ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଚିହ୍ନଟ ଶିବିର ।

କନ୍ଧମାଳ,୦୩/୦୨(ପିପିଟି): କନ୍ଧମାଳ ଜିଲ୍ଲା ଖଜୁରିପଡା ସଦରମହକୁମା ଠାରେ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିଷରରେ ବ୍ଳକର ବିଭିନ୍ନ ପଞ୍ଚାୟତର ବରିଷ୍ଠ ନାଗରିକ ଓ ଦିବ୍ୟାଙ୍କ ଚିହ୍ନଟ ଶିବିର ଆୟୋଜନ ହୋଇଯାଇଛି। ଏଥିରେ ଖଜୁରିପଡା…
Read More...

ଆହେଡ଼ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ।

କନ୍ଧମାଳ,୦୨/୦୨(ପିପିଟି): କନ୍ଧମାଳ ଜିଲ୍ଲା ଫୁଲବାଣୀ ହାଟପଦା ସ୍ଥିତ ନାରାୟଣୀ ଯାତ୍ରା ସଭାଗୃହ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୦ରୁ ଉର୍ଦ୍ଧ୍ବ ଯୋଗଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା…
Read More...

ବାଲିଗୁଡା ବସଷ୍ଟାଣ୍ଡରେ ବିଧାୟକଙ୍କ ଦ୍ୱାରା ପୋଲିସ ବିଟ ଗୃହ ଉଦ୍‌ଘାଟନ ।

ବାଲିଗୁଡା,୦୨/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ବସଷ୍ଟାଣ୍ଡ ପରିସରରେ ପୋଲିସ ପ୍ରଶାସନ ତରଫରୁ ଏକ ପୋଲିସ ବିଟ ଗୃହ ଉଦଘାଟନ ହୋଇଯାଇଛି । ଏହି ପୋଲିସ ବିଟ ଗୃହକୁ ସ୍ଥାନୀୟ ବିଧାୟକ ଚକ୍ରମଣି କହଁର । ଉକ୍ତ…
Read More...

ଧାନ କ୍ରୟ ନକରିବାରୁ ଚାଷୀଙ୍କ ରାସ୍ତା ଅବରୋଧ ।

ମାଲକାନଗିରି,୦୨/୦୨(ପିପିଟି);ମଣ୍ଡିରେ ଧାନ କ୍ରୟ ନକରିବା ଯୋଗୁଁ ଆଜି ଚାଷୀମାନେ ଏକତ୍ରିତ ହୋଇ କୋରୁକୋଣ୍ଡା ମୁଖ୍ଯ ରାସ୍ତା ଉପରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି। ଫଳରେ ସମସ୍ତ ଯାନବାହାନ ଯାତାୟତ…
Read More...

କୋଠାଘର ଆବଣ୍ଟନ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଏବଂ ସ୍ପଷ୍ଟ ବସ୍ତି ଥଇଥାନ ଓ ଗୃହ ଆବଣ୍ଟନ ନୀତି ଘୋଷଣା ଦାବିରେ;୧୮…

ଭୁବନେଶ୍ୱର,୦୨/୦୨- ବସ୍ତି ଥଇଥାନ ପାଇଁ ଉଦ୍ଦିଷ୍ଟ କୋଠାଘର ଆବଣ୍ଟନରେ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ,ସ୍ପଷ୍ଟ ବସ୍ତି ଥଇଥାନ ଓ ଗୃହ ଆବଣ୍ଟନ ନୀତି ଘୋଷଣା, ବଳପୂର୍ବକ ତଥା ଷଡ଼ଯନ୍ତ୍ରମୂଳକ ଉଛେଦ ବନ୍ଦ, ଆନ୍ଦୋଳନକାରୀଙ୍କ…
Read More...

ଗଞ୍ଜେଇ ସହ ଅଟୋ ଜବତ ୨ ଗିରଫ ।

କନ୍ଧମାଳ,୦୨/୦୨(ପିପିଟି): ଶୀତଋତୁ ଆରମ୍ଭ ହୋଇଗଲେ ପୁଲିସ, ଅବକାରୀ, ବନ ଓ ରାଜସ୍ୱ ବିଭାଗ ପକ୍ଷରୁ ଚାଲେ ଗଞ୍ଜେଇ କଟା ଅଭିଯାନ। ବର୍ଷକୁ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରାଯାଉଥିବାବେଳେ କନ୍ଧମାଳ…
Read More...

ଜଗତସିଂହପୁର ଶ୍ରୀକୃଷ୍ଣ ଏକାଡେମୀ ୧୯୯୦ ମସିହା ପୁରାତନ ବ୍ୟାଚର ବଂଧୁମିଳନ ।

ଜଗତସିଂହପୁର,୦୨/୦୨(ପିପିଟି); ଜିଲ୍ଲାର ପ୍ରମୁଖ ଓ ପୁରାତନ ଶିକ୍ଷାନୁଷ୍ଠାନ ଶ୍ରୀକୃଷ୍ନ ଏକାଡେମୀ ୧୯୯୦ ମସିହା ବ୍ୟାଚର ପୁରାତନ ବଂଧୁମିଳନ ସ୍ଥାନୀୟ ନବକୃଷ୍ଣ ଷ୍ଟାଡିୟମ ପାଖ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ…
Read More...

ପିପିଟି ନ୍ଯୁଜ୍ ର ପ୍ରଭାବ,ନଳକୂପ ମରାମତି ହେଲା।

ବୋଲଗଡ଼,୦୨/୦୨(ପିପିଟି);ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ଗ୍ରାମପଞ୍ଚାୟତ ର ଗୋଡିଆଳି ଗ୍ରାମରେ ଓ ସ୍କୁଲ ନିକଟରେ ଥିବା ନଳକୂପ ଟି ଦୀର୍ଘଦିନ ଧରି ଅଚଳ ଅବସ୍ଥାରେ ପଡ଼ି ରହିଥିଲା ଯାହା କି ସେଠାରେ ଥିବା ୫୦ଟି ପରିବାର ଓ…
Read More...

ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ୍ବ ଦିନ ପାନୀୟ ଜଳ ସଙ୍କଟ, ପ୍ରଶାସନ ନୀରବ ଦ୍ରଷ୍ଟା।

ଦିଗପହଣ୍ଡି,୦୨/୦୨(ପିପିଟି); ଜଳ ହିଁ ଜୀବନ । ଜଳ ବିନା ଏ ସୃଷ୍ଟି ଅସମ୍ଭବ । ଜଳ ନାହିଁ ତ ଜୀବନ ନାହିଁ । ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ପଞ୍ଚାୟତ ହରିଜନ ସାହି ଏବଂ ରୋଡ଼ ସାହି ରେ ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ୍ବ…
Read More...