ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୭,୫୨୯,ମୃତ୍ୟୁ ସଂଖ୍ୟା ୧,୯୧୭ ।

ଭୁବନେଶ୍ବର,୦୪/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୯୭ । ବର୍ତ୍ତମାନ ସୁଦ୍ଧା ୮୪,୦୫,୦୪୨ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୭,୫୨୯ ଚିହ୍ନଟ ହୋଇଛନ୍ତି ୩,୩୪,୭୬୭ ଜଣ ସୁସ୍ଥ ହୋଇଥିବା…
Read More...

ପୋଲସରା ବିଧାୟକଙ୍କ ଦ୍ଵାରା ଦିବ୍ଯାଙ୍ଗଙ୍କୁ ସାଇକେଲ ବଣ୍ଟନ।

ବୁଗୁଡା,୦୪/୦୩(ପିପିଟି); ବୁଗୁଡା ପଞ୍ଚାୟତ ସମିତି ପରିସରରେ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତିନି ଚକିଆ ସାଇକେଲ ବଣ୍ଟନ କରିଛନ୍ତି।ବୁଗୁଡା ବ୍ଲକ ଅଧ୍ୟକ୍ଷା,…
Read More...

ବେଗୁନିଆ ବ୍ଳକ ଅଞ୍ଚଳରେ ଡକାୟତି।

ବୋଲଗଡ଼,୦୪/୦୩(ପିପିଟି); ବେଗୁନିଆ ଠାରେ ଏକ ଡକାୟତି ଘଟିଛି । ଗତ ସନ୍ଧ୍ୟା ୧୦ ଟା ୩୦ ରେ ବେଗୁନିଆ ର ତହସିଲ କର୍ମଚାରୀ ରମେଶ ଚନ୍ଦ୍ର ଦଳେଇଙ୍କ ଘରେ ଚୋରି ହେଇଛି । ସୂଚନାଯୋଗ୍ୟ କି ତାଙ୍କ ଘରେ ପଶି ତାଙ୍କ ସ୍ତ୍ରୀ ଓ…
Read More...

ଭଞ୍ଜନଗର ହେଲମେଟ ଚେକିଙ୍ଗ ଜୋରଦାର ।

ଭଞ୍ଜନଗର,୦୩/୦୩(ପିପିଟି); ଭଞ୍ଜନଗର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ମାସ ପାଳନ କରି ଜନସାଧାରଣ ଙ୍କୁ ସଚେତନ କରିବା ପରେ ନୂତନ ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଉଦ୍ଦେଶ୍ୟରେ ବୁଧବାର…
Read More...

ପଦ୍ମପୁର ରେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ।

ରାୟଗଡା,୦୩/୦୩(ପିପିଟି); ରାୟଗଡ ଜିଲ୍ଲା ପଦ୍ମପୁର ର ଶିକ୍ଷକ ଦମ୍ପତି ରାଧରମଣ ପାଢ଼ୀ ଓ ସୁନୀତା ପଣ୍ଡାଙ୍କ ୩୦ତମ ବିବାହ ବାର୍ଷିକୀ ଉପଲକ୍ଷେ ସ୍ଥାନୀୟ ତୁଳସୀ କଲ୍ୟାଣ ମଣ୍ଡପ ଠାରେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ…
Read More...

ଗ୍ରାମଞ୍ଚଳରେ ରୂପାନ୍ତରିତ ସମନ୍ବିତ କୃଷିର ପ୍ରସାର, ସମସ୍ତ ଯୋଜନା ଗୁଡିକ ଯେପରି ଲୋକାଭିମୁଖୀ ହୋଇପାରିବ ସେଥିପ୍ରତି…

ଛତ୍ରପୁର,ତା.୦୩/୦୩(ପିପିଟି); ଚାଷୀର ଜୀବିକାକୁ ଆଦର୍ଶ କୃଷି ଉଦ୍ୟୋଗୀରେ ପରିଣତ କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପ୍ରେରଣାରେ ଗ୍ରାମାଞ୍ଚଳରେ କୃଷିର ଋପାନ୍ତରଣ (ତାରାTransformation of Agriculture in…
Read More...

ଜୀବନ ଜୀବିକା ଦୋଛକିରେ ଚାଷୀ ; ନଇ ସେପଟେ ଜୀବନ ଓ ନଇ ଏପଟେ ଜୀବିକା ।

ଯାଜପୁର,୦୩/୦୩(ପିପିଟି); ନଦୀ ଏପାରିରେ ଜୀବନ ଆରପାରିରେ ଜୀବିକା, ଏପରି ପୁରୁଷ ପୁରୁଷ ଧରି ଭଦ୍ରକ ଜିଲା ଦୋହରାପାଟଣା ଗାଁର ଶହଶହ ଚାଷୀମାନେ ପଡୋଶୀ ଜିଲା ଯାଜପୁର ଜିଲାରେ ଥିବା କ୍ଷେତରେ ବାରମାସ ଫସଲ କରୁଥିଲେ ମଧ୍ୟ ଉଭୟ…
Read More...

ବିଦେଶୀ ମଦ ସହ ଅଟୋ ଜବତ; ଡ୍ରାଇଭର ସହ ତିନି ଜଣ ଗିରଫ ।

ବାଲିଗୁଡା,୦୩/୦୩(ପିପିଟି ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡା ଠାରୁ ବାରଖମା ରାସ୍ତାରେ ପୁଲିସ ବିଭାଗ ତରଫରୁ ପାଟ୍ରୋଲିଂ କରୁଥିବା ସମୟରେ ବାରଖମା ରାସ୍ତାରେ ଏକ ଅଟୋ ନଂ.OD-12-9425 କୁ ଯାଞ୍ଚ…
Read More...

ସାମାନ୍ୟ ବଚସାକୁ ନେଇ ଅଭାବନୀୟ କାଣ୍ଡ,ସହପାଠୀର ଛୁରା ମାଡରେ ଛାତ୍ର ଗୁରୁତର ।

ବେଲଗୁଣ୍ଠା,୦୩/୦୩(ପିପିଟି);ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବୋରସିଂ ହାଇସ୍କୁଲ ପରିସରରେ ଘଟିଯାଇଛି ଏକ ଅଭାବନୀୟ କାଣ୍ଡ । ଜଣେ ସହପାଠୀ ଅନ୍ୟ ଜଣେ ସହପାଠୀଙ୍କୁ ଛୁରାମାଡ କରି ଗୁରୁତର କରିବା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…
Read More...

ମା’ ସୁରା ଦେଇ ନ୍ୟାସନାଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ।

କନ୍ଧମାଳ,୦୩/୦୩(ପିପିଟି);କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାଠାରେ ମା' ସୁରା ଦେଇ ନ୍ୟାସନାଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ରାଜ୍ୟ ପରିବହନ ଓ ଯୋଜନା ସମନ୍ଵୟ ମନ୍ତ୍ରୀ ପଦ୍ମନାଭ ବେହେରା ।…
Read More...