ସୋରଡା ବ୍ଳକର ପିପଳପଙ୍କା ଠାରେ ପ୍ରସ୍ତାବିତ ନଦୀବନ୍ଧ ପ୍ରକଳ୍ପ ବିରୋଧରେ ୧୯ଟି ଗ୍ରାମର ଲୋକଙ୍କ ପ୍ରତିବାଦ ସଭା ।
ସୋରଡା,୨୨/୦୨(ପିପିଟି); ସୋରଡା ବ୍ଳକର ଗୋଛା ପଂଚାୟତ ଅନ୍ତର୍ଗତ ପିପଳପଙ୍କା ଠାରେ ଋଷିକୂଲ୍ୟା ଓ ଓଡାଙ୍ଗୀ ନଦୀର ମିଳନ ସ୍ଥଳରେ ରାଜ୍ୟ ସରକାର ଏକ ନଦୀବନ୍ଧ ପ୍ରକଳ୍ପ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ପ୍ରକଳ୍ପ ଫଳରେ…
Read More...
Read More...