ବନ ସଂରକ୍ଷଣ ସମିତି ଏବଂ ବନ ବିଭାଗର ମିଳିତ ଚଢ଼ାଉ ; ମେସିନ୍ ଲଗା ଟ୍ରାକ୍ଟର୍ ଜବତ ଓ ଦୁଇ ଗିରଫ I

ବେଲଗୁଣ୍ଠା,୧୨/୧୧(ପିପିଟି): ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ମୋରମ୍ ଚୋରା ଚାଲାଣ ହେଉଥିବା ଖବର ପାଇ ଗୋପନଗର ବନ ସଂରକ୍ଷଣ ସମିତି ଏବଂ ବନ ବିଭାଗ ମିଳିତ ଭାବେ ଚଢ଼ାଉ କରି ମେସିନ୍ ଲଗା ଟ୍ରାକ୍ଟର୍ ସମେତ ଦୁଇ ଜଣଙ୍କୁ ଗିରଫ…
Read More...

ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ,ପ୍ରତି ବ୍ଲକରେ ଖୋଲାଯିବ ଅଭିଯୋଗ ପ୍ରକୋଷ୍ଠ ।

ଛତ୍ରପୁର ,ତା-୧୨/୧୧(ପିପିଟି); ଗଂଜାମ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରୀୟା ଚଳିତ ବର୍ଷ ଡିସେମ୍ବର ୧୫ତାରିଖ ଠାରୁ ଆରମ୍ଭ କରାଯିବ । ସେଥି ନେଇ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଭିଡି କନଭେରନ୍ସିଂ ଜରିଆରରେ…
Read More...

ଅଙ୍ଗାର ଗାଁ ରେ “ମୋ ଗାଁ ରେ ତହସିଲ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ।

କୋଦଳା,୧୨/୧୧(ପିପିଟି); ବୁଧବାର ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ "ମୋ ଗାଁ ରେ ତହସିଲ୍" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତହସିଲଦାର ଅବନୀ କୁମାର ସାହୁ,…
Read More...

କେ. ବରିଡ଼ାରେ ଆଧାର କେନ୍ଦ୍ର ଉଦ୍‌ଘାଟିତ ।

କୋଦଳା,୧୨/୧୧(ପିପିଟି); ଗୁରୁବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କେ. ବରିଡ଼ା ଠାରେ (CSC) ବା ଆଧାର କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହାକୁ ସ୍ଥାନୀୟ ସରପଞ୍ଚ ଚିତ୍ରସେନ ନାୟକ ଉଦଘାଟନ କରିଥିବା ବେଳେ…
Read More...

ମନ୍ଦିରର ଉନ୍ନତି କରଣ ଓ ଶୁଦ୍ଧିକ୍ରିୟା ପାଇଁ ସାହାଯ୍ୟର ହାତ ବଢାଇଲେ ଯୁବ ସମାଜସେବୀ ହିମାଂଶୁ ।

ଯାଜପୁର,୧୨/୧୧(ପିପିଟି) : ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ତଥା ଯୁବ ସମାଜସେବୀୀ ହିମାଂଶୁ ଶେଖର ସାହୁ ଧର୍ମଶାଳା ବ୍ଲକ ଅନ୍ତର୍ଗତ ତାଳଜଙ୍ଗା ପଞ୍ଚାୟତର ରାମପୁର ଗ୍ରାମର ଗୋଟେ ମନ୍ଦିରର ଉନ୍ନତି କରଣ ପାଇଁ କିଛି…
Read More...

ଧର୍ମଶାଳା ସବ୍‌ ରେଜିଷ୍ଟ୍ରାର କାର୍ଯ୍ୟାଳୟ କନିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ ।

ଯାଜପୁର,୧୨/୧୧(ପିପିଟି):ଭିଜିଲାନ୍ସ ଜାଲରେ କିରାଣୀ । ଯାଜପୁର ଧର୍ମଶାଳା ସବ୍‌ ରେଜିଷ୍ଟ୍ରାର କାର୍ଯ୍ୟାଳୟ କନିଷ୍ଠ କିରାଣୀଙ୍କ ରତ୍ନାକର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ…
Read More...

ରାଜ୍ୟ ରାଜପଥ ପାଲଟିଛି ନାଳ ପାଣି ଯିବା ରାସ୍ତା,ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ।

ଦିଗପହଣ୍ଡି,୧୨/୧୧(ପିପିଟି); କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବଲିପଡା ଗ୍ରାମ ପଞ୍ଚାୟତର ମୁଖ୍ୟ ରାସ୍ତା ଏବେ ପାଲଟିଛି ନାଳ ନର୍ଦମା ପାଣି ଯିବା ରାସ୍ତା । ସୂଚନା ମୁତାବକ ପ୍ରତ୍ୟେକ ଦିନ ହଜାର ହଜାର ଗାଡି ଦିଗପହଣ୍ଡି…
Read More...

ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୧୨ ।

ଭୁବନେଶ୍ବର,ତା-୧୨/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୫,୯୮୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୯୨,୪୭୭, ଚିକିତ୍ସିତ ସଂଖ୍ୟା ୧୧,୯୭୩ ମୃତ ସଂଖ୍ୟା ୧,୪୮୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୩୪ ସହ…
Read More...

ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୫ ।

ବ୍ରହ୍ମପୁର,ତା-୧୨/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୫,୯୮୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୯୨,୪୭୭, ଚିକିତ୍ସିତ ସଂଖ୍ୟା ୧୧,୯୭୩, ମୃତ ସଂଖ୍ୟା ୧,୪୮୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୫ ସହ…
Read More...

କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୮୧ ।

କଟକ,ତା-୧୨/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୫,୯୮୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୯୨,୪୭୭, ଚିକିତ୍ସିତ ସଂଖ୍ୟା ୧୧,୯୭୩, ମୃତ ସଂଖ୍ୟା ୧,୪୮୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୮୧ ସହ କଟକ…
Read More...