Browsing Category

ଜିଲ୍ଲା

ବେଆଇନ୍ ଖଣିଜ ଦ୍ରବ୍ୟ ଖନନ ଏବଂ ପରିବହନ ମାମଲାରେ ଦୁଇ ଗିରଫ ।

ବେଲଗୁଣ୍ଠା,୧୨/୦୫(ପିପିଟି); ବେଆଇନ ଭାବେ ଖଣିଜ ଦ୍ରବ୍ୟ ଖନନ ଏବଂ ପରିବହନ ମାମଲାରେ ଗାଙ୍ଗପୁର ପୋଲିସ୍ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ୍ ଚାଲାଣ କରିଥିବା ଜଣା ପଡିଛି । ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ ନେଟଙ୍ଗା ଗ୍ରାମ…
Read More...

ମାଲକାନଗିରି ଜିଲ୍ଲାରେ ଆଜି୭୧ ଜଣ କରୋନା ରୋଗୀ ଚିହ୍ନଟ;ସଂକ୍ରମିତ ସଂଖ୍ଯା ୬୨୦କୁ ବୃଦ୍ଧି ।

ମାଲକାନଗିରି,୧୨/୦୫(ପିପିଟି);ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ରୋଗୀମାବଙ୍କ ସଂଖ୍ଯା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଜି ମାଲକାନଗିରି ଜିଲ୍ଲାରେ ୭୧ ନୂତନ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି ।…
Read More...

ସୀମାନ୍ତରେ ମାଓ ତାଣ୍ଡବ,ଯବାନକୁ ହତ୍ଯାକଲେ ମାଓବାଦୀ ।

ମାଲକାନଗିରି,ତା:୧୩/୦୫(ପିପିଟି);ମାଲକାନଗିରି ସୀମାନ୍ତରେ ମାଓବାଦୀଙ୍କ ଲାଲ ତାଣ୍ଡବ ଥମିବାର ନାଁ ନେଉ ନାହିଁ ।ଗୋଟାଏ ପରେ ଗୋଟାଏ ମାଓ ହିଂସା ଜାରି ରହିଛି । ଗତ କାଲି ରାତିରେ ସଶସ୍ତ୍ର ମାଓବାଦୀମାନେ ଜଣେ ଡିଆରଜି ଯବାନ…
Read More...

ହତ୍ଯା କାଣ୍ଡରେ ସଂପୃକ୍ତ ୩ ଅଭିଯୁକ୍ତ ଗିରଫ ।

ମାଲକାନଗିରି,ତା:୧୨/୦୫(ପିପିଟି);ଆଜି କାଲି ବିଜ୍ଞାନର ଦ୍ରୁତ ବିକାଶ ହେବା ସତ୍ତ୍ବେ ସଂପ୍ରତି ଆଦିବାସୀ ଅଧ୍ଯୁଷିତ ଜିଲ୍ଲାଗୁଡିକରେ ଅନେକ ସମୟରେ ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ଗୁଣି ସନ୍ଧେହରେ ନାରକୀୟ ହତ୍ଯାକାଣ୍ଡମାନ…
Read More...

ପ୍ରଦୀପ ଠାକୁରଙ୍କ ବିୟୋଗରେ ସିପିଆଇର ଶୋକ ।

ବୌଦ୍ଧ,୧୨/୦୫(ପିପିଟି); ଆଜି ମଧ୍ୟାହ୍ନରେ ସିପିଆଇର ବରିଷ୍ଠ ନେତା ହରଭଙ୍ଗା ଶାଖା କମିଟି ସଦସ୍ୟ ।ଚାରିଛକରେ ଜେଏମଏଫସି କୋର୍ଟ ସ୍ଥାପନ ବୌଦ୍ଧରେ କୃଷିବିଶ୍ବବିଦ୍ୟାଳୟ ମେଡିକାଲ କଲେଜ ସ୍ଥାପନ , ନଦୀ ସଂଯୋଗୀକରଣ ଆଳରେ…
Read More...

ପାଇଲିପଡ଼ା ପଞ୍ଚାୟତ ଧାନପୁଞ୍ଜା ଗ୍ରାମକୁ ମିନି କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା ।

ବେଲଗୁଣ୍ଠା,୧୨/୦୫(ପିପିଟି), ବେଲଗୁଣ୍ଠା ବ୍ଲକ୍ ପାଇଲିପଡ଼ା ଗ୍ରାମ ପଂଚାୟତ ଅଧିନସ୍ଥ ଧାନପୁଞ୍ଜା ଗ୍ରାମକୁ ଆଜି ଭଞ୍ଜନଗର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବେଲଗୁଣ୍ଠା ବ୍ଳକ୍ ପ୍ରଶାସନ ତରଫରୁ ମିନି କଣ୍ଟେନମେଣ୍ଟ୍ ଜୋନ୍…
Read More...

ପଶୁଜନ୍ତୁଙ୍କୁ ଖାଦ୍ୟ ଯୋଗାଇଲା କୋଦଳା ଏନ୍ଏସି ।

କୋଦଳା,୧୨/୦୫(ପିପିଟି); କିଲର କରୋନା କୁ ନେଇ ଚାରିଆଡେ ଭୟଙ୍କର ପରିସ୍ଥିତି । ଏହାକୁ ନେଇ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି । ଦିନ ୧୨ଘଣ୍ଟ ପରେ ସମସ୍ତ ଦୋକାନ ବଜାର ବନ୍ଦ!ଲୋକେ ଘରୁ ବାହାରିବାକୁ ଇଚ୍ଛା…
Read More...

ଜନତାଙ୍କ ସେବାରେ କୋଦଳା ତହସିଲ ପ୍ରଶାସନ “ରାଜସ୍ବ ରଥ “ର ଶୁଭାରମ୍ଭ ।

କୋଦଳା,୧୨/୦୫(ପିପିଟି);ମହାମାରୀ କରୋନା ର ଭୟଙ୍କର ରୂପ, ରାଜ୍ୟ ସରକାରଙ୍କ ଲକଡାଉନ ପ୍ରଭାବରେ ନିଜର କାର୍ଯ୍ୟ ହାସଲ ପାଇଁ ତହସିଲ କାର୍ଯ୍ୟଳୟରୁ ବିଭିନ୍ନ ପ୍ରକାର ସରକାରୀ ସାର୍ଟିଫିକେଟ ଓ ପଟ୍ଟା ପାଇବାରେ ଜନସାଧାରଣ ନାନା…
Read More...

ହିଂଜିଳି ପ୍ରଶାସନ ତରଫରୁ କରୋନା ସଚେତନତା ପଦଯାତ୍ରା ।

ହିଂଜିଳିକାଟୁ, ୧୨/୦୫(ପିପିଟି); ହିଂଜିଳିକାଟୁ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ମୋନରଞ୍ଜନ ସାହୁ ,ହିଂଜିଳି ବ୍ଳକ ବି.ଡ଼ି.ଓ ସୁବ୍ରତ କୁମାର ଜେନା ଓ ହିଂଜିଳି ଥାନାଅଧିକାରୀ ଅଭିମନ୍ୟୁ ଦାସଙ୍କ ମିଳିତ ସହଯୋଗରେ ଏକ…
Read More...

କରୋନା ସଂକ୍ରମଣକୁ ରୋକିବାପାଇଁ ପୋଲୋସରା ପ୍ରଶାସନର କଣ୍ଟେନମେଣ୍ଟ ଜୋନ ଘୋଷଣା ।

ପୋଲୋସରା,୧୨/୦୫(ପିପିଟି); ପୋଲୋସରା ଏନ.ଏ.ସି କରୋନା ସଂକ୍ରମଣକୁ ରୋକିବା ପାଇଁ ୧୫ନଂ ୱାର୍ଡ ଓ ବ୍ଲକ କାର୍ଯ୍ୟଳୟ ସମ୍ମୁଖ ସ୍ଥିତ ଚିଦାନନ୍ଦ ନଗର ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ସହ ୧୪୪ ଧାରା ଲାଗୁ କରାଯାଇଛି । ଏନ୍ଏସି…
Read More...