ବାଲି ଚୋରା ଚାଲାଣ; ଦୁଇ ଟ୍ରାକ୍ଟର୍ ଜବତ ।

ବେଲଗୁଣ୍ଠା,୨୦/୩୦(ପିପିଟି); ଲଘୁ ଖଣିଜ ଏବଂ ଚୋରା ବାଲି ଚାଲାଣକାରୀଙ୍କ ବିରୁଦ୍ଧରେ ପୋଲିସ୍ ଏବଂ ପ୍ରଶାସନ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଥିଲେ ମଧ୍ଯ କିଛି ଚୋରା ଚାଲାଣକାରୀ ସୁଧୁରିବାର ଧରୁ ନାହାନ୍ତି । ଏହିପରି ତିନି…
Read More...

କନ୍ଧମାଳ ଜିଲ୍ଲାରେ ଆମ୍ବ ଚାରା ରୋପଣରେ ଦୁର୍ନୀତି ଅଭିଯୋଗ;ଗଛ ନାହିଁ କିନ୍ତୁ ଫଳକ ଅଛି :ତଦନ୍ତ ଦାବୀ ।

କନ୍ଧମାଳ,୨୦/୦୩.(ପିପିଟି): କନ୍ଧମାଳ ଜିଲ୍ଲା ଏମ୍‌ଏନ୍‌ଆର୍‌ଇଜିଏସ୍‌ରେ ଫୁଲବାଣୀ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ‌ମୋଟ ୨୫୦ ଏକର ଜମିରେ ୨୫,୦୦୦ ଆମ୍ବ ଚାରା ରୋପଣ କରା ଯାଇଥିଲା। ଏଥିପାଇଁ…
Read More...

ଗଞ୍ଜେଇ ଚାଲାଣ ଘଟଣାରେ ୩ଗିରଫ; ବାଇକ ଓ ଗଞ୍ଜେଇ ଜବତ ।

ଭଞ୍ଜନଗର,୨୦/୦୩(ପିପିଟି); ପଡୋଶୀ କନ୍ଧମାଳ ଜିଲ୍ଲାରୁ ପ୍ରତିଦିନ ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଅଧିକାଂଶ ସମୟରେ ବହୁ ମାଫିଆ ପୋଲିସ ହାବୁଡ଼ରେ ଧରା ପଡୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇ…
Read More...

ମୋ କଲେଜ୍ ଅଭିଯାନର ପ୍ରସ୍ତୁତି ବୈଠକ ।

ବେଲଗୁଣ୍ଠା,୨୦/୦୩(ପିପିଟି),ଆଜି ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟ ପରିସରରେ ମୋ କଲେଜ୍ ଅଭିଯାନର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ…
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୮,୭୧୯,ମୃତ୍ୟୁ ସଂଖ୍ୟା ୧,୯୧୮ ।

ଭୁବନେଶ୍ବର,୨୦/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୪। କରୋନା ପଜିଟିଭ ସଂଖ୍ୟା ୩,୩୮,୭୧୯ ଚିହ୍ନଟ ହୋଇଛନ୍ତି ୩,୩୫,୯୯୪ଜଣ ସୁସ୍ଥ ହୋଇଥିବା ବେଳେ ୭୫୪ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୧୮ ଜଣଙ୍କର ମୃତ୍ୟୁ…
Read More...