Browsing Category

ଜିଲ୍ଲା

ଲଗାଣ ବର୍ଷରେ ତିର୍ତ୍ତୋଲର ଅଧିକାଂଶ ଅଞ୍ଚଳ ଜଳ ମଗ୍ନ।

ତିର୍ତ୍ତୋଲ,୧୪/୦୯(ପିପିଟି); ତିନିଦିନ ଧରି ଲଗାଣ ବର୍ଷାରେ ତିର୍ତ୍ତୋଲର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି । ଧାନଜମି ସଂପୂର୍ଣ୍ଣ ବୁଡିଯାଇଥିବା ବେଳେ ହଂସୁଆ ନଦୀ ପାଣି କଟରା ଗ୍ରାମପଞ୍ଚାୟତର କୋରକୋର,ହାଜିନଗର,ବେଗୁନିଆ,…
Read More...

ଶ୍ରମିକଙ୍କ ମଜୁରୀ ଟଙ୍କା ଆତ୍ମସାତ କରିଥିବା ଘଟଣା : ନାଏବ ସରପଞ୍ଚ ମଜୁରୀ ଟଙ୍କା ଦେବାକୁ ଚୁକ୍ତିନାମା କଲେ ।

ବାଲିଗୁଡା,୧୪/୦୯(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ି ପଞ୍ଚାୟତ ସଲାବାଡ଼ି ଗ୍ରାମର କିଛି ଲୋକ ମନରେଗା ଯୋଜନାରେ କାମ କରିଥିବା ବେଳେ ୯ ମାସ ରୁ ଉର୍ଦ୍ଧ୍ବ ଦିନ ହେବ…
Read More...

ଶିଳ୍ପାନୁଷ୍ଠାନ ବାହାରେ ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣା ପ୍ରତିରୋଧ ସକାଶେ ଜରୁରୀ ଯୋଜନା ପ୍ରସ୍ତୁତି ବୈଠକ।

ଛତ୍ରପୁର ୧୪/୦୯ (ପିପିଟି):ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶିଳ୍ପାନୁଷ୍ଠାନ ବାହାରେ ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣା ପ୍ରତିରୋଧ ସକାଶେ ଜରୁରୀ ଯୋଜନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ…
Read More...

ପିଲାଙ୍କ ପାଇଁ ଗୋଟିଏ ଦିନ କାର୍ଯ୍ୟକ୍ରମ ।

ଶେରଗଡ଼,୧୪/୦୯(ପିପିଟି) : ଶେରଗଡ଼ ବ୍ଲକର ମହୁପଦର ଗ୍ରାମପଞ୍ଚାୟତ ଠାରେ ପିଲାଙ୍କ ପାଇଁ ଗୋଟିଏ ଦିନ କାର୍ଯ୍ୟକ୍ରମ ପାଳନ କରାଯାଇଛି, ଏହି କାର୍ଯ୍ୟକ୍ରମ ପଞ୍ଚାୟତ କାର୍ଯ୍ୟକ୍ରମ ଦଳ କମିଟି, ନିର୍ଭୟ ଖଦି ଓ ମୋ ଗେଲ୍ହା ଝିଅ…
Read More...

ଜଳସେଚନ ଯନ୍ତ୍ରିଙ୍କୁ କାଦୁଅ ରାସ୍ତା ରେ ଚଲାଇଲେ।

ବୋଲଗଡ଼୧୪/୦୯(ପିପିଟି):ଖୋର୍ଦ୍ଧା ଜଳସେଚନ ବିଭାଗର ଅପାରଗତା ଯୋଗୁଁ ଘଟିଛି ଏକ ଅପ୍ରୀତିକର ପରିସ୍ଥିତି।ରାସ୍ତା କାର୍ଯ୍ୟ ସରିନପାରିବାରୁ ତାତିଲେ ଗ୍ରାମବାସୀ। ବିଭାଗୀୟ ଏସଡିଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ କାଦୁଅ ରାସ୍ତାରେ…
Read More...

ଗାଙ୍ଗପୁରରେ ଐତିହାସିକ ନଳ ଯାତ୍ରା ।

ବେଲଗୁଣ୍ଠା,୧୪/୦୯(ପିପିଟି): ପ୍ରତିବର୍ଷ ଭଳି ଚଳିତ ବର୍ଷ ଗାଙ୍ଗପୁରରେ ଐତିହାସିକ ନଳଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ପରମ୍ପରା ମୁତାବକ ଜଙ୍ଗଲରୁ ୧୨ ଫୁଟ ଉଚ୍ଚତାର ତିନିଗୋଟି ବାଉଁଶ ସହିତ ଗ୍ରାମର ଦେବ…
Read More...

ପିଲାଙ୍କ ପାଇଁ ଦିନଟିଏ” ଗଞ୍ଜାମ ଜିଲ୍ଲାରେ ୨୦୪୨ ଗ୍ରାମ ଏବଂ ୨୨୧ ପଂଚାୟତ ବାଲ୍ୟ ବିବାହ ମୁକ୍ତ।

ଛତ୍ରପୁର, ୧୪/୦୯(ପିପିଟି) ଗଞ୍ଜାମ ଜିଲ୍ଲାର ବାଲ୍ୟ ବିବାହ, କନ୍ୟା ଭୃଣ ହତ୍ୟା ଓ ଶିଶୁ ଶ୍ରମ ରୋକିବା ଉଦ୍ଦେଶ୍ୟରେ ନିର୍ଭୟା କଢି ଓ ମୋ ଗେହ୍ଲା ଝିଅ କାର୍ଯ୍ୟାନୁଷ୍ଠାନ କମିଟି ଏବଂ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ବୈଠକ…
Read More...

ରୁପାନ୍ତରିତ ହୋଇଥିବା ବିଦ୍ୟାଳୟ ଗୁଡିକର ଯତ୍ନ ପ୍ରଧାନ ଶିକ୍ଷକ ଗଣ ନେବା ଆବଶ୍ୟକ ; ଜିଲ୍ଲାପାଳ ।

ଛତ୍ରପୁର,୧୪/୦୯(ପିପିଟି): ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ପର୍ଯ୍ୟାୟରେ ୧୬୭ ଗୋଟି ଉଚ୍ଚ ବିଦ୍ୟାଳୟ ଗୁଡିକର ୫-ଟି ଅନ୍ତର୍ଗତ ରୁପାନ୍ତର କାର୍ଯ୍ୟ ଚାଲୁଅଛି । ଓଡିଶା ଆଦର୍ଶ ବିଦ୍ୟାଳୟ ଏବଂ ସମସ୍ତ ବିଦ୍ୟାଳୟ ଗୁଡିକର ରୁପାନ୍ତର…
Read More...

ଲଗାଣ ବର୍ଷା ଯୋଗୁଁ ଭୁଷୁଡ଼ିଲା ଚାରି ବଖରାଘର ।

ବୋଲଗଡ଼,୧୪/୦୯(ପିପିଟି):ଗତ ଶନିବାର ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବେଗୁନିଆ ବ୍ଲକ ଅଂଚଳରେ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡୁଛି । ଲୋକମାନେ ଘରୁ ବାହାରକୁ ବାହାରି ପାରୁନଥିବା ବେଳେ ଦୈନନ୍ଦିନ କାର୍ଯ୍ୟ…
Read More...