Browsing Category

ଜିଲ୍ଲା

ହାଇସ୍କୁଲ ପରିସରରୁ ଜବର ଦଖଲ ଉଚ୍ଛେଦ ।

ଭଞ୍ଜନଗର,୨୪/୧୨(ପିପିଟି): ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ପରିସରକୁ ଲାଗି ରହିଥିବା ମରାଠୀ ସାହିର କିଛି ଅଂଶ ଦୀର୍ଘଦିନ ହେଲା ଜବର ଦଖଲକାରୀଙ୍କ କବଜା ରେ ରହିଥିଲା।ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ…
Read More...

ବଡ଼ଦିନ ପାଇଁ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ:ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ।

ବାଲିଗୁଡ଼ା,୨୪/୧୨(ପିପିଟି): ଆଉ ଦିନକ ପରେ ବଡ଼ଦିନ । ବଡ଼ଦିନ ପାଇଁ ବିଭିନ୍ନ ଗିର୍ଜା ଗୃହ ମାନଙ୍କରେ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଁଚିଥିବା ବେଳେ ଆଜି ବାଲିଗୁଡ଼ା ପୋଲିସ୍ ପକ୍ଷରୁ ବାଲିଗୁଡ଼ା ସହରରେ ଫ୍ଲାଗ୍…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୪୧।

ଭୁବନେଶ୍ବର ୨୪/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୪୧ ପଜିଟିଭ ସଂଖ୍ୟା ୧୦,୫୩,୬୪୫ ଚିହ୍ନଟ ହୋଇଛନ୍ତି ୧୦,୪୩,୩୯୧ ଜଣ ସୁସ୍ଥ ହୋଇଥିବା ବେଳେ ୧,୭୫୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୫୦ ଜଣଙ୍କର ମୃତ୍ୟୁ…
Read More...

ହିଞ୍ଜିଳି ବ୍ଲକରେ ଆରମ୍ଭ ହେଲା ସହାୟତା ରାଶି ପ୍ରଦାନ ।

ହିଞ୍ଜିଳିକାଟୁ,୨୩/୧୨(ପିପିଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଶୃତି ଅନୁଯାୟୀ ଗରିବ ଏବଂ କେନ୍ଦ୍ରୀୟ ସହାୟତାରୁ ବଞ୍ଚିତ ଥିବା ଲୋକମାନଙ୍କ ନିମନ୍ତେ ଆଜି ସ୍ଥାନୀୟ ହିଞ୍ଜିଳି ବ୍ଲକ ଅନ୍ତର୍ଗତ ରାଳବ ପଞ୍ଚାୟତରେ…
Read More...

ସାଂସଦ ଓ ବିଧାୟକଙ୍କ ଦ୍ୱାରା ନୂତନ ପଞ୍ଚାୟତ ଗୃହ ଉଦଘାଟିତ।

ନୟାଗଡ଼,୨୩/୧୨(ପିପିଟି): ନୂଆଗାଁ ବ୍ଲକ ମଧ୍ୟରେ ଥିବା ସୋରଡ଼ା ପଂଚାୟତ ଆଜକୁ ୫ ବର୍ଷ ପୂର୍ବରୁ ଏକ ସ୍ୱତନ୍ତ୍ର ପଞ୍ଚାୟତ ରୂପେ ଗଠିତ ହୋଇଥିଲା । ହେଲେ ନୂତନ ପଂଚାୟତ ହେବା ପରେ ତାହାର ଅଫିସ କାମ କରିବା ପାଇଁ ସେହି ପଂଚାୟତ…
Read More...

ହିଞ୍ଜିଳିକାଟୁ ଠାରେ କ୍ରୀଡ଼ାଭିମୁଖୀ କର୍ମଶାଳା ।

ହିଞ୍ଜିଳିକାଟୁ,୨୩/୧୨(ପିପିଟି): ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁର ଇଣ୍ଡୋର ଷ୍ଟାଡିୟମ ଠାରେ କ୍ରୀଡ଼ା ସମ୍ୱନ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ଓ…
Read More...

ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ହେଲେ ପୁଷ୍ପାରାଣୀ ପଡିଆମୀ ।

ମାଲକାନଗିରି,୨୩/୧୨(ପିପିଟି):ମାଲକାନଗିରି ଜିଲ୍ଲା ମହିଳା କଂଗ୍ରେସ ଦଳର ନବ ନିଯୁକ୍ତ ସଭାନେତ୍ରୀ ହେଲେ ପୁଷ୍ପାରାଣୀ ପଡିଆମୀ । ଶ୍ରୀମତୀ ପଡିଆମୀ ବର୍ତ୍ତମାନ ଚାଲାଣଗୁଡା ପଞ୍ଚାୟତର ସରପଞ୍ଚ ଭାବେ ଦାୟିତ୍ବ ନିର୍ବାହ…
Read More...

ବ୍ଯକ୍ତିଗତ ଜାଗାରେ ସରକାରୀ ଅର୍ଥରେ ରାସ୍ତା ନିର୍ମାଣ ନେଇ ଅଭିଯୋଗ।

ତିର୍ତ୍ତୋଲ,୨୩/୧୨(ପିପିଟି); ତିର୍ତ୍ତୋଲ ବ୍ଲକର ତେନ୍ତୁଳିପଦା ଗ୍ରାମପଞ୍ଚାୟତରେ ବ୍ୟକ୍ତିଗତ ଜାଗାରେ ସରକାରୀ ଅର୍ଥରେ ରାସ୍ତା ନିର୍ମାଣ ନେଇ ଅଭିଯୋଗ । ମୁନିଗୋସାଇଁ ମଠ ସନ୍ନିକଟ ଏକ ରାସ୍ତା ନିର୍ମାଣରେ ସରକାରୀ ଅର୍ଥକୁ…
Read More...

ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଅର୍ଥନୀତି ବିଭାଗର ଆଲୋଚନା ଚକ୍ର ।

ଭଞ୍ଜନଗର,୨୩/୧୨(ପିପିଟି):ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ପରିସରରେ ଗୁରୁବାର ଅର୍ଥନୀତି ବିଭାଗର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଜୟରାମ ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ…
Read More...

ମାଲକାନଗିରିରେ ସାମ୍ବାଦିକଙ୍କୁ ଗିରଫ ପ୍ରତିବାଦରେ ଗଞ୍ଜାମ ଜିଲ୍ଲା ୟୁଜେଏ ତରଫରୁ ସ୍ମାରକପତ୍ର ପ୍ରଦାନ ।

ଭଞ୍ଜନଗର ,୨୩/୧୨(ପିପିଟି): ମାଲକାନଗିରି ଜିଲ୍ଲାର ୫ଜଣ ସାମ୍ବାଦିକଙ୍କୁ ପୋଲିସ ରାତି ଅଧିଆ ଆକ୍ରୋଶ ମୂଳକ ଭାବେ ଘରୁ ଉଠାଇ ନେବା ଘଟଣାକୁ ଗଂଜାମ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଘୋର ନିନ୍ଦା କରିଛି। ବିନା କାରଣରେ ପୋଲିସ…
Read More...