Browsing Category

ଜିଲ୍ଲା

ବିଜୁ ଜନତାଦଳର ମିଶ୍ରଣ ପର୍ବ ଅନୁଷ୍ଠିତ।

ପୋଲସରା, ୩୦/୦୯(ପିପିଟି): ପୋଲସରା ବ୍ଲକ ଅନ୍ତର୍ଗତ ଜିଲୁଣ୍ଡା ମହାଲିଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ନିମିନା ଗ୍ରାମ ପଞ୍ଚାୟତ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବରଗାଁ ଗ୍ରାମର ଅନୀଲ କୁମାର ଗୌଡ଼ଙ୍କ…
Read More...

ଶେରଗଡ଼ ତହସିଲଦାରଙ୍କ ରେକର୍ଡ ସଂଖ୍ୟକ ପଟ୍ଟା ବଣ୍ଟନ ।

ଶେରଗଡ,୩୦/୦୯(ପିପିଟି): କରୋନା ମହା ମାରମାରୀ ସମୟରେ ସାଧାରଣ ଜନତାଙ୍କୁ ଘର ପାଖରେ ରାଜସ୍ୱ ସେବା ଯୋଗାଇ ଦେବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ୱ ରଥର ଶୁଭାରମ୍ଭ ହୋଇଥିଲା।…
Read More...

ଜିଲ୍ଲାରେ ପ୍ଲାଷ୍ଟିକର ଶୁନ୍ୟ ଦୃଶ୍ୟତା ନିଶ୍ଚିତ କରିବା ନେଇ ଜିଲ୍ଲାପାଳଙ୍କ ଗୁରୁତ୍ୱ।

ଛତ୍ରପୁର,୩୦/୦୯(ପିପିଟି):ଗଞ୍ଜାମ ଜିଲ୍ଲାରେ ସାମୁହିକ ସ୍ୱଚ୍ଛତା ଦିବସ ପାଳନ କରାଯାଇ ପ୍ଲାଷ୍ଟିକର ବ୍ୟବହାରକୁ ସମ୍ପୁର୍ଣ୍ଣ ବାରଣ କରିବା ନେଇ ଏକ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର ପ୍ରଥମ ଓ ଦ୍ୱିତୀୟ…
Read More...

ବେଲଗୁଣ୍ଠାରେ ସ୍ଵଚ୍ଛତା ଯାଞ୍ଚ କଲେ ଏନ୍ଏସି କର୍ତ୍ତୃପକ୍ଷ ; ଦୋକାନୀ ତଣ୍ଡ ଗଣିଲେ ।

ବେଲଗୁଣ୍ଠା,୩୦/୦୯(ପିପିଟି):ପ୍ରଶାସନର ବାରମ୍ବାର ସଚେତନ ସତ୍ତ୍ୱେ ବେଲଗୁଣ୍ଠା ସହରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସ୍ଵଚ୍ଛତା ପ୍ରତି ଦୃଷ୍ଟି ନଦେବା, ପଲିଥିନର ବହୁଳ ବ୍ୟବହାର କରିବା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର…
Read More...

ଲ୍ଯାଣ୍ଡ ମାଇନ ବିସ୍ଫୋରଣରେ ୨ ଯବାନ ଆହାତ ।

ମାଲକାନଗିରି,୩୦/୦୯(ପିପିଟି): ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁରରେ ମାଓ ହିଂସା ଦେଖା ଦେଇଛି । ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣରେ ଦୁଇ ସିଆରପିଏଫ୍ ଯବାନ ଗୁରୁତର ହୋଇଥିବା ଜଣା ପଡିଛି। ଆଜି ମୋଦକପାଲ୍ ଥାନା…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୦୨ ।

ଭୁବନେଶ୍ବର ୩୦/୦୯(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୦୨। ପଜିଟିଭ ସଂଖ୍ୟା ୧୦,୨୬,୪୭୬ ଚିହ୍ନଟ ହୋଇଛନ୍ତି ୧୦,୧୨,୫୮୩ ଜଣ ସୁସ୍ଥ ହୋଇଥିବା ବେଳେ ୫,୬୪୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୧୯୮ ଜଣଙ୍କର ମୃତ୍ୟୁ…
Read More...

ପୁଣି ଭୁସୁଡ଼ିଲା ଅସ୍ଥାୟୀ ପୋଲ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନା ଗମନ ବାଧାପ୍ରାପ୍ତ ।

ବେଲଗୁଣ୍ଠା,୨୯/୦୯(ପିପିଟି): ଚାରିଦିନ ହେଲା ଲଗାଣ ବର୍ଷା ଯୋଗୁଁ ଚଢ଼ିଆ ପଲ୍ଲୀ ଠାରେ ତିଆରି କରାଯାଇଥିବା ଅସ୍ଥାୟୀ ପୋଲ ଟି ବୋଡାନଦୀର ବନ୍ୟା ପାଣିରେ ଧୋଇ ହୋଇ ଯାଇଥିବାରୁ ଆଜି ବେଲଗୁଣ୍ଠା ଠାରୁ ବାଲିପଦର ରାସ୍ତା ଯୋଗା…
Read More...

ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରରେ ବିଶ୍ୱ ହୃଦୟ ଦିବସ ପାଳନ ।

ବେଲଗୁଣ୍ଠା,୨୯/୦୯(ପିପିଟି): ଆଜି ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ସ୍ୱାସ୍ଥ୍ୟ ଏବଂ ଆରୋଗ୍ଯ କେନ୍ଦ୍ରରେ ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି । ପାଇଲିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆୟୂଷ ଡ଼ାକ୍ତର ସରୋଜ…
Read More...

ପିସିସି ସମ୍ପାଦକଙ୍କ ନାମରେ ମ୍ୟୁନିସିପାଲଟିରେ ବ୍ୟବସାୟ ପାଇଁ ଗୃହ ଯୋଗେଇଦେବା ନାମରେ ଟଙ୍କା ହଡପ ଓ ହତ୍ୟା ଧମକ…

ବ୍ରହ୍ମପୁର,୨୯/୦୯(ପିପିଟି): ହିଞ୍ଜିଳିକାଟୁ ପରିବା ବଣିକ ସଂଘର ପୂର୍ବତନ ସଭାପତି ତଥା ବର୍ତମାନର ପ୍ରେଦେଶ କଂଗ୍ରେସ କମିଟିର ରାଜ୍ୟ ସମ୍ପାଦକ ଶମ୍ଭୁ ପାଣିଗ୍ରାହୀଙ୍କ ନାମରେ ଆସିଛି ଏକ ସଙ୍ଗିନ ଅଭିଯୋଗ । ପରିବା ବ୍ୟବସାୟୀ…
Read More...

ବିଦ୍ୟୁତ୍ ଆଘାତରେ ଜଣେ ମୃତ ।

ବେଲଗୁଣ୍ଠା,୨୯/୦୯(ପିପିଟି): ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗ୍ରାମରେ ବିଦ୍ୟୁତ୍ ଆଘାତ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ସୂଚନା ପ୍ରକାରେ କୁଲାଙ୍ଗି ଗ୍ରାମର ବୃନ୍ଦାବନ…
Read More...