କଳିଙ୍ଗା ଘାଟିରେ ଟ୍ରକ ଓଲଟି ଡ୍ରାଇଭର ଗୁରୁତର ।
ଭଞ୍ଜନଗ,୨୯/୧୧(ପିପିଟି); ଆଜି ସନ୍ଧ୍ୟା ୬ଟା ସମୟରେ ରାୟପୁରରୁ ଏକ ୧୪ ଚକିଆ ସିମେଣ୍ଟ ବୋଝେଇ ଟ୍ରକ ଭଞ୍ଜନଗର ଆସୁଥିବା ବେଳେ କଳିଙ୍ଗା ଘାଟି ଶେଷରେ ଗାଡ଼ିର ଚକା ଫାଟି ଯିବାରୁ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାର ବାମ ପଟକୁ…
Read More...
Read More...