Browsing Category

ଜିଲ୍ଲା

ଜିଲ୍ଲାପାଳଙ୍କ ଦ୍ଵାରା ଘରକୁ ଘର ବୁଲି ସ୍ବାବ ଟେଷ୍ଟ ପରୀକ୍ଷା ଗାଡିର ଶୁଭାରମ୍ଭ ।

ହିଞ୍ଜିଳିକାଟୁ,୨୫/୦୫( ପିପିଟି);ଆଜି ଗଞ୍ଜାମ ଜିଲ୍ଲାପାଳ ହିଞ୍ଜିଳିରେ ପହଞ୍ଚି କରୋନା ସମ୍ଭନ୍ଧୀୟ ସ୍ଥିତି ଯାଞ୍ଚ କରିଥିଲେ । ଯେଉଁଭଳି ଭାବେ ଏହି କରୋନା ମହାମାରୀର ପ୍ରକୋପ ବୃଦ୍ଧି ପାଉଛି ତାହାକୁ ପ୍ରତିହତ କରିବା ପାଇଁ…
Read More...

ପୂର୍ବତନ କଂଗ୍ରେସ ବିଧାୟକ ଉମାକାନ୍ତ ମିଶ୍ରଙ୍କ ଦେହାନ୍ତ ।

ଭଞ୍ଜନଗର,୨୫/୦୫(ପିପିଟି); ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ରେ ୧୯୮୫ ଠାରୁ ୧୯୯୦ପର୍ଯ୍ୟନ୍ତ ଗୋଟିଏ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ଉମାକାନ୍ତ ମିଶ୍ରଙ୍କର ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ଏକ ଘରୋଇ…
Read More...

ଫିରିଙ୍ଗିଆରେ ରାଜସ୍ବ ରଥ ଜରିଆରେ ଘରକୁ ଘର ସେବା କାର୍ଯ୍ୟକ୍ରମ ଆରମ୍ଭ ।

କନ୍ଧମାଳ,୨୫/୦୫(ପିପିଟି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ତହସିଲରେ ରାଜସ୍ଵ ରଥର ଶୁଭାରମ୍ଭ ହୋଇଛି । ଫିରିଙ୍ଗିଆ ତହସିଲଦାର ପୁନମ୍ ରାଉତଙ୍କ ଦ୍ୱାରା ଏହା ଉଦ୍‌ଘାଟନ କରାଯାଇଥିଲା । ରାଜ୍ୟ ସରକାରଙ୍କ ରାଜସ୍ଵ ଓ ବିପର୍ଯ୍ୟୟ…
Read More...

ଗୁଡାରୀ ବିଜୁଜନତାଦଳ ତରଫରୁ ସର୍ଗିଡାଙ୍ଗ ଏବଂ ଚିଟି ସେରେମା ଗ୍ରାମରେ ଖାଦ୍ୟ ସାମଗ୍ରୀ ବଣ୍ଟନ।

ଗୁଣପୁର,୨୫/୦୫(ପିପିଟି): କରୋନା ଏବେ ଅଧିକ ପରିମାଣରେ ଗ୍ରାମ ମୁହାଁ ହେବାରେ ଲାଗିଛି। ସେହିପରି ଗୁଡାରୀ ବ୍ଲକର ସର୍ଗିଡାଙ୍ଗ ଏବଂ ଚିଟିସେରେମା ଗ୍ରାମରେ କରୋନା ପଜିଟିଭ ଚିହ୍ନଟ ହେବାପରେ ପ୍ରଶାସନ ତରଫରୁ ଏହି ଦୁଇ ଗ୍ରାମକୁ…
Read More...

ରାଷ୍ଟ୍ରୀୟ ମଧ୍ଯବିତ୍ତ ପରିବାର ତରଫରୁ ମୁଖ୍ଯ ମନ୍ତ୍ରୀଙ୍କୁ ଦାବିପତ୍ର ।

ମାଲକାନଗିରି,ତା:୨୫/୦୫(ପିପିଟି);ରାଷ୍ଟ୍ରୀୟ ମଧ୍ଯ ବିତ୍ତ ପରିବାର ମହାସଙ୍ଘ ମାଲକାଗିରି ଜିଲ୍ଲା ଶାଖା ତରଫରୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାଏକଙ୍କୁ ସ୍ଥାନୀୟ ଖଇରପୁଟ ବିଡିଓ ହୃଦାନନ୍ଦ ସାହୁଙ୍କ ମାଧ୍ଯମରେ ଏକ ଦାବିପତ୍ର…
Read More...

କଳମ୍ବ ଠାରେ କୋଭିଡ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ପୋଲସରା,୨୫/୦୫(ପିପିଟି); ଆଜି କଳମ୍ବ ଗ୍ରାମପଞ୍ଚାୟତ ରେ ଏକ କୋଭିଡ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଥିରେ କଳମ୍ବ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ପ୍ରଧାନଙ୍କ ସମେତ ବିଧାୟକ ଶ୍ରୀକାନ୍ତ ସାହୁ ବିଡିଓ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୦୯୩୯ ।

ଭୁବନେଶ୍ବର ୨୫/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୯୩୯। ପଜିଟିଭ ସଂଖ୍ୟା ୭,୧୪,୩୮୦ ଚିହ୍ନଟ ହୋଇଛନ୍ତି ୬,୦୧,୨୨୪ ଜଣ ସୁସ୍ଥ ହୋଇଥିବା ବେଳେ ୧,୧୦,୫୫୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୫୪୯ ଜଣଙ୍କର ମୃତ୍ୟୁ…
Read More...

ଡଙ୍ଗା ବୁଡି ୭ ନିଖୋଜ,ଜଣେ ବାଳିକା ମୃତଦେହ ଉଦ୍ଧାର।

ମାଲକାନଗିରି,୨୫/୦୫(ପିପିଟି); ସୋମବାର ରାତି ୧୦ଟା ୩୦ ମିନିଟ ସମୟରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସିଲେରୁ ନଦୀରେ ଦୁଇଟି ଡଙ୍ଗା ବୁଡ଼ିଯିବା ଫଳରେ ଜଣେ ନାବାଳିକାର ମୃତ୍ୟୁ ଘଟିଥିବା ବେଳେ…
Read More...

କରୋନା ସଚେତନତା ଓ ରିଲିଫ ବଣ୍ଟନର ୪୨୫ତମ ଦିବସର ସମୀକ୍ଷା ସହ ବାତ୍ୟା “ୟସ”ପାଇଁ ପ୍ରସ୍ତୁତି ବୈଠକ।

ଯାଜପୁର,୨୫/୦୫(ପିପିଟି):ଗତ ୨୦ମାର୍ଚ୍ଚ ୨୦୨୦ମସିହାଠାରୁ ନିରବଚ୍ଛିନ୍ନ ଭାବରେ ଦେଶର ବିଭିନ୍ନ ସ୍ଥାନରେ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ଵାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ…
Read More...

ସମ୍ଭାବ୍ୟ ବାତ୍ୟା ୟାସର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।

ରାୟଗଡ,୨୪/୦୫(ପିପିଟି);ସମ୍ପ୍ରତି ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ୟାସର ମୁକାବିଲା କରିବାକୁ ଆଜି ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ଯକ୍ଷତାରେ ଏକ ଜରୁରୀ ବୈଠକ ୱେବିନାରରେ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...