ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୩୯ ।

ଭୁବନେଶ୍ବର ୨୪/୦୯(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୩୯। ପଜିଟିଭ ସଂଖ୍ୟା ୧୦,୨୩,୧୩୩ ଚିହ୍ନଟ ହୋଇଛନ୍ତି ୧୦,୦୯,୦୮୮ ଜଣ ସୁସ୍ଥ ହୋଇଥିବା ବେଳେ ୫,୮୨୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୧୬୩ ଜଣଙ୍କର ମୃତ୍ୟୁ…
Read More...

ଜିଲ୍ଲା କଂଗ୍ରେସ କାର୍ଯ୍ଯକାରୀ ସଭାପତିଙ୍କ ଇସ୍ତଫା ।

ମାଲକାନଗିରି,ତା:୨୩/୦୯(ପିପିଟି):ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଆଜି ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ପିସିସି କାର୍ଯ୍ୟକାରିଣୀ ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି।…
Read More...

ପୋଲିସ ଓ ଯବାନଙ୍କ ଦ୍ବାରା ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ।

ମାଲକାନଗିରି,ତା:୨୩/୦୯(ପିପିଟି): ମାଥିଲି ଥାନା ଅନ୍ତର୍ଗତ ତୁଳସି ପାହାଡ ଉପରେ ଥିବା କିରିମିଟ ଜଙ୍ଗଲରେ ପୋଲିସ ଓ ଯବାନମାନେ ମାଓ ଶିବିର ଠାବ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିବା ମାଲକାନଗିରି ଏସପି…
Read More...

ମାଟିଲଗ୍ନା ସାହିତ୍ୟ ସଂସଦ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ମାଟିଲଗ୍ନା ଛାତ୍ର ମେଧା ସମ୍ମାନ ପ୍ରଦାନ ସମାରୋହ…

ଉଲୁଣ୍ଡା,୨୩/୦୯(ପିପିଟି): ଛାତ୍ର ମାନେ ଦେଶର ଭବିଷ୍ୟତ । ସେମାନଙ୍କ ଭିତରେ ପ୍ରଚଣ୍ଡ ପ୍ରତିଭା । ସେମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ଆମେ ଚିହ୍ନି ପାରିଲେ ସେମାନେ ପ୍ରବଳ ବେଗରେ ଆଗକୁ ବଢିବା ସହିତ ଭବିଷ୍ୟତରେ ଭାରତର…
Read More...

୨୭ ତାରିଖ ଭାରତ ବନ୍ଦକୁ ସଫଳ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରସ୍ତୁତି ବୈଠକ।

କୋଦଳା,୨୩/୦୯(ପିପିଟି): କୃଷି ବିଲ ପ୍ରତ୍ୟାହାର, କୃଷକ ମାନଙ୍କ ପାଇଁ ବିଦ୍ୟୁତ ରିହାତି ପ୍ରଦାନ, ଦରଦାମ ବୃଦ୍ଧି ରୋକ ସହ ୨୨ ଦଫା ଦାବୀ ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆସନ୍ତା ୨୭ ତାରିଖ ଦିନ ଦିଆଯାଇଥିବା ବନ୍ଦ…
Read More...

ବାଇକ ସହ ସାଇକଲ ଧକ୍କା, ୨ ଗୁରୁତର ।

ଭଞ୍ଜନଗର,୨୩/୦୯(ପିପିଟି) : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଧୀନ ଅଢେଇ ଗାଁ ନିକଟରେ ବାଇକ ସାଇକଲ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ଆହାତ ହୋଇଥିବା ଜଣାପଡିଛି। ଆହତ ମାନେ ହେଲେ ଥୋଲଣ୍ଡା…
Read More...

ଭିଜିଲାନ୍ସ ଜାଲରେ ମୋଟୁ ଥାନା ଅଧିକାରୀ,ଗାଡିରୁ ୨ ଲକ୍ଷ ୮୦ ହଜାର ଜବତ ।

ମାଲକାନଗିରି,ତା:୨୩/୦୯(ପିପିଟି):୧୨ ଲକ୍ଷ ଟଙ୍କାର ଦାମି କାରରେ ମାଲିକ ଭଳି ବସି ଯାଉଥିଲେ ଥାନା ଅଧିକାରୀ, ପୁଣି ସେହି କାର୍‌ରେ ଅଭିଯୁକ୍ତଙ୍କ ଭଳି ଗିରଫ ହୋଇ ଗଲେ ୨ ଲକ୍ଷ ୮୦ ଟଙ୍କାର ହିସାବ ଦେଇ ନପାରି ମୋଟୁ ଥାନା…
Read More...

ସ୍କୁଟିକୁ ବଞ୍ଚାଇବାକୁ ଯାଇ ଓଲଟିଲା ବସ; ୨୧ଗୁରୁତର ।

ଭଞ୍ଜନଗର,୨୩/୦୯(ପିପିଟି): ସୋରଡ଼ା ବ୍ଲକ ଗଉଡ଼ ଗୋଠ ରୁ ନୀଳକଣ୍ଠ ନାମକ ଏକ ଘରୋଇ ବସ ପ୍ରାୟ ୫୦ଜଣ ଚାଷୀଙ୍କୁ ନେଇ ସକାଳ ସାଢ଼େ ଆଠଟା ସମୟରେ ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରକୁ ଏକ ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୪୪ ।

ଭୁବନେଶ୍ବର ୨୩/୦୯(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୪୪ । ପଜିଟିଭ ସଂଖ୍ୟା ୧୦,୨୨,୫୯୪ ଚିହ୍ନଟ ହୋଇଛନ୍ତି ୧୦,୦୮,୬୭୧ ଜଣ ସୁସ୍ଥ ହୋଇଥିବା ବେଳେ ୫,୭୧୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୧୫୭ ଜଣଙ୍କର ମୃତ୍ୟୁ…
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଲାଙ୍ଗୀର ଗସ୍ତ, ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ ,ବିଭିନ୍ନ ପ୍ରକଳ୍ପର…

ଭୁବନେଶ୍ବର,୨୨/୦୯; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଜିଲ୍ଲାର ଟିଟିଲାଗଡ,…
Read More...