Browsing Category

ଜିଲ୍ଲା

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ଦ୍ୱାଦଶ ଦିବସ ଅବସରରେ ଶ୍ରୁତି ଶ୍ରଦ୍ଧାଞ୍ଜଳି ସଭା ପାଳନ ।

ଶେରଗଡ,୨୩/୦୫(ପିପିଟି); ଆଜି ପୁର୍ବତନ ବ୍ଳକ ଅଧକ୍ଷ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ସ୍ବର୍ଗତ ବାବୁଲା ଚୌଧୁରିଙ୍କ ଦ୍ଵାଦଶ ଶ୍ରାଦ୍ଧ ଦିବସ ପାଳନ ଅବସରରେ ଶେରଗଡ଼ ବିଜୁ ଜନତା ଦଳ ତରଫରୁ ସରକାରଙ୍କ କରୋନା ନିୟମକୁ ପାଳନ…
Read More...

କୋଦଳା ପୋଲିସକୁ ସଫଳତା ବାଲିପୋଇ ଠାରେ ପୋଲିସ ପଞ୍ଝାରେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ।

କୋଦଳା,୨୩/୦୫(ପିପିଟି); ରବିବାର ଅପରାହ୍ନରେ କୋଦଳା ଠାରୁ କଞ୍ଚଣା ରାସ୍ତାର ବାଲିପୋଇ ନିକଟରେ ଏକ ଡାଲା ଅଟୋ( OD 07 Z 8565 ) ରେ ଭର୍ତ୍ତିଥିବା ଗଂଜେଇକୁ କୋଦଳା ପୋଲିସ ଧରିବାରେ ସକ୍ଷମ ହୋଇଛି। ଅଟୋଟି କୋଦଳାରୁ ଖଲ୍ଲିକୋଟ…
Read More...

ଗୌଡଗୁଡା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା;ମାମୁ ଭଣଜା ମୃତ,ଭଉଣି ଗୁରୁତର ।

ମାଲକାନଗିରି,ତା:୨୩/୦୫(ପିପିଟି); ଆଜି ସକାଳେ ଗୌଡଗୁଡା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।ଯାହାକି ଏ ଅଞ୍ଚଳରେ ଏକ ଶୋକର ଛାୟା ଖେଳି ଯାଇଛି । ବେପରୁଆ ଗଡି ଚାଳନ ଯୋଗୁଁ ଦୈନନ୍ଦିନ ଛୋଟ ମୋଟ ଦୁର୍ଘଟଣା…
Read More...

ଯୋଗୀମାରି ଭି.ଏସ.ଏସ ଓ କାଠ ମାଫିଆ ମଧୁ ଚନ୍ଦ୍ରିକା; ବେଧଡକ କଟା ହେଉଛି ବହୁ ମୂଲ୍ୟବାନ ଗଛ ।

ଭଞ୍ଜନଗର,୨୩/୦୫(ପିପିଟି); ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି।ପ୍ରଥମେ ଜଙ୍ଗଲ ପୋଡ଼ି ଆଉ ଏବେ ଜଙ୍ଗଲ କାଟି ସଫା କରିବାରେ ଲାଗିପଡିଛନ୍ତି କିଛି କାଠ ମାଫିଆ। ନିଜ ଅଞ୍ଚଳରେ ଥିବା ଜଙ୍ଗଲକୁ ସୁରକ୍ଷିତ ରଖିବା ସକାଶେ…
Read More...

ମୂଖ୍ୟମନ୍ତ୍ରୀଙ୍କ ଠାରୁ ସମ୍ମାନିତ ସମ୍ମୁଖ କରୋନା ଯୋଦ୍ଧା ରମା ସାହୁଙ୍କ ଦେହାନ୍ତ,ହିଞ୍ଜିଳି ଅଙ୍ଗନୱାଡ଼ି ମହଲରେ…

ହିଞ୍ଜିଳିକାଟୁ,୨୩/୦୫(ପିପିଟି);ପ୍ରଥମ କରୋନା ଲହର ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ମାନିତ କରାଯାଇଥିବା କରୋନା ସମ୍ମୁଖ ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଖଣ୍ଡରା ଅଙ୍ଗନୱାଡ଼ି କର୍ମୀ ରମାସାହୁ ଆଜି ସକାଳେ ସୋମପୁର ସ୍ଥିତ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୨୮୫୨ ।

ଭୁବନେଶ୍ବର ୨୩/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୨୮୫୨। ପଜିଟିଭ ସଂଖ୍ୟା ୬,୯୨,୩୮୨ ଚିହ୍ନଟ ହୋଇଛନ୍ତି ୫,୭୭,୯୮୩ ଜଣ ସୁସ୍ଥ ହୋଇଥିବା ବେଳେ ୧,୧୧,୮୬୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୪୮୪ ଜଣଙ୍କର ମୃତ୍ୟୁ…
Read More...

ନବ ବଧୂକୁ ହତ୍ୟା ପରେ ଜୁଇରୁ ଦରପୋଡ଼ା ଶବ ଉଦ୍ଧାର ଘଟଣାରେ ଛଅ ଜଣ ଗିରଫ ।

ବେଲଗୁଣ୍ଠା,୨୨/୦୫(ପିପିଟି);ଗାଙ୍ଗପୁର ଥାନା ଖାରୀଗୁଡା ଗ୍ରାମରେ ଗତ ୨୦ ତାରିଖରେ ଯୌତୁକ ପାଇଁ ନବବଧୂକୁ ହତ୍ୟା କରିବାପରେ ପ୍ରମାଣ ନଷ୍ଟ ପାଇଁ ସ୍ମଶାନ ରେ ଶବଦାହ କରୁଥିବା ସମୟରେ ପୋଲିସ ପହଂଚି ଦରପୋଡ଼ା ଶବକୁ ଉଦ୍ଧାର…
Read More...

କରୋନା କୁ ଖାତିର ନାହିଁ, ବିବାହ ପାଇଁ ଘୋଡ଼ା ଉପରେ ବସି ପଟୁଆର କରି ଆସିଲେ ବର ।

ହିଞ୍ଜିଳିକାଟୁ,୨୨/୦୫(ପିପିଟି); କରୋନା କୁ ନେଇ ସରକାରଙ୍କ ତରଫରୁ ପ୍ରଚାର ପ୍ରସାର କରାଯାଉଥିଲେ ମଧ୍ୟ ଭୋଜି ଆୟୋଜିତ ହେଉଛି ଏବଂ ବାହାଘରରେ ବରପକ୍ଷଙ୍କ ପଟୁଆର ବି ଚାଲିଛି । ସଂକ୍ରମଣ ବ୍ୟାପୁଥିବା ବେଳେ ଅଞ୍ଚଳରେ ଭୋଜିଭାତର…
Read More...

ମର୍ଦ୍ଦକୋଟ ଠାରେ ବାହାଘର ଭୋଜିରେ ପ୍ରଶାସନର ଚଢ଼ାଉ,୮୦୦୦ ଟଙ୍କା ଜୋରିମାନା।

କୋଦଳା,୨୨/୦୫(ପିପିଟି); ବାରମ୍ବାର ତାଗିଦ ଓ ଅନୁରୋଧ ସତ୍ୱେ ମାନୁନାହାନ୍ତି ଅମାନିଆ । ବିବାହ ଓ ବ୍ରତ ଘର ୨୫ଜଣ ରହିବା ସହିତ ଭୋଜି ସମ୍ପୂର୍ଣ ବନ୍ଦ ନିର୍ଦ୍ଦେଶ ଥିବାବେଳେ ଏହାକୁ ଫୁ ରେ ଉଡାଇ ଦେଉଛନ୍ତି ଅମାନିଆ ।…
Read More...

କୋଭିଡ୍ -୧୯ ପରିଚାଳନା ଏବଂ ସମ୍ଭାବ୍ୟ ବାତ୍ୟା ୟସ୍ ର ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ ।

ଛତ୍ରପୁର, ତା. ୨୨/୦୫(ପିପିଟି); ଜିଲ୍ଲାରେ କୋଭିଡ୍ – ୧୯ ର ପରିଚାଳନା ଏବଂ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏ ନେଇ ଶନିବାର…
Read More...