କନ୍ଧମାଳରେ ଗାନ୍ଧୀ ଆସୁଛନ୍ତି ନାଟକର ବହିପୂଜନ ।

ବାଲିଗୁଡା,୨୧/୦୨(ପିପିଟି); ରାଜ୍ୟ ସଂଗୀତ ନାଟକ ଏକାଡେମୀ ଏବଂ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ରାଜ୍ୟରେ ଗାନ୍ଧୀଜୀଙ୍କ…
Read More...

ଜୀବନ ମୁକ୍ତା ନନ୍ଦପୁରୀ ବାବାଙ୍କୁ ଅଜଣା ବ୍ୟକ୍ତିଙ୍କ ଫୋନ କଲରେ ହତ୍ୟା ଧମକ ।

ବାଲିଗୁଡ଼ା,୨୦/୦୨(ପିପିଟି); କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ସ୍ଥିତ ଜଲେଶପଟ୍ଟା କନ୍ୟାଶ୍ରମ ମଧ୍ୟରେ ରହୁଥିବା ଜୀବନ ମୁକ୍ତା ନନ୍ଦ ପୁରୀ ବାବାଙ୍କୁ ଆଜି ଏକ ଅଜଣା ଫୋନ କଲ୍ ରେ ହତ୍ୟା ଧମକ…
Read More...

ଫାଇଲେରିଆ ଔଷଧ ବିତରଣ ପ୍ରସ୍ତୁତି ବୈଠକ ।

ବେଲଗୁଣ୍ଠା,୨୦/୦୨(ପିପିଟି),ଦେଶକୁ ସମ୍ପୂର୍ଣ୍ଣ ଫାଇଲେରିଆ ମୁକ୍ତ କରିବା ପାଇଁ ପ୍ରତିବର୍ଷ ଔଷଧ ବିତରଣ କରାଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ଏନେଇ ଏକ ପ୍ରସ୍ତୁତି ବୈଠକ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏବଂ ଗୋବରା ଗୋଷ୍ଠୀ…
Read More...

କୋଭିଡ଼ କଟକଣା ସମୟରେ ଆଦାୟ ୪୦,୫୫୦୦୦ଟଙ୍କା ଜିଲ୍ଲା ରେଡ଼କ୍ରସ ପାଣ୍ଠିକୁ ଗଲା ।

ଭଞ୍ଜନଗର,୨୦/୦୨(ପିପିଟି);କୋଭିଡ଼ କଟକଣା ସମୟରେ ପ୍ରଶାସନ ତରଫରୁ ବାରମ୍ବାର ଜନସାଧାରଣଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ବହୁ ଲୋକ ଏହାକୁ ତୁଚ୍ଛ ମନେ କରି ନୀତିନିୟମ ଠାରୁ ଦୂରେଇ ସମାଜରେ ଅଶାନ୍ତି ସୃଷ୍ଟି କରୁଥିଲେ। ସେହି…
Read More...

ଷୋହଳ ତମ ପ୍ରସିଦ୍ଧ ପାତାଳୀ ମହୋତ୍ସବ-୨୦୨୧ ଉଦଯାପିତ ।

ଉଲୁଣ୍ଡା,୨୦/୦୨(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ଠାରେ ସପ୍ତାହ ବ୍ୟାପି ଚାଲିଥିବା ପ୍ରସିଦ୍ଧ ପାତାଳୀ ମହୋତ୍ସବ-୨୦୨୧ ଉଦଯାପିତ ହୋଇଯାଇଛି ।ଆଜି ୫୬ ପ୍ରହରୀ ନାମଯଜ୍ଞ…
Read More...

ଏକତା ପରିଷଦ ତରଫରୁ ଆଦିବାସୀ ଲୋକଙ୍କୁ କରୋନା ସହାୟତା ପ୍ରଦାନ ।

ବୋଲଗଡ଼,୨୦/୦୨(ପିପିଟି); ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଖଂଗୁରିଆ ପଞ୍ଚାୟତର ସଁପୁର ଗ୍ରାମରେ ଏକ ପାଞ୍ଚ ଦିନିଆ କରୋନା ସହାୟତା ଉଦ୍ଦେଶ୍ଯରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଛତିଶଗଡ଼ ରାଜ୍ଯସ୍ଥ ପ୍ରୟୋଗ…
Read More...

ପିଟଣାପଲି ରେ ୨୪ପ୍ରହର ନାମଯଜ୍ଞ ।

କୋଦଳା,୨୦/୦୨(ପିପିଟି);ଖଲିକୋଟ ବ୍ଲକ ତୁଳସୀପୁର ପଞ୍ଚାୟତ ଅନ୍ତର୍ଗତ ପିଟଣାପଲି ଗ୍ରାମରେ ଗୁରୁବାର ଠାରୁ ୨୪ ପ୍ରହର ନାମଯଜ୍ଞ ମହା ଆଡମ୍ବର ସହିତ ପାଳନ ହେଉଛି!ଗତବର୍ଷ ଏହି ଅନୁଷ୍ଠାନ ୫୦ ବର୍ଷ ପୂର୍ତ୍ତି ଅବସରରେ ୧୪ ଦିନ…
Read More...

ଜିଲ୍ଲାର ୬୧୦ ପ୍ରଧାନ ଶିକ୍ଷକଙ୍କୁ ସ୍ମାର୍ଟ କ୍ଲାସ ପ୍ରଶିକ୍ଷଣ ଦିଆଯିବ;ଜିଲ୍ଲାରେ ୨୮୧ ଗୋଟି ଅତ୍ୟାଧୁନିକ ମିଶନ୍…

ଛତ୍ରପୁର, ୨୦/୦୨(ପିପିଟି) ; ଜିଲ୍ଲାର ସମସ୍ତ ୱାର୍ଡ ସଭା ଆୟୋଜନ କରି ସେଥିରେ ସମସ୍ତ ଲାଇନ ବିଭାଗର ଅଧିକାରୀ କିମ୍ବା ତାଙ୍କ ପ୍ରତିନିଧି ଉପସ୍ଥିତରହି ସ୍ଥାନୀୟ ଅଂଚଳବାସୀଙ୍କ ସମସ୍ୟା ସମାଧାନ କରନ୍ତୁ , ଏହି ୱାର୍ଡ ସଭା…
Read More...

ଫଳଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ଯର ଫଳ ନଷ୍ଟ ।

ମାଲକାନଗିରି,ତା:୧୯/୦୨(ପିପିଟି);ଗତ କାଲି ରାତି ୧୨ଟା ସମୟରେ ମାଲକାନଗିରି ସଦର ମହକୁମାସ୍ଥିତ ଜନସ୍ବାସ୍ଥ୍ଯ କାର୍ଯ୍ଯାଳୟ ସମ୍ମୁଖରେ କିଛି ମାସ ତଳେ ପଥ ପ୍ରାନ୍ତରେ ଖୋଲିଥିବା ଫଳ ଦୋକାନରେ ଅଗ୍ନି କାଣ୍ଡ ଘଟି ଲକ୍ଷାଧିକ…
Read More...