ବିକାଶ ଅନୁଷ୍ଠାନ ପକ୍ଷରୁ କୋଦଳାରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ପାଳିତ ।

କୋଦଳା,୧୮/୦୩(ପିପିଟି); "ସଡ଼କ ସୁରକ୍ଷ୍ୟା ଜୀବନ ରକ୍ଷ୍ୟା "ରାସ୍ତା ଦୁର୍ଘଟଣା ଯୋଗୁଁ ଆମ ଦେଶରେ ପ୍ରତିବର୍ଷ ଅନେକ ବ୍ୟକ୍ତି ପ୍ରାଣ ହରାଉଛନ୍ତି। ଯାହାକି ମହାମାରୀ ଭଳି ବ୍ୟାପକ ହେବାରେ ଲାଗୁଛି । ଏହା ଛଡ଼ା ଅନେକ ବ୍ୟକ୍ତି…
Read More...

ରାସ୍ତାରେ ଅଳିଆ ଫୋପାଡ଼ିଲେ; ସିସିଟିଭି ଦ୍ୱାରା ଚିହ୍ନଟ ହୋଇ ଫାଇନ୍ ଦେଲେ ।

ବେଲଗୁଣ୍ଠା,୧୮/୦୩(ପିପିଟି);ବେଲଗୁଣ୍ଠା ସହରରେ ଗତ କିଛି ଦିନ ହେବ ୧୩ ଟି ସିସିଟିଭି କ୍ୟାମେରା ପ୍ରଶାସନ ଦ୍ୱାରା ଲଗାଯାଇଛି ।ଯାହାଦ୍ୱାରା କି ଲୋକ ସଚେତନ ହେବା ସହ ଆଇନଶୃଙ୍ଖଳା ପରିସ୍ଥିତିକୁ ମଧ୍ୟ ଲକ୍ଷ୍ୟ ରଖାଯାଇପାରିବ…
Read More...

ଜଙ୍ଗଲ ନିଆଁର ନିୟନ୍ତ୍ରଣ ପାଇଁ ବନ ସଂରକ୍ଷଣ ସମିତିର ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ।

ବେଲଗୁଣ୍ଠା,୧୮/୦୩(ପିପିଟି);ବର୍ତ୍ତମାନ ଶିମିଳିପାଳ ଠାରୁ ଆରମ୍ଭ କରି ରାଜ୍ୟର ଛୋଟବଡ଼ ବହୁ ଜଙ୍ଗଲରେ ନିଆଁ ଲାଗିବା ଘଟଣା ପରିବେଶ ପାଇଁ ମାରାତ୍ମକ ହୋଇଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ଜଙ୍ଗଲ ବିଭାଗଠାରୁ…
Read More...

ବେଲଘର ସିଆରପିଏଫର ୮୨ତମ ବାର୍ଷିକ ଉତ୍ସବ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ ସହ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଆୟୋଜିତ ।

ବାଲିଗୁଡା,୧୮/୦୩(ପିପିଟି): କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ର ୮୨ତମ ବାର୍ଷିକ ଉତ୍ସବ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଠାରେ ଥିବା ୧୨୭ ବାଟାଲିୟନର…
Read More...

ବେଲଗୁଣ୍ଠା ଓ ଗାଙ୍ଗପୁରରେ କରୋନା ଟୀକା ନେଲେ ବରିଷ୍ଠ ନାଗରିକ ।

ବେଲଗୁଣ୍ଠା,୧୮/୦୩(ପିପିଟି),କରୋନା ଟୀକା ଉଦ୍ଭାବନ ହେବା ପରେ ପ୍ରଥମେ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟୀକାକରଣ କରାଯିବା ପରେ ୬୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ବୟସ୍କ ନାଗରିକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକାକରଣ କାର୍ଯ୍ୟକ୍ରମ…
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୮,୪୮୯,ମୃତ୍ୟୁ ସଂଖ୍ୟା ୧,୯୧୮ ।

ଭୁବନେଶ୍ବର,୧୮/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୪। କରୋନା ପଜିଟିଭ ସଂଖ୍ୟା ୩,୩୮,୪୮୯ ଚିହ୍ନଟ ହୋଇଛନ୍ତି ୩,୩୫,୮୫୭ଜଣ ସୁସ୍ଥ ହୋଇଥିବା ବେଳେ ୬୬୧ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୧୮ ଜଣଙ୍କର ମୃତ୍ୟୁ…
Read More...

ବେଲଗୁଣ୍ଠାରେ ଅନ୍ ଲାଇନ୍ ଠକେଇ; ଲୁଟିନେଲେ ୪୯୦୦୦ ଟଙ୍କା ।

ବେଲଗୁଣ୍ଠା,୧୭/୦୩(ପିପିଟି);ଦିନକୁ ଦିନ ସାଇବର ଠକେଇ ବଢ଼ିବାରେ ଲାଗିଥିବା ବେଳେ ସାଇବର ଲୁଟେରା ମାନେ ମୋବାଇଲ ଫୋନ୍ ରେ, କେତେବେଳେ ଲୋଭନୀୟ ଅଫର ଦେଇ ତ ଆଉ କେତେବେଳେ ବିଭିନ୍ନ ଟେଲିକମ୍ କମ୍ପାନୀର ଗ୍ରାହକ ଅଧିକାରୀ ହୋଇ ତ…
Read More...

ମା’ ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତିକ ପର୍ବ କାନ୍ଦୁଲ ଭଜା ଯାତ୍ରା ଅନୁଷ୍ଠିତ ।

ବାଲିଗୁଡା,୧୭/୦୩(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହିରେ ପାରମ୍ପରିକ କାନ୍ଦୁଲ ଭଜା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡ଼ିଶାରେ ହେଉଥିବା ଗଣପର୍ବ ନୂଆଖାଇ ଭଳି ବାଲିଗୁଡ଼ା ଉପଖଣ୍ଡ ଅଞ୍ଚଳରେ ଦୀର୍ଘ…
Read More...