Browsing Category
ଜିଲ୍ଲା
ବେକରେ ରଶି ଲଗାଇ ଆର.ଡ଼ି. ମହିଳା କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା ।
ଭଞ୍ଜନଗର,୨୪/୦୬(ପିପିଟି); ଭଞ୍ଜନଗର ଲଣ୍ଡେଇ ସାହି ୟୁନିଟ-୩ରେ ଭଡ଼ା ଘରେ ରହୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନ-୧ରେ କାର୍ଯ୍ୟରତ ମହିଳା କନିଷ୍ଠ ଯନ୍ତ୍ରୀ ଜେ. ଅନିତା(୩୪)ଙ୍କ ଝୁଲନ୍ତା ମୃତଦେହ ଗୁରୁବାର ପୋଲିସ ଉଦ୍ଧାର…
Read More...
Read More...
ପୋଲସରା ବିଧାୟକଙ୍କ ଦ୍ବାରା ୧୨୨ ଜଣଙ୍କୁ ଭତ୍ତା ବଣ୍ଟନ।
ପୋଲସରା,୨୪/୦୬(ପିପିଟି);ପୋଲସରା ବ୍ଲକ ଅନ୍ତର୍ଗତ ମନ୍ଦାର, ରୁମାଗଡ, ଢୁଙ୍କାପଡ଼ା,କଣଛାଇ,କେନ୍ଦୁବାଡି, ବଡ ପଙ୍କଳବାଡ଼ି ଓ ମାଳ ତେନ୍ତୁଳିଆ ୭ ଗୋଟି ପଞ୍ଚାୟତକୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯାଇ ୧୨୨ ଜଣ ବୃଦ୍ଧ…
Read More...
Read More...
ପିପିଟି ପକ୍ଷରୁ ହିଞ୍ଜିଳି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ସାନିଟାଇଜର ଓ ମାସ୍କ ପ୍ରଦାନ।
ବ୍ରହ୍ମପୁର,୧୪/୦୬(ପିପିଟି); ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ କୋଭିଡ- ୧୯କୁ ନଜରରେ ରଖି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ଗୋଷ୍ଟି ଉନ୍ନୟନ ଅଧିକାରୀ ସୁବ୍ରତ କୁମାର…
Read More...
Read More...
ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୬୫୦ ।
ଭୁବନେଶ୍ବର ୨୪/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୬୦୬ । ପଜିଟିଭ ସଂଖ୍ୟା ୮,୯୦,୫୯୬ ଚିହ୍ନଟ ହୋଇଛନ୍ତି ୮,୫୩,୦୧୨ ଜଣ ସୁସ୍ଥ ହୋଇଥିବା ବେଳେ ୩୩,୭୭୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୭୬୧ ଜଣଙ୍କର ମୃତ୍ୟୁ…
Read More...
Read More...
ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର ।
ଭଞ୍ଜନଗର,୨୩/୦୬(ପିପିଟି); ଭଞ୍ଜନଗର ବ୍ଲକ ଅନ୍ତର୍ଗତ ତିଳିସିଙ୍ଗି ଗ୍ରାମର ରାଘବ ଡାକୁଆ(୩୫) ବୁଧବାର ମଧ୍ୟାହ୍ନ ସମୟରେ କୌଣସି କାମରେ ଭଞ୍ଜନଗର ବାଇକରେ ଆସୁଥିଲେ। କମଳା ବାଡ଼ି ନିକଟରେ ଭାରସାମ୍ୟ ହରାଇ ବାଇକଟି ରାସ୍ତା…
Read More...
Read More...
ପାଣିରେ ବୁଡ଼ି ଶିଶୁର ଅକାଳ ମୃତ୍ୟୁ ।
କନ୍ଧମାଳ,୨୩/୦୬(ପିପିଟି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ନୂଆ ପଦର ପଞ୍ଚାୟତର ଲତପଙ୍ଗିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ବିଲରେ ଥିବା ଖାତ ଭିତରେ ଥିବା ପାଣିରେ ଶିଶୁଟି ବୁଡିଯିବା ଫଳରେ ତାର ମୃତ୍ୟୁ…
Read More...
Read More...
ସାମାନ୍ୟ ବଚସାରୁ ଧସ୍ତାଧସ୍ତି,ତଳେ ପଡ଼ି ଜଣେ ମୃତ ।
ରାୟଗଡା, ୨୩/୦୬(ପିପିଟି); ଆଜି ରାୟଗଡା ଜିଲ୍ଲା ପଦ୍ମପୁରବ୍ଲକ ଅନ୍ତର୍ଗତ ଡେରିଗାଁ ପଞ୍ଚାୟତର ଡେରିଗାଁ ଗ୍ରାମରେ ଗୋଟିଏ ଅଭାବନୀୟ ଘଟଣା ଘଟିଯାଇଛି। ଏହି ଗ୍ରାମର ରୁଡ଼ାପୁ ତ୍ରିପତି ନାମକ ଜଣେ ବ୍ୟକ୍ତି ନିଜଘରୁ ବଜାରକୁ…
Read More...
Read More...
ପିପିଟି ପକ୍ଷରୁ ଆସ୍କା ଥାନାକୁ ମାସ୍କ, ସାନିଟାଇଜର ଓ ଛତା ପ୍ରଦାନ।
ଆସ୍କା,୨୩/୦୬(ପିପିଟି); ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ କୋଭିଡ- ୧୯କୁ ନଜରରେ ରଖି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଆସ୍କା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କୌଣସି…
Read More...
Read More...
ପୋଲୋସରା ରେ ପ୍ରଥମ ଶ୍ରେଣୀ ବିଚାର ବିଭାଗ କୋର୍ଟ ପ୍ରତିଷ୍ଠା ନେଇ ଜିଲ୍ଲା ଜଜ୍ ଙ୍କ ପରିଦର୍ଶନ ।
ପୋଲୋସରା, ୨୩/୦୬(ପିପିଟି); ପୋଲୋସରା ରେ ବହୁ ପ୍ରତୀକ୍ଷିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ଦେୱାନୀ ଅଦାଲତ ପ୍ରତିଷ୍ଠା ନିମନ୍ତେ ପଥ ପରିସ୍କାର ହୋଇଯାଇଛି । ଏହାକୁ ନେଇ ଆଜି ଅର୍ଥାତ ତା ୨୩/୬/ ୨୦୨୧ ରିଖ…
Read More...
Read More...
ଶାଶୁ ହତ୍ୟାକାରୀ ଜ୍ୱାଇଁ ଗିରଫ ।
କୋଦଳା,୨୩/୦୬(ପିପିଟି);ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଏସ.ଛଚିନା ପଂଚାୟତର ମାଗୁରାଣୀ ଚାଞ୍ଚରା ଗ୍ରାମରେ ଜ୍ୱାଇଁ ନିଜ ଶାଶୁକୁ ବାଡେଇ ବାଡେଇ ମାରିଦେଇ ଫେରାର ହୋଇଯାଇଥିବା ବେଳେ ବୁଧବାର ଭୋର ସମୟ ରେ କୋଦଳା ଥାନା ଅଧିକାରୀ…
Read More...
Read More...