କୋର୍ଟ ପରିସରକୁ କୋଭିଡ ଗାଇଡ଼ ଲାଇନରେ ଅନ୍ତର୍ଭୁକ୍ତ କରିବା ପାଇଁ କାର୍ଯ୍ୟକାରୀ କମିଟିର ବୈଠକ ।

କନ୍ଧମାଳ,୧୨/୦୧(ପିପିଟି):କନ୍ଧମାଳରେ ଦିନକୁ ଦିନ କରୋନା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ପରିପେକ୍ଷୀରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ କୋର୍ଟର ଓକିଲ ସଂଘର ସଭାପତି ସିଦ୍ଧଶ୍ୱର ଦାଶ ଓ ସମ୍ପାଦକ ଅଜିତ କୁମାର…
Read More...

ବିଏଚପି ତରଫରୁ ରାଜ୍ୟ ସରକାରଙ୍କ ଖ୍ରୀଷ୍ଟିଆନ ମିଶନାରୀଙ୍କୁ ଅହେତୁକ ଅନୁଦାନ ପ୍ରଦାନ ବିରୁଦ୍ଧରେ ରାଜ୍ୟପାଳଙ୍କ…

ବ୍ରହ୍ମପୁର,୧୨/୦୧(ପିପିଟି):ଗଞ୍ଜାମ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ରାଜ୍ୟ ସରକାରଙ୍କ ଖ୍ରୀଷ୍ଟିଆନ ମିଶନାରୀଙ୍କୁ ଅହେତୁକ ଅନୁଦାନ ପ୍ରଦାନ ବିରୁଦ୍ଧରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ଯରେ…
Read More...

କ୍ଷତ୍ରିୟବରପୁରରେ ଧାନ ମଣ୍ଡି ଉଦ୍‌ଘାଟିତ ।

ବେଲଗୁଣ୍ଠା,୧୨/୦୧(ପିପିଟି):ଆଜି ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସମବାୟ ସମିତିରେ ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଏମ୍ଆଇ ସୂର୍ଯ୍ୟ ନାରାୟଣ ପାଢୀ, ସମବାୟ ସମିତି ସମ୍ପାଦକ ହରପ୍ରସାଦ ବେହେରା, ଡାଟା ଏଣ୍ଟ୍ରି…
Read More...

ନାଟେଙ୍ଗା ଚକରା ବିଷୋୟୀ କ୍ଳବ୍ ତରଫରୁ ଚକରା ବିଷୋୟୀ ଜୟନ୍ତୀ ପାଳନ ।

ବେଲଗୁଣ୍ଠା,୧୨/୦୧(ପିପିଟି): ଆଜି ପବିତ୍ର ଶାମ୍ବ ଦଶମୀ ଅବସରରେ ଆଜି ବେଲଗୁଣ୍ଠା ବ୍ଳକ୍ ନାଟେଙ୍ଗା ସ୍ଥିତ ଚକରା ବିଷୋୟୀ କ୍ଳବ୍ ତରଫରୁ ଘୁମୁସର ମାଟିର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଚକରା ବିଷୋୟୀଙ୍କର ଜନ୍ମ ଜୟନ୍ତୀ ପାଳନ…
Read More...

ଅସ୍ଥାୟୀ କୋଭିଡ କେୟାର ସେଣ୍ଟର ଖୋଲିବା ପାଇଁ କନ୍ଧମାଳ ଜିଲ୍ଲାପାଳଙ୍କ ପରିଦର୍ଶନ ।

ବାଲିଗୁଡା,୧୨/୦୧(ପିପିଟି): କରୋନା ମହାମାରୀ କୁ ଦୁଷ୍ଟିରେ ରଖି କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଣି ଅସ୍ଥାୟୀ ମେଡିକାଲ କେନ୍ଦ୍ର ଖୋଲିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି । ଏ ନେଇ କନ୍ଧମାଳ ଜିଲ୍ଲାପାଳ…
Read More...

କନ୍ଧମାଳ ଜିଲ୍ଲାରେ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ : ପ୍ରଥମ ପର୍ଯ୍ୟାୟରେ ବାଲିଗୁଡ଼ା ଓ କ.ନୂଆଗାଁ ବ୍ଲକରେ ହେବ ।

କନ୍ଧମାଳ,୧୨/୦୧(ପିପିଟି):ସମସ୍ତ ଆଶା ଓ ଆଶଙ୍କାର ଅନ୍ତ ଘଟି ଶେଷରେ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିଛି । ପ୍ରଥମ ପର୍ଯ୍ୟାୟରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଓ କ.ନୂଆଗାଁ ବ୍ଲକରେ ୩ଟି ଜିଲ୍ଲାପରିଷଦ ଜୋନ ଲାଗି ନିର୍ବାଚନ…
Read More...

ରାସ୍ତାକଡ଼ ବୁଦାରୁ ଯୁବକଙ୍କ ଶବ ଉଦ୍ଧାର ।

ବେଲଗୁଣ୍ଠା,୧୨/୦୧(ପିପିଟି): ଆଜି ଗାଙ୍ଗପୁର ଥାନା ଅନ୍ତର୍ଗତ ନାହାଡା ଗ୍ରାମର ରାସ୍ତାକଡ଼େ ଥିବା ଏକ ବୁଦାରୁ ଜଣେ ୩୫ ବର୍ଷୀୟ ଯୁବକଙ୍କ ଶବ ଉଦ୍ଧାର ହୋଇଛି । ଶବଟି ବେଲଗୁଣ୍ଠା ବ୍ଳକ୍ ବୋରିପଦର ଗ୍ରାମର ଭାସ୍କର ନାଇକଙ୍କ ପୁଅ…
Read More...

ରାସ୍ତା ଜରାଜୀର୍ଣ୍ଣ : ଭାରରେ ବୁହା ହେଲେ ରୋଗୀ ।

ମାଲକାନଗିରି,୧୨/୦୧(ପିପିଟି):ମାଲକାନଗିରି ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ସ୍ବାସ୍ଥ୍ୟ ସେବାର ଦୟନୀୟ ଅବସ୍ଥା । ଜରାଜୀର୍ଣ୍ଣ ରାସ୍ତା ଯୋଗୁଁ ଗାଁକୁ ଯାଇ ପାରିଲା ନାହିଁ ୧୦୮ ଆମ୍ବୁଲାନ୍ସ । ଫଳରେ ଭାରରେ ବୁହା ହେଲେ…
Read More...

ପିଟାଘାଟା ମଣ୍ଡିରୁ ୮୩ କ୍ବିଣ୍ଟାଲ ଧାନ ଜବତ, ମାଲକାନଗିରି ଜିଲ୍ଲାରେ ଧାନ ଦଲାଲ ସକ୍ରୀୟ ।

ମାଲକାନଗିରି,୧୨/୦୧(ପିପିଟି): କୋରୁକୋଣ୍ଡା ବ୍ଲକ ପିଟାଘାଟ ମଣ୍ଡିରୁ ବୁଧବାର ଦିନ ୮୩ କ୍ବିଣ୍ଟାଲ ଧାନ ମାଲକାନଗିରି ଜିଲ୍ଲା ଯୋଗାଣ ବିଭାଗ ଦ୍ବାରା ଜବତ କରାଯାଇଛି ।ଫଳରେ ମାଲକାନଗିରି ଜିଲ୍ଲାର ସମସ୍ତ ଧାନ…
Read More...

ମୁଣ୍ଡିଆରୁ ପଥର ଫଟାଇବା ସମୟରେ ପଥର ପଡି ମହିଳା ଗୁରୁତର,ବହୁ ଘର ଭାଙ୍ଗିଲା ।

ବେଗୁନିଆ,୧୨/୦୧(ପିପିଟି): ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ପରିଚ୍ଛଳ ମୌଜାର ଜାମୁସାହି ଗ୍ରାମରେ ଥିବା ଲିମ୍ବ ମୁଣ୍ଡିଆକୁ ଆଜି ସନ୍ଧ୍ୟାରେ ଫଟା ଯାଉଥିବା ସମୟରେ ତୀବ୍ର ବେଗରେ ଏକ ପଥର ଖଣ୍ଡ ଆସି ଗ୍ରାମର ଜଣେ…
Read More...