Browsing Category
ଜିଲ୍ଲା
ମଦ ପୋଚ ପାଣି ନ ଛାଡିବା ଦାବି ନେଇ ଏରେଗୁଲା ବସ୍ତି ବାସିନ୍ଦାଙ୍କ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ ।
କୋଦଳା,୨୪/୦୯(ପିପିଟି): ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି ଅନ୍ତର୍ଗତ ରେଞ୍ଜର ବଙ୍ଗଳା ସାହିରେ ରହୁଥିବା ସମସ୍ତ ଏରେଗୁଲା ପରିବାର ପି ଇଶ୍ଵରୀ ଏବଂ ପି ବିଜୟାଙ୍କ ନେତୃତ୍ୱରେ ଦେଶୀ ମହୁଲି ମଦ ପୋଚ ପାଣି ସେମାନଙ୍କ ସାହି ବାଡ଼ି…
Read More...
Read More...
ନବ ନିର୍ମିତ ପାନୀୟ ଜଳ ବିଶୋଧନଗାର କାର୍ଯ୍ଯ ଶେଷ;ଅତି ଶୀଘ୍ର ଲୋକାର୍ପିତ ହେବ – ସାଂସଦ ଶ୍ରୀ ମାଝି ।
ମାଲକାନଗିରି,ତା:୨୪/୦୯(ପିପିଟି): ମାଲକାନଗିରି ପୌରାଞ୍ଚଳର ଝାଟିମାଟି କଲୋନୀ ଠାରେ ୨୦ କୋଟି ଟଙ୍କା ବ୍ଯୟ ଅଟ୍ଟକଳରେ ନବ ନିର୍ମିତ ଜଳ ବିଶୋଧନ ଗାରର କାର୍ଯ୍ଯ ଶେଷ ହୋଇଛି । ଏହା ଅତି ଶୀଘ୍ର କାର୍ଯ୍ଯକ୍ଷମ କରା ଯାଇ…
Read More...
Read More...
ଅନ୍ଧାରରେ ଚାରି ପଞ୍ଚାୟତ;ଘେରିଲେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ।
ଉଲୁଣ୍ଡା,୨୪/୦୯(ପିପିଟି): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଚଢେଇପଙ୍କ,ଏସ ପତ୍ରାପାଲି, ଯଉଁରାଭଉଁରା,ଏବଂ ସିଂଢୋଲ ପଞ୍ଚାୟତରେ ବାରମ୍ବାର ବିଦ୍ୟୁତ ସମସ୍ୟା ଦେଖାଦେଇଥିବା ବେଳେ ଆଜକୁ ଦୀର୍ଘ ଚାରି ଦିନ ହେବ ଏହି…
Read More...
Read More...
ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୩୯ ।
ଭୁବନେଶ୍ବର ୨୪/୦୯(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୩୯। ପଜିଟିଭ ସଂଖ୍ୟା ୧୦,୨୩,୧୩୩ ଚିହ୍ନଟ ହୋଇଛନ୍ତି ୧୦,୦୯,୦୮୮ ଜଣ ସୁସ୍ଥ ହୋଇଥିବା ବେଳେ ୫,୮୨୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୧୬୩ ଜଣଙ୍କର ମୃତ୍ୟୁ…
Read More...
Read More...
ଜିଲ୍ଲା କଂଗ୍ରେସ କାର୍ଯ୍ଯକାରୀ ସଭାପତିଙ୍କ ଇସ୍ତଫା ।
ମାଲକାନଗିରି,ତା:୨୩/୦୯(ପିପିଟି):ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଆଜି ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ପିସିସି କାର୍ଯ୍ୟକାରିଣୀ ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି।…
Read More...
Read More...
ପୋଲିସ ଓ ଯବାନଙ୍କ ଦ୍ବାରା ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ।
ମାଲକାନଗିରି,ତା:୨୩/୦୯(ପିପିଟି): ମାଥିଲି ଥାନା ଅନ୍ତର୍ଗତ ତୁଳସି ପାହାଡ ଉପରେ ଥିବା କିରିମିଟ ଜଙ୍ଗଲରେ ପୋଲିସ ଓ ଯବାନମାନେ ମାଓ ଶିବିର ଠାବ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିବା ମାଲକାନଗିରି ଏସପି…
Read More...
Read More...
ମାଟିଲଗ୍ନା ସାହିତ୍ୟ ସଂସଦ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ମାଟିଲଗ୍ନା ଛାତ୍ର ମେଧା ସମ୍ମାନ ପ୍ରଦାନ ସମାରୋହ…
ଉଲୁଣ୍ଡା,୨୩/୦୯(ପିପିଟି): ଛାତ୍ର ମାନେ ଦେଶର ଭବିଷ୍ୟତ । ସେମାନଙ୍କ ଭିତରେ ପ୍ରଚଣ୍ଡ ପ୍ରତିଭା । ସେମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ଆମେ ଚିହ୍ନି ପାରିଲେ ସେମାନେ ପ୍ରବଳ ବେଗରେ ଆଗକୁ ବଢିବା ସହିତ ଭବିଷ୍ୟତରେ ଭାରତର…
Read More...
Read More...
୨୭ ତାରିଖ ଭାରତ ବନ୍ଦକୁ ସଫଳ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରସ୍ତୁତି ବୈଠକ।
କୋଦଳା,୨୩/୦୯(ପିପିଟି): କୃଷି ବିଲ ପ୍ରତ୍ୟାହାର, କୃଷକ ମାନଙ୍କ ପାଇଁ ବିଦ୍ୟୁତ ରିହାତି ପ୍ରଦାନ, ଦରଦାମ ବୃଦ୍ଧି ରୋକ ସହ ୨୨ ଦଫା ଦାବୀ ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆସନ୍ତା ୨୭ ତାରିଖ ଦିନ ଦିଆଯାଇଥିବା ବନ୍ଦ…
Read More...
Read More...
ବାଇକ ସହ ସାଇକଲ ଧକ୍କା, ୨ ଗୁରୁତର ।
ଭଞ୍ଜନଗର,୨୩/୦୯(ପିପିଟି) : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଧୀନ ଅଢେଇ ଗାଁ ନିକଟରେ ବାଇକ ସାଇକଲ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ଆହାତ ହୋଇଥିବା ଜଣାପଡିଛି। ଆହତ ମାନେ ହେଲେ ଥୋଲଣ୍ଡା…
Read More...
Read More...
ଭିଜିଲାନ୍ସ ଜାଲରେ ମୋଟୁ ଥାନା ଅଧିକାରୀ,ଗାଡିରୁ ୨ ଲକ୍ଷ ୮୦ ହଜାର ଜବତ ।
ମାଲକାନଗିରି,ତା:୨୩/୦୯(ପିପିଟି):୧୨ ଲକ୍ଷ ଟଙ୍କାର ଦାମି କାରରେ ମାଲିକ ଭଳି ବସି ଯାଉଥିଲେ ଥାନା ଅଧିକାରୀ, ପୁଣି ସେହି କାର୍ରେ ଅଭିଯୁକ୍ତଙ୍କ ଭଳି ଗିରଫ ହୋଇ ଗଲେ ୨ ଲକ୍ଷ ୮୦ ଟଙ୍କାର ହିସାବ ଦେଇ ନପାରି ମୋଟୁ ଥାନା…
Read More...
Read More...