Browsing Category

ଜିଲ୍ଲା

ଭଞ୍ଜନଗର ରେ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ।

ଭଞ୍ଜନଗର,୦୧/୦୬(ପିପିଟି):ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୀର୍ତ୍ତି ଭାସନ୍ ଭି , ଗଞ୍ଜାମ…
Read More...

ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ବିଶ୍ବ ତମାଖୁ ବର୍ଜନ ଦିବସ ପାଳନ ।

ସୁବର୍ଣ୍ଣପୁର ,୩୧/୦୫(ପିପିଟି ):ସ୍ୱାସ୍ଥ୍ୟ ଉପରେ ତମାଖୁ ସେବନର କୁପ୍ରଭାବ ସଂପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନ ୧୦-୦୦ ଘଣ୍ଟା ସମୟରେ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସର,…
Read More...

କୁଲାଡ ଟେଲିଫୋନ ଏକ୍ସଚେଞ୍ଜ ତାଲା କାଟି ବେଟରୀ ଚୋରି ।

ଭଞ୍ଜନଗର, ୩୧/୦୫(ପିପିଟି ):ଭଞ୍ଜନଗର ବ୍ଲକ କୁଲIଡ ମେନ ରୋଡରେ ଥିବା ଟେଲିଫୋନ ଏକ୍ସଚେଞ୍ଜରୁ ଗତ ଶୁକ୍ରବାର ରାତିରେ ଘର ତାଲା କାଟି ବେଟରୀ ଚୋରି ହୋଇଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ପ୍ରକାଶ ଯେ ରାତ୍ରିକାଳୀନ ବିଦ୍ୟୁତ…
Read More...

ଜେଏସପିବିର ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ।

ପୋଲସରା,୩୧/୦୫ (ପିପିଟି): ପୋଲସରା ବ୍ଲକ ବର୍ତ୍ତିନୀ ଗ୍ରାମ ପଞ୍ଚାୟତ ଝିଟିକାବାଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁବେର ବେହେରାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସହକାରୀ ଶିକ୍ଷକ…
Read More...

ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦଯାପିତ ।

ଭୁବନେଶ୍ୱର,୩୧/୦୫(ପିପିଟି ): ସ୍ଥାନୀୟ ନିୟୁ ଏଜି କଲୋନୀ ରେସିଡେଣ୍ଟ କମିଟି ଆନୁକୂଲ୍ୟରେ ଛାତ୍ରଛାତ୍ରୀମାନଙ୍କ ଆୟୋଜିତ ପ୍ରଥମ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଆଜି କଲୋନୀ ପଡିଆ ଠାରେ ଉଦଯାପିତ ହୋଇଯାଇଅଛି ।…
Read More...

ଏସଆଇଆର କାର୍ଯ୍ୟ ତଦାରଖ କରି ପରିଗଣନା ଫର୍ମ ବଣ୍ଟନ କଲେ ଉପଜିଲ୍ଲାପାଳ ।

ଭଞ୍ଜନଗର , ୩୧/୦୫(ପିପିଟି ):ଗତ ୩୦ ମେ ୨୦୨୬ ଠାରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ସମଗ୍ର ଗଞ୍ଜାମ ଜିଲ୍ଲାରେ ଏସ ଆଇ ଆର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟକ୍ରମ ଚାଲିବ । ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅଧୀନରେ…
Read More...

ପାଉଚ୍ ପାଣି କିମ୍ବା ବୋତଲ ପ୍ୟାକେଜ୍ ପାଣି ମାନ ହେଉନି ଯାଞ୍ଚ, ବିଭାଗ ନିରବ।

ବୋଲଗଡ଼,୩୧/୦୫(ପିପିଟି):ପାଣି ପାଉଚ ହେଉ କିମ୍ବା ପାଣି ବଟଲ ଖରାଦିନେ ଏହାର ଚାହିଦା ଥିଲେ ମଧ୍ୟ ବର୍ଷ ସାରା ପାଣି ପାଉଚ ଓ ପାଣି ବୋତଲ ର ଲୋକ ମାନଙ୍କ ପାଇଁ ଅତ୍ୟାବଶ୍ୟକ ହୋଇ ପଡିଛି। ବୋଲଗଡ଼ ବ୍ଲକ ରେ ଥିବା ବିଭିନ୍ନ…
Read More...

ସୁଆଦିଆ ଆମ୍ବର ମେଳା, ଆଦିବାସୀ ଚାଷୀ ଓ ମହିଳା ହେଲେ ସ୍ୱାବଲମ୍ବୀ ।

ମାଲକାନଗିରି, ୩୧/୦୫(ପିପିଟି):ମାଲକାନଗିରି ସହରର ସ୍ଥାନୀୟ ପୁରୁଣା ମେଡିକାଲ ପଡ଼ିଆ ଏବେ ପାଚିଲା ଆମ୍ବର ମହକରେ ମହକୁଛି। ଜିଲ୍ଲା ପ୍ରଶାସନ ଓ ଓର୍ମାସ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଆମ୍ବ ମେଳା କେବଳ ସୁଆଦିଆ ଆମ୍ବ…
Read More...

ପରିଗଣନା ଫର୍ମ ବାଣ୍ଟିଲେ ଉପଜିଲ୍ଲାପାଳ ‘ଏସଆଇଆର’ କୁ ନେଇ ବାଲିଗୁଡା ବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ।

ବାଲିଗୁଡ, ୩୧/୦୫ (ପିପିଟି): କନ୍ଧମାଳ ଜିଲ୍ଲାରେ ଆଜିଠୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ ଓ ଉପଜିଲ୍ଲାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧୀକାରୀ ଶ୍ରୀମତୀ ପ୍ରଣୀତା ଙ୍କୁ ପରିଗଣନା ଫର୍ମ ପ୍ରଦାନ କରିଥିଲେ ।…
Read More...

ପାଇକ ଖଣ୍ଡାୟତ ସମାଜ ଗଠନ ପାଇଁ ସାଧାରଣ ବୈଠକ ଅନୁଷ୍ଠିତ ।

ବାଲିଗୁଡା,୩୧/୦୫(ପିପିଟି): ଶ୍ରୀଜଗନ୍ନାଥ ପାଇକ ଖଣ୍ଡାୟତ କୁଳ ସମାଜ କନ୍ଧମାଳ ର ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ କୁଳ ସମାଜ ଗଠନ ପାଇଁ ପ୍ରଥମ ବୈଠକ ସ୍ଥାନୀୟ ମାଁ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣ ରେ…
Read More...