ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୦୫,୯୮୬, ମୃତ୍ୟୁ ସଂଖ୍ୟା ୧,୪୮୩ ।

ଭୁବନେଶ୍ବର,୧୨/୧୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୯୮୬ । ବର୍ତ୍ତମାନ ସୁଦ୍ଧା ୫୧,୨୨,୯୩୮ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୦୫,୯୩୮ ଚିହ୍ନଟ ହୋଇଛନ୍ତି ୨,୯୨,୪୭୭ ଜଣ ସୁସ୍ଥ ହୋଇଥିବା…
Read More...

ଦେଶରେ ପଞ୍ଚମ ସ୍ଥାନରେ ଓଡିଶା ଆଦର୍ଶ ବିଦ୍ୟାଳୟ ହାତୀଓଟ ଓ ପଥରଚେପା।

ଭୁବନେଶ୍ବର,୧୨/୧୧: ଦେଶର ଶ୍ରେଷ୍ଠ ୧୦ ସରକାରୀ ବିଦ୍ୟାଳୟ ତାଲିକାରେ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାନ ପାଇଛି। ଏଜୁକେସନ ୱାଲର୍ଡ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଭାରତୀୟ ସ୍କୁଲ ରାଙ୍କିଙ୍ଗ ୨୦୨୦-୨୧ ରେ ଓଡିଶାର ଦୁଇଟି ଆଦର୍ଶ…
Read More...

ବେଆଇନ ବାଲି ଚାଲାଣ ଛାଡୁଛି ଶେରଗଡ଼ ଧରୁଛି ହିଞ୍ଜିଳି ।

ଶେରଗଡ଼,୧୨/୧୧(ପିପିଟି): ଶେରଗଡ ତହସିଲ ଅଧିନସ୍ତ ପିତ୍ତଳ ସନ୍ତୋଷପୁର ସର୍କଲର ତହଁର ରୁ ଆଜି ଭୋର ୪ ଟା ବେଳେ ଦୁଇ ଟି ବାଲି ବୋଝେଇ ଟ୍ରାକ୍ଟରକୁ ହିଞ୍ଜିଳି ତହସିଲ ବୁରୁପଡା ସର୍କଲର ରାଜସ୍ୱ ନିରୀକ୍ଷକ ଜବତ କରିଥିବା ବେଳେ…
Read More...

ସାଢେ ୬ କିଲୋ ସୁନା,୪ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ, ୧୫ ଜଣ ଗିରଫ।

ବ୍ରହ୍ମପୁର,୧୧/୧୧; ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ଗତ ମାସରେ ହୋଇଥିବା ସୁନାଲୁଟ ଘଟଣାର ପର୍ଦାଫାସ ହୋଇଛି । ଲୁଟ ହୋଇଥିବା ୬ କିଲୋ ୫୦୧ ଗ୍ରାମ ସୁନା ସହ ୪,୪୪,୫୦୦ ଟଙ୍କା ପୁରୁଷୋତ୍ତମପୁର ପୁଲିସ ଜବତ କରିଛି । ଏହା…
Read More...

ଚୋରି ପଲ୍ସର୍ ଉଦ୍ଧାର, ଚାରି ଗିରଫ ।

ବେଲଗୁଣ୍ଠା,୧୧/୧୧(ପିପିଟି); ଗତ ଚାରି ତାରିଖ ମଧ୍ୟ ରାତ୍ରରେ ଚାରି ଜଣ ଚୋର ଗାଡିର ତାଲା ଭାଙ୍ଗି ପଲ୍ସରଟିକୁ ଚୋରି କରି ଏକ ପାଳ ଗଦାରେ ପାଳ ଘୋଡାଇ ଲୁଚାଇ ରଖିଥିଲେ । ବାଇକ୍ ଟିକୁ ବିକିବା ପାଇଁ ଯାଉଥିବା ବେଳେ ପୋଲିସ୍…
Read More...

ମୋ ପରିବାର – ଜୀବନବିନ୍ଦୁ ପକ୍ଷରୁ ସୁମଣ୍ଡଳ ଠାରେ ରକ୍ତଦାନ ଶିବିର, ୨୬୮ ୟୁନିଟ ରକ୍ତ ସଂଗ୍ରହ ।

କୋଦଳା,୧୧/୧୧(ପିପିଟି); ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।…
Read More...

ତହସିଲଦାରଙ୍କୁ ସାକ୍ଷାତ କଲେ କୁକୁଡାଖଣ୍ଡି ଟ୍ରାକ୍ଟର ମାଲିକ ସଙ୍ଘ ।

 କୁକୁଡାଖଣ୍ଡି,୧୧/୧୧(ପିପିଟି);କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଟ୍ରାକ୍ଟର ମାଲିକ ମାନଙ୍କୁ ନେଇ ଗଠିତ ହୋଇଥିବା ସଙ୍ଘ ସଦସ୍ୟ ମାନେ ତହସିଲଦାର ଡ଼ଃ.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କୁ ସାକ୍ଷାତ କରି…
Read More...

ଚଳିତ ସପ୍ତାହରେ ଗ୍ରୀନ ଦିପାବଳୀ ପାଳନ ହେଉ,ମାସ୍କ ପିନ୍ଧି ନଥିଲେ କୌଣସି ସେବା ଯୋଗାନ୍ତୁ ନାହିଁ : ଜିଲ୍ଲାପାଳ ।

ଛତ୍ରପୁର,ତା-୧୧/୧୧(ପିପିଟି) ; ଭିଡିଓ କନଫରେନ୍ସି ଜରିଆରେ ଜିଲ୍ଲା ସ୍ତରୀୟ କୋଭିଡ୍ ପରିଚାଳନା ବୈଠକ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦୋକାନ ଠାରୁ ଆରମ୍ଭ କରି ବ୍ୟାଙ୍କ…
Read More...

ଗୋଷ୍ଠୀଗତ ଭାଗିଦାରୀରେ “ମୋ ୱାର୍ଡ” ।

ଛତ୍ରପୁର ,ତା-୧୧/୧୧(ପିପିଟି); ଜିଲ୍ଲାର ସମଗ୍ର ୱାର୍ଡ ରେ ମୋ ୱାର୍ଡ କାର୍ଯ୍ୟକ୍ରମ ପରିଚାଳିତ ହେବ । ୱାର୍ଡ ରେ ସ୍ଥାନୀୟ ଲୋକଙ୍କୁ  ନେଇ ୱାର୍ଡ ଉନ୍ନୟନ କମିଟି ଗଠନ କରାଯିବ । ଏବଂ ସେହି କମିଟି ଦ୍ୱାରା ୱାର୍ଡ ର ସାମୁହିକ…
Read More...

କଟକ ସଦର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ସହାୟତା।

କଟକ,୧୧/୧୧(ପିପିଟି);କଟକ ସଦର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ , କଟକ ତରଫରୁ କୋଭିଡ୍ ପ୍ରପୀଡ଼ିତ ଲୋକ ମାନଙ୍କ ସାହାଯ୍ୟାର୍ଥେ ଟ.୧୦, ୪୨,୯୧୨/-(ଦଶ ଲକ୍ଷ ବୟାଳିଶ ହଜାର ନଅଶହ ବାର ଟଙ୍କା ମାତ୍ର)ମୁଖ୍ଯମନ୍ତ୍ରୀଙ୍କ ରିଲିଫ…
Read More...