Browsing Category

ଜିଲ୍ଲା

ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣ ସାମଗ୍ରୀ ଓ ସହାୟକ ଉପକରଣ ବଣ୍ଟନ ।

ମାଲକାନଗିରି,୨୪/୧୧(ପିପିଟି): ସ୍ଥାନୀୟ ନଗର ଭବନ ଠାରେ ସମଗ୍ର ଶିକ୍ଷା, ମାଲକାନଗିରି ତରଫରୁ ଦିବ୍ୟIଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷଣ ସାମଗ୍ରୀ ଓ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ଏଲ.ପି.ଜି ଦର ବୃଦ୍ଧିକୁ ନେଇ ଗର୍ଜିଲା ବିଜେଡି ।

ଭଞ୍ଜନଗର,୨୪/୧୧(ପିପିଟି): କେନ୍ଦ୍ର ସରକାରଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ଓ ଘରୋଇ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ତରଫରୁ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେହିପରି…
Read More...

ଗ୍ଯାସ ଦର ବୃଦ୍ଧି ନେଇ ବିଜେଡି ପକ୍ଷରୁ ବିକ୍ଷୋଭ।

ଆସିକା,୨୪/୧୧(ପିପିଟି):ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରନ୍ଧନ ଗ୍ୟାସର ଦିନକୁ ଦିନ ହେଉଥିବା ଅହେତୁକ ଦର ବୃଦ୍ଧି ଓ ଏବଂ ଉଜ୍ବଲା ଯୋଜନାର ବିଫଳତାକୁ ନେଇ ଆଜି ଆସିକା ବ୍ଲକ, କବିସୂର୍ଯ୍ୟ ନଗର…
Read More...

ଧାନ କ୍ରୟ ଲାଗି ମହିଳା ସ୍ବୟଂ ସହାୟକଙ୍କୁ ଅଣଦେଖା ।

ମାଲକାନଗିରି,୨୪/୧୧(ପିପିଟି):ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏଥି ନିମନ୍ତେ ମିଶନ ଶକ୍ତି ସ୍ୱତନ୍ତ୍ର ଭାବେ ଦାୟିତ୍ୱ ନେଇ ପ୍ରତ୍ୟେକ ଜିଲ୍ଲାରେ…
Read More...

ବୁଗୁଡା ବ୍ଲକ ସମ୍ମୁଖରେ ଗ୍ଯାସ ଦର ବୃଦ୍ଧି ନେଇ ବିକ୍ଷୋଭ।

ବୁଗୁଡା,୨୪/୧୧(ପିପିଟି):ବୁଗୁଡା ପଞ୍ଚାୟତ ସମିତି ପରିସରରେ ରନ୍ଧନ ଗ୍ୟାସ ଅହେତୁକ ଦର ବୃଦ୍ଧି ବିରୁଦ୍ଧରେ ବୁଗୁଡା ବ୍ଲକ ଓ ଏନ.ଏ.ସି ବିଜୁ ମହିଳା,ଛାତ୍ର ଓ ଯୁବ ଜନତା ଦଳ ତରଫରୁ ଗଣ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…
Read More...

ରନ୍ଧନ ଗ୍ଯାସ ଦର ବୃଦ୍ଧି ବିରୁଦ୍ଧରେ ଗଣଧାରଣା ।

ପୋଲସରା, ୨୪/୧୧(ପିପିଟି): ପୋଲସରା ପଞ୍ଚାୟତ ସମିତି ପରିସରରେ ରନ୍ଧନ ଗ୍ୟାସ ଅହେତୁକ ଦର ବୃଦ୍ଧି ବିରୁଦ୍ଧରେ ପୋଲସରା ବ୍ଲକ ଓ ଏନ.ଏ.ସି ବିଜୁ ମହିଳା,ଛାତ୍ର ଓ ଯୁବ ଜନତା ଦଳ ତରଫରୁ ଗଣ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ…
Read More...

ସିପିଆଇ ବାଲିତୁଠ ଶାଖା ସମ୍ମିଳନୀ ଅନୁଷ୍ଠିତ ।

ଏରସମା,୨୪/୧୧(ପିପିଟି): ବୁଧବାର ଦିନ ଭାରତୀୟ କମ୍ମ୍ୟୁନିଷ୍ଟ ପାର୍ଟି ବାଲିତୁଠ ପଞ୍ଚାୟତ ଶାଖା କମିଟିର ସାଙ୍ଗଠନିକ ସମ୍ମିଳନୀ ସାଥି ରବୀନ୍ଦ୍ରନାଥ ସ୍ୱାଇଁଙ୍କ ସଭାପତିତ୍ୱରେ ବଡବୁଦାଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀ…
Read More...

ରନ୍ଧନ ଗ୍ଯାସ ଦର ବୃଦ୍ଧି ନେଇ ବିକ୍ଷୋଭ।

ଶେରଗଡ,୨୪/୧୧(ପିପିଟି): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପ୍ରକାରେ ବିଜୁ ଯୁବଜନତା ଓ ମହିଳା ଜନତା ଦଳ ପକ୍ଷରୁ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକଙ୍କ ନେତୃତରେ ଶେରଗଡ ଚାରିଛକ ସ୍ଥିତ ବିଜୁପଟ୍ଟନାୟକ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୮୮।

ଭୁବନେଶ୍ବର ୨୪/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୮୮। ପଜିଟିଭ ସଂଖ୍ୟା ୧୦,୪୭,୬୭୪ ଚିହ୍ନଟ ହୋଇଛନ୍ତି ୧୦,୩୭,୦୦୧ ଜଣ ସୁସ୍ଥ ହୋଇଥିବା ବେଳେ ୨,୨୨୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୯୯ ଜଣଙ୍କର ମୃତ୍ୟୁ…
Read More...

ପ୍ରଶାସନର ଦୃଷ୍ଟି ଆକର୍ଷଣ ପରେ ଧରିତ୍ରୀର ଚିକିତ୍ସା ଆଶା ଉଜ୍ଜିବୀତ ।

ବ୍ରହ୍ମପୁର ,୨୩/୧୧(ପିପିଟି): ଗୋଷାଣୀନୂଆଗାଁ ସ୍ଥିତ ଧୋବା ସାହି ନିବାସୀ ଦେବହରି ସେଠୀ ନିତିଦିନିଆ ମଜୁରିଆ କାମ କରି ତାଙ୍କ ପରିବାର ପ୍ରତିପୋଷଣ କରୁଥିବା ବେଳେ ତାଙ୍କ ଦୁଇ ପିଲାଙ୍କ ମଧ୍ୟରୁ ଝିଅ ଧରିତ୍ରୀ (୩) ରକ୍ତ…
Read More...