ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୨୮।

ଭୁବନେଶ୍ବର ୩୦/୧୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୨୮। ପଜିଟିଭ ସଂଖ୍ୟା ୧୦,୪୯,୧୦୮ ଚିହ୍ନଟ ହୋଇଛନ୍ତି ୧୦,୩୮,୩୦୬ ଜଣ ସୁସ୍ଥ ହୋଇଥିବା ବେଳେ ୨,୩୩୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୧୧ ଜଣଙ୍କର ମୃତ୍ୟୁ…
Read More...

ବିଜେପି ରାଜ୍ଯ କୋର କମିଟି ଗଠିତ।

ଭୁବନେଶ୍ବର,୨୯/୧୧ : ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଅନୁମୋଦନ ବିଜେପି ପକ୍ଷରୁ ରାଜ୍ୟ କୋର୍ କମିଟି ଘୋଷଣା କରାଯାଇଛି। ଏଥିରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ମୋଟ ୧୫ ଜଣ ନେତା ସ୍ଥାନ ପାଇଛନ୍ତି।…
Read More...

ମଶାଣି ମଣିଷ ବିଶ୍ଵନାଥ ମାର୍ଥା।

ବେଗୁନିଆ,୨୯/୧୧(ପିପିଟି): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକ ଅନ୍ତର୍ଗତ ଡିଙ୍ଗରଗ୍ରାମର ବିଶ୍ୱନାଥ ମାର୍ଥା ଛୁଆଁ ଅଛୁଆଁ, ସ୍ୱଛତା ଓ ମାତୃଭୂମି ର ସେବାକରିବା ଲକ୍ଷନେଇ ଲୋକ ମାନଙ୍କ ମନରୁ ଭୟ,ଅନ୍ଧବିଶ୍ୱାସ କୁ ଦୂରକରିବାର…
Read More...

ବଣ୍ଡା ଘାଟିରେ ଜନନୀ ଯନ୍ତ୍ରଣା,୮ କିମି ପାଦରେ ଚାଲିଲେ ପ୍ରସୂତି ।

ମାଲକାନଗିରି,୨୯/୧୧(ପିପିଟି): ଜନନୀ ସୁରକ୍ଷା ନେଇ ସରକାରୀ ରାଜକୋଷରୁ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ବ୍ୟୟ ହେଉଛି । କିନ୍ତୁ, ଆଜିବି ଉପାନ୍ତ ଅଞ୍ଚଳରେ ଜନନୀ ଯନ୍ତ୍ରଣାର ଦୁଃଖ କମିବାର ନା ଧରୁନି । କେଉଁଠି ରାସ୍ତା…
Read More...

୧୦୪ କେଜି ଗଞ୍ଜେଇ ଜବତ,୨ ଗିରଫ ।

ମାଲକାନଗିରି,୨୯/୧୧(ପିପିଟି): ଗତ କାଲି ଓର୍କେଲ ପୋଲିସ ରାତ୍ରକାଳିନ ପେଟ୍ରୋଲିଂ କରୁଥିବା ସମୟରେ ୧୦୪ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣ ଗଞ୍ଜେଇ ଚାଲାଣକାରୀ ଆସାମୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । କିଛି ଦିନର…
Read More...

କବି ନଟବର ସିଂହ ସାହିତ୍ୟ ସଂସଦର ଏକାଦଶ ତମ ଆଲୋଚନା ଚକ୍ର ଏବଂ ସାହିତ୍ୟ ଆସର ଅନୁଷ୍ଠିତ ।

ବ୍ରହ୍ମପୁର,୨୯/୧୧(ପିପିଟି): ଗତକାଲି କବି ନଟବର ସିଂହ ସାହିତ୍ୟ ସଂସଦର ଏକାଦଶ ତମ ଆଲୋଚନା ଚକ୍ର ଏବଂ ସାହିତ୍ୟ ଆସର ବ୍ରହ୍ମପୁର ସ୍ଥିତ ବ୍ରହ୍ମା ନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରେ କବି ପ୍ରଫୁଲ୍ଲ କୁମାର…
Read More...

ହିଞ୍ଜିଳି ସହରାଞ୍ଚଳ ଗରିବଙ୍କୁ ରୋଜଗାର ପାଇଁ ମୁକ୍ତା ଯୋଜନା,ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଦଳୀୟ…

ହିଞ୍ଜିଳିକାଟୁ,୨୯/୧୧(ପିପିଟି): ଗ୍ରାମାଞ୍ଚଳରେ ମନରେଗା ମାଧ୍ୟମରେ ଆଞ୍ଚଳିକ ବାସୀଙ୍କୁ ରୋଜଗାର କ୍ଷମ ପାଇଁ ବିଭିନ୍ନ ପ୍ରକଳ୍ପ କରାଯାଇ ଜନସାଧରଣଙ୍କୁ କର୍ମନିଯୁକ୍ତି ଦିଆଯାଉଛି । କିନ୍ତୁ ସହରାଞ୍ଚଳର ଗରିବ ଜନସାଧାରଣ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୯୭।

ଭୁବନେଶ୍ବର ୨୯/୧୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୯୭। ପଜିଟିଭ ସଂଖ୍ୟା ୧୦,୪୮,୮୮୦ ଚିହ୍ନଟ ହୋଇଛନ୍ତି ୧୦,୩୮,୦୮୫ ଜଣ ସୁସ୍ଥ ହୋଇଥିବା ବେଳେ ୨,୩୩୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୦୯ଜଣଙ୍କର ମୃତ୍ୟୁ…
Read More...

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢାଉ।

ବ୍ରହ୍ମପୁର,୨୯/୧୧: ଭିଜିଲାନ୍ସ ଜାଲରେ କନେଷ୍ଟବଳ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରର କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଆଜି ସକାଳ ସମୟରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି। ଜଣେ…
Read More...

କନ୍ଧମାଳରେ ଅସହ୍ୟ ହେଲାଣି ଥଣ୍ଡା : ଖସିଲା ପାରଦ, ଦାରିଙ୍ଗବାଡିରେ ଚଳିତ ଋତୁର ସର୍ବନିମ୍ନ ତାପମାତ୍ରା।

ବାଲିଗୁଡା,୨୮/୧୧(ପିପିଟି): କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ଥଣ୍ଡା ଅସହ୍ୟ ହେବାରେ ଲାଗିଛି । ପ୍ରତ୍ୟେକ ଦିନ ପାରଦ ନିମ୍ନଗାମୀ ହେଉଛି । ଗତ ଦୁଇ ଦିନରେ ୪ ଡିଗ୍ରୀ ସେଲସିଅସ ତାପମାତ୍ରା କମିଛି ।…
Read More...