ରତିବାଦରେ ବ୍ଲକ୍ ସମ୍ମୁଖରେ ଗତ ୨୨ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସଂଘ ପକ୍ଷରୁ…
Read More...