ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୦୨ ।

0 1,209

ଭୁବନେଶ୍ବର ୩୦/୦୯(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୦୨। ପଜିଟିଭ ସଂଖ୍ୟା ୧୦,୨୬,୪୭୬ ଚିହ୍ନଟ ହୋଇଛନ୍ତି ୧୦,୧୨,୫୮୩ ଜଣ ସୁସ୍ଥ ହୋଇଥିବା ବେଳେ ୫,୬୪୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୧୯୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୮,୧୧୬ ସୁସ୍ଥ ସଂଖ୍ୟା ୧,୬୪,୧୪୨ ଚିକିତ୍ସିତ ସଂଖ୍ୟା ୨,୪୬୫, ମୃତ ସଂଖ୍ୟା ୧୪୯୯ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୨,୦୪୧, ସୁସ୍ଥ ସଂଖ୍ୟା ୯୧,୫୬୯ ଚିକିତ୍ସିତ ସଂଖ୍ୟା ୬୩୩, ମୃତ ସଂଖ୍ୟା ୮୩୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୭୫୭ ସୁସ୍ଥ ସଂଖ୍ୟା ୩୩,୨୩୬ ଚିକିତ୍ସିତ ସଂଖ୍ୟା ୩୯ ମୃତ ସଂଖ୍ୟା ୪୭୪, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୫୫୬ ସୁସ୍ଥ ସଂଖ୍ୟା ୬୦,୮୮୪ ଚିକିତ୍ସିତ ସଂଖ୍ୟା ୮୯ ,ମୃତ ସଂଖ୍ୟା ୫୭୯, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୫୩ ସୁସ୍ଥ ସଂଖ୍ୟା ୧୧,୫୯୧ ଚିକିତ୍ସିତ ସଂଖ୍ୟା ୧୩,ମୃତ ସଂଖ୍ୟା ୪୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.