Browsing Category

ଅପରାଧ

ମା ବନଦୂର୍ଗା ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି , ସ୍ଥାନୀୟ ଲୋକଙ୍କ ସହାୟତାରେ ଚୋରକୁ ବାନ୍ଧିଲା ପୋଲିସ୍ ।

ବେଲଗୁଣ୍ଠା,୧୩/୦୩(ପିପିଟି):ବର୍ତ୍ତମାନ ଗଂଜାମ ଜିଲ୍ଲାରେ ବିଭିନ୍ନ ମନ୍ଦିରକୁ ଟାର୍ଗେଟ୍ କରୁ୍ଥିବା ବେଳେ କିଛି ମନ୍ଦିରର ଚୋରି ସାମଗ୍ରୀ ପୋଲିସ୍ ଫେରି ପାଇଛି ଏବଂ କିଛି ସାମଗ୍ରୀ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।…
Read More...

ଚୋରି ଘଟଣାରେ ଯୁବକ ଗିରଫ; ସୁନା ଓ ରୁପା ଅଳଙ୍କାର ଜବତ ।

ଭଞ୍ଜନଗର, ୦୭/୦୩(ପିପିଟି) : ଗତ ୫ତାରିଖରେ ତାର ସିଂ ଥାନାରେ ବ୍ରାହ୍ମଣ ପଦର ଗ୍ରାମର ସଞ୍ଜୁ ସେଠୀ(୫୦) ନିଜ ଘରେ କିଛି ସୁନା ଓ ରୂପା ଅଳଙ୍କାର ଗୋଟିଏ କାଠ ବାକ୍ସରେ ରଖିଥିଲେ ଏବଂ କେହି ଦୁର୍ବୁତ୍ତ ତାହା ଚୋରି କରି…
Read More...

ଗଞ୍ଜେଇ ଚାଲାଣ ରୋକିବାରେ ଅବକାରୀ ବିଭାଗ ଠାରୁ ପୋଲିସ ଆଗୁଆ ।

ଭଞ୍ଜନଗର, ୦୬/୦୩(ପପିପିଟି):ପଡ଼ୋଶୀ କନ୍ଧମାଳ ଜିଲ୍ଲାରୁ ପ୍ରାୟ ସବୁଦିନ ରାଜ୍ୟର ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣ ହେଉଛି।ଅଧିକାଂଶ ସମୟରେ ଗଞ୍ଜେଇ ମାଫିଆ ମାନେ ପୋଲିସ ଓ ଅବକାରୀ ବିଭାଗ ହାତରେ ଧରା ପଡୁଥିଲେ ମଧ୍ୟ…
Read More...

ନକଲି ନମ୍ବର ପ୍ଲେଟ ବ୍ୟବହାର କରି ଯୁବକ ଗିରଫ ।

ଭଞ୍ଜନଗର,୦୪/୦୩(ପିପିଟି) : ଆଜି ଭଞ୍ଜନଗର ମୁଖ୍ୟ ସଡ଼କରେ ଜଣେ ବାଇକ ଚାଳକ ଦ୍ରୁତ ଗତିରେ ଗାଡ଼ି ଚଳାଇ ଯାଉଥିଲା। ପୋଲିସ ସନ୍ଦେହ କରି ଉକ୍ତ ଗାଡ଼ିର ପିଛା କରି ଗାଡ଼ିକୁ ଅଟକାଇବାରେ ସକ୍ଷମ ହୋଇଥିଲା। ଏହାପରେ ଗାଡ଼ିର…
Read More...

ଗ୍ୟାରେଜ୍ ରେ ଚଢ଼ାଉ କରି ଚାରି ଚୋରି ମୋଟରସାଇକେଲ୍ ଜବତ କଲା କମିଶନରେଟ୍ ପୋଲିସ୍

ବେଲଗୁଣ୍ଠା ,୨୨/୦୨(ପିପିଟି):ଆଜି ସକାଳ ଏଗାର ଘଣ୍ଟା ସମୟରେ ଭୁବନେଶ୍ୱର କମିଶନରେଟ୍ ପୋଲିସ୍ ର ଏକ ଟିମ୍ ବେଲଗୁଣ୍ଠା-ଜଗନ୍ନାଥପ୍ରସାଦ ରୋଡ଼୍ ରେ ଥିବା ଏକ ଗ୍ୟାରେଜ୍ ଉପରେ ଅତର୍କିତ ଚଢ଼ାଉ କରିଥିଲେ । ଚଢାଉ ବେଳେ ଗ୍ୟାରେଜ୍…
Read More...

କାଠ ଫାଳିଆରେ ମା’କୁ ପିଟି ପିଟି ମାରିଦେଲା ପୁଅ ।

ନୀଳଗିରି,୧୯/୦୨: ମା’କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ କାଠଫାଳିଆରେ ନୃଶଂସଭାବେ ହତ୍ୟା କରିଛି ପୁଅ । ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବ୍ଲକର ଜାମୁଡ଼ିହା ପଞ୍ଚାୟତ ଅଧୀନ…
Read More...

୯୫୦କେଜି ଅରଗୁଣା ଛାଲି ଓ ଭ୍ୟାନ ଜବତ: ୩ଗିରଫ ।

ଭଞ୍ଜନଗର, ୧୮/୦୨(ପିପିଟି) : ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜ ବାଇବାଲି ଠାରୁ ନିଧିଆ ପଲି ପୂର୍ତ୍ତ ବିଭାଗ ରାସ୍ତାର ବିଣା ଗାଁ ଠାରେ ଏକ ପିକ୍ଅପ ଭ୍ୟାନରେ ଆରଗୁଣା ଛାଲି ଚାଲାଣ ହେଉଥିବା ବେଳେ ବନ ବିଭାଗ ପକ୍ଷରୁ…
Read More...

ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ: ଜଣେ ଗିରଫ ।

ଭଞ୍ଜନଗର, ୧୮/୦୨(ପିପିଟି) : ଭଞ୍ଜନଗର ଥାନା ଅଧୀନ ନନ୍ଦିନୀପଲ୍ଲୀ ଗ୍ରାମରେ ଚୋରା ମଦ କାରବାର ହେଉଥିବା ଖବର ପାଇ ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ପୋଲିସ ପକ୍ଷରୁ ଗତକାଲି ଅତର୍କିତ ଚଢଉ…
Read More...

ଦେଶି ବିଦେଶୀ ମଦ ଜବତ; ଜଣେ କୋର୍ଟଚାଲାଣ ।

ବେଲଗୁଣ୍ଠା, ୧୭/୦୨(ପିପିଟି) : ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲ୍ଲୀ ଗ୍ରାମର ସନାତନ ପ୍ରଧାନ କେନ୍ଦୁପଦର କଲେଜ୍ ନିକଟସ୍ଥ ପାଣି ଟାଙ୍କି ନିକଟରେ ମଦ ବିକୁଥିବା ନେଇ ଗାଙ୍ଗପୁର ପୋଲିସ୍ କୁ ଖବର ମିଳିଥିଲା । ଖବର ପାଇ ଆଜି…
Read More...

ଦେଶୀ ଓ ବିଦେଶୀ ମଦ ଜବତ, ଜଣେ ଗିରଫ

ଭଞ୍ଜନଗର, ୧୫/୦୨(ପିପିଟି):ଆଜି ତାରସିଂ ପୋଲିସ୍ ପକ୍ଷରୁ ଚଢ଼ାଉ କରି କୁଡୁତେଇ ପଞ୍ଚାୟତ ସୁତୁମୁସର ଗ୍ରାମର ନାରାୟଣ ଦଳେଇ ଠାରୁ ଛୋଟ ବଡ଼ ବିଭିନ୍ନ ପ୍ରକାର ୧୦ଟି ଜାର୍କିନ୍ ରେ ଥିବା ୩୧୫ଲିଟର ଦେଶୀ ମଦ, ୭ଟି ବୋତଲ ବିଭିନ୍ନ…
Read More...