ପ୍ରକୃତ ଚାଷୀଙ୍କ ଠାରୁ ଧାନ କିଣାଯିବ – ଜିଲ୍ଲାପାଳ ।

ଛତ୍ରପୁର, ତା.୧୯/୦୨(ପିପିଟି); ଗଞ୍ଜାମ ଜିଲ୍ଲାରେ ଚଳିତ ଖରିଫ୍ ଋତୁରେ ୩୮ଲକ୍ଷ୬୨ହଜାର କୁଇଣ୍ଟାଲ ଧାନ କିଣାଯିବାର ଲକ୍ଷ୍ୟ ରଖାଯାଇଥିବା ସ୍ଥଳେ ଗତ କାଲି ସୁଦ୍ଧା ୩୬ ଲକ୍ଷ୨୦ହଜାର କ୍ବିଣ୍ଟାଲ ପାଖାପାଖି ଧାନ କିଣାଯାଇ…
Read More...

ହୁ ହୁ ହୋଇ ଜଳି ଗଲା ୬ ବଖରା ଘର।

ଶେରଗଡ,୧୯/୦୨(ପିପିଟି); ଶେରଗଡ ବ୍ଲକ ଅନ୍ତର୍ଗତ ତାକରଡ଼ା ଗ୍ରାମ ପଞ୍ଚାୟତର ଭୁଷୁଣ୍ଡା ଗ୍ରାମରେ ଆଜି ୧୧.୩୦ ମିନିଟ ସମୟରେ କୌଣସି କାରଣ ବସତ ଗ୍ରାମର ସହଦେବ ସ୍ୱାଇଁ, ଗୋପାଳ ସ୍ୱାଇଁ, ଲିଙ୍ଗା ସ୍ୱାଇଁ, ମୁରଲୀ ସ୍ୱାଇଁ,…
Read More...

ସରକାରୀ ନିର୍ଦ୍ଧାରିତ ବସଭଢା ଠାରୁ ଅଧିକ ଚଢାଦରରେ ଭଢାନେଉଥିବା ବସମାଲିକଙ୍କୁ ଅବିଲମ୍ବେ ଗିରଫ କରିବା ପାଇଁ…

ଆସିକା,ତା ୧୯/୦୨(ପିପିଟି);ଯାତ୍ରୀଙ୍କ ଠାରୁ ହରିଲୁଟ କରୁଥିବା ବସମାଲିକଙ୍କୁ ଅବିଲମ୍ବେ ଗିରଫ କରିବା ପାଇଁ ସି.ପି.ଆଇ(ଏମ୍ - ଏଲ୍)ରେଡଷ୍ଟାର ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଆସିକା ନୂଆ ବସଷ୍ଟାଣ୍ଡ ଠାରୁ ଅପରାହ୍ନ ୨…
Read More...

ଭଞ୍ଜନଗର ଏନ୍ଏସି ଏବଂ ବ୍ଲକ କଂଗ୍ରେସ ସଭାପତି ହେଲେ ସୁକାନ୍ତ ଓ କୃଷ୍ଣ ।

ଭଞ୍ଜନଗର, ୧୯/୦୨(ପିପିଟି); ଆଗାମୀ ଦିନରେ କଂଗ୍ରେସ ଦଳକୁ ଅଧିକ ମଜବୁତ କରିବା ପାଇଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ବ୍ଲକରେ ନୂତନ ସଭାପତିଙ୍କୁ ଜିଲ୍ଲା କଂଗ୍ରେସ କମିଟି ସଭାପତି…
Read More...

ଯୁବ ରେଡକ୍ରସ କ୍ଲଷ୍ଟର ଶିବିର ଉଦ୍‌ଘାଟିତ ।

ବେଲଗୁଣ୍ଠା,୧୯/୦୨(ପିପିଟି); କ୍ଷତ୍ରୀୟବରପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ ତରଫରୁ ତିନି ଦିନିଆ କ୍ଲଷ୍ଟର ଶିବିର ଉଦ୍‌ଘାଟିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଆଞ୍ଚଳିକ ପରିବହନ…
Read More...

ବାଲିଗୁଡା ଠାରେ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକକରଣ ।

ବାଲିଗୁଡା,୧୯/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ କାର୍ଯ୍ୟାଳୟ ଠାରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ କୋଭିଡ୍ ଟୀକା କରଣ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ଉପଜିଲ୍ଲାପାଳ…
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୬,୫୧୩,ମୃତ୍ୟୁ ସଂଖ୍ୟା ୧,୯୧୪ ।

ଭୁବନେଶ୍ବର,୧୯/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୩ । ବର୍ତ୍ତମାନ ସୁଦ୍ଧା ୮୧,୨୩,୨୩୫ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୬,୫୧୩ ଚିହ୍ନଟ ହୋଇଛନ୍ତି ୩,୩୩,୭୮୮ ଜଣ ସୁସ୍ଥ ହୋଇଥିବା…
Read More...

କୃଷି ଆଇନକୁ ବିରୋଧ କରି ରେଳରୋକ ଆନ୍ଦୋଳନ।

ଜଗତସିଂହପୁର,୧୮/୦୨(ପିପିଟି) ;କୃଷି ଓ କୃଷକ ବିରୋଧୀ କଳା ଆଇନ ବିରୋଧ ରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ କମିଟି ତଥା କୃଷକ ସଂଯୁକ୍ତ ମୋର୍ଚ୍ଚା ଆହ୍ଵାନରେ ଦିଆଯାଇଥିବା ରେଳରୋକ ଆନ୍ଦୋଳନ ଡାକରାରେ ଜଗତସିଂହପୁର ଜିଲ୍ଲାରେ…
Read More...