କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୩୫ ।

କଟକ,ତା-୨୮/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୭,୭୮୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୯,୭୪୭, ଚିକିତ୍ସିତ ସଂଖ୍ୟା ୬,୨୫୯, ମୃତ ସଂଖ୍ୟା ୧,୭୩୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୫ ସହ କଟକ…
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୧୭,୭୮୯, ମୃତ୍ୟୁ ସଂଖ୍ୟା ୧,୭୩୦ ।

ଭୁବନେଶ୍ବର,୨୮/୧୧(ଧପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୫୦ । ବର୍ତ୍ତମାନ ସୁଦ୍ଧା ୫୮,୧୯,୫୮୪ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୧୭,୭୮୯ ଚିହ୍ନଟ ହୋଇଛନ୍ତି ୩,୦୯,୭୪୭ ଜଣ ସୁସ୍ଥ ହୋଇଥିବା…
Read More...

ଟ୍ୟାଙ୍କର ଧକାରେ ଜଣଙ୍କର ମୃତ୍ୟୁ, କ୍ଷତିପୂରଣ ଦାବିରେ ରସ୍ତାରୋକ।

ବାଘମାରି,୨୭/୧୧: ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ରେ ଦୁର୍ଘଟଣା ଜଣଙ୍କର ମୃତ୍ୟୁ ଘଟିଛି ମୃତକ ଜଣକ ହେଲେ ଖୋର୍ଦ୍ଧା ପିତାପଲି ଗ୍ରାମର ମଞ୍ଜୁର୍ ମହମ୍ମଦ। ସେ ତାଙ୍କ ଶସୁରଘର ସରଧାପୁରରେ ରହୁଥିଲେ । ସେ ବାଘମାରି…
Read More...

ବ୍ଲକ ସ୍ତରୀୟ ଧାନ ମଣ୍ଡି ଆରମ୍ଭ,ଚାଷୀ ଉଚିତ ଦରରେ ଧାନର ମୂଲ୍ୟ ପାଇବେ ବୋଲି ଆଶାବାଦୀ ।

ରାୟଗଡା, ୨୭/୧୧(ପିପିଟି); ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ସଦର ମହକୁମା ଚାକୁଣ୍ଡା ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ବ୍ଲକ ସ୍ତରୀୟ ଧାନ ମଣ୍ଡି ଆରମ୍ଭ ହୋଇଛି। ରାମନାଗୁଡାର ବିଭିନ୍ନ ସ୍ଥାନ ଯଥା ଶୁକ୍ରବାର…
Read More...

ସରକାରଙ୍କର ମାଳ ମାଳ ସରକାରୀ ଯୋଜନାରୁ ୧୭ ବର୍ଷ ଧରି ବଞ୍ଚିତ ଅଧା ପୋଡା ରୋଗୀ ତପନ କଂହର ।

ଫୁଲବାଣୀ, ୨୭/୧୧(ପିପିଟି); କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ତଲାରୀ ମାହା ପଞ୍ଚାୟତ ପ୍ରଧାନ ପଡା ଗାଁର ତପନ କଂହର ଗତ ୨୦୦୩ ମସିହାରେ ନିଆଁରେ ପୋଡ଼ି ହୋଇଯାଇଥିଲେ ଫଳରେ ଗୋଡ ହାତ ସମ୍ପୂର୍ଣ୍ଣ ଅକାମି ହୋଇଯାଇଛି । ଅର୍ଥ…
Read More...

ଦୁର୍ଲଭ ନାଗାର୍ଜୁନ ବେଶରେ ସଜ୍ଜିତ ହେଲେ ମହାପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥ ।

ଉଲୁଣ୍ଡା,୨୭/୧୧(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ଠାରେ ମହାପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥ,ଭଉଣୀ ଦେବୀ ସୁଭଦ୍ରା ଓ ଭାଇ ବଳଭଦ୍ର ଙ୍କର ଆଜି ଦୁର୍ଲଭ ନାଗାର୍ଜୁନ ବେଶ…
Read More...

ଖଣ୍ଡିଆନଈ ରେ “ମୋ ଗାଁ ରେ ତହସିଲ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ।

କୋଦଳା,୨୭/୧୧(ପିପିଟି); ଶୁକ୍ରବାର ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ ଅନ୍ତର୍ଗତ ବେଗୁନିଆପଡ଼ା ବ୍ଲକ ଖଣ୍ଡିଆନଈ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ପୁଷ୍ପାଞ୍ଜଳି ପ୍ରଧାନଙ୍କ ତତ୍ଵାବଧାନ ରେ "ମୋ ଗାଁ ରେ ତହସିଲ୍"…
Read More...

ଆସ୍କା ବିଧାୟିକାଙ୍କ ଦ୍ବାରା ଭତ୍ତା ଓ ଟ୍ରାୟ ସାଇକେଲ ବଣ୍ଟନ ।

କବିସୂର୍ଯ୍ଯ ନଗର,୨୭/୧୧(ପିପିଟି); କବିସୂର୍ଯ୍ଯ ନଗର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଆଜି ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା,ବିକଳାଙ୍ଗଙ୍କ ପାଇଁ ଆଶା ବାଡି ଓ ଟ୍ରାୟ ସାଇକେଲ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ…
Read More...

ଯାଜପୁରରେ କାଳି ଦାସ ଜୟନ୍ତୀ ପାଳିତ ।

ଯାଜପୁର,ତା- ୨୭/୧୧(ପିପିଟି) : ସଂସ୍କୃତ ଭାଷା ବିଶ୍ୱର ସର୍ବ ପୁରାତନ ଭାଷା ଭାବେ ପରିଚିତ । ଆଦି କବି କାଳି ଦାସ ଏହି ଭାଷାକୁ ଯେଉଁ ସ୍ତରକୁ ନେଇଚ୍ଥନ୍ତି ତାହା ଅନନ୍ୟ ଓ ଚିରନ୍ତନ ବୋଲି ବକ୍ତାମାନେ ମତବ୍ୟକ୍ତ କରିଚ୍ଥନ୍ତି…
Read More...

ସ୍ୱଚ୍ଚ୍ଥ ସର୍ବେକ୍ଷଣ ୨୦୨୧ ନିମନ୍ତେ ପରିମଳ ଓ ବର୍ଯ୍ୟବସ୍ତୁ ପରିଚାଳନା ସକାଶେ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ…

ଯାଜପୁର,ତା ୨୭/୧୧(ପିପିଟି):ଆଜି ଅପରାହ୍ନ ୩ ଘଟିକା ସମୟରେ ଯାଜପୁର ଟାଉନ ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ପରିମଳ ଓ ବର୍ଯ୍ୟ ବସ୍ତୁ ପରିଚାଳନା ନିମନ୍ତେ ଏକ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ…
Read More...