ସତର୍କ ନହେଲେ ତୃତୀୟ ଲହର ସମ୍ଭାବନା ; ଡାକ୍ତରଗଣ ନିଜ ନିଜ ହେଡକ୍ୱାଟର ରେ ରହିବାକୁ ନିର୍ଦ୍ଦେଶ ।
ଛତ୍ରପୁର,୨୭/୧୧(ପିପିଟି): ଗଞ୍ଜାମ ଜ଼ିଲ୍ଲାବାସି ସତର୍କତା ଏବଂ ସମ୍ପୂର୍ଣ ଟୀକାକରଣ ନହେଲେ ଆଗାମି ଦିନରେ ତୃତୀୟ ଲହର ସଂକ୍ରମଣରୁ ବର୍ତ୍ତିବା ସମ୍ଭବପର ହେବ ନାହିଁ । ଜନସାଧାରଣଙ୍କ ଢିଲା ଓ ଖାମଖିଆଲି ମନଭାବ ପୁଣି ବିପଦ…
Read More...
Read More...