ପ୍ରସିଦ୍ଧ ଅଟ୍ରି ମକର ମେଳା ବନ୍ଦ ୧୪୪ ଧାରା ଜାରି ।

ବେଗୁନିଆ,୧୫/୦୧(ପିପିଟି): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ର ପ୍ରସିଦ୍ଧ ଅଟ୍ରି ଉଷ୍ଣପ୍ରସ୍ରବଣ ରେ ୧୪୪ ଧାର ଲାଗିବା ପରେ ପବିତ୍ର ମକର ସଂକ୍ରାନ୍ତି ରେ ଜନଶୂନ୍ୟ ଅଟ୍ରି । ପାଞ୍ଚ ଜଣ ପୂଜାରୀଙ୍କୁ ନେଇ…
Read More...

ପୌରନିର୍ବାଚନ ପାଇଁ ସଂରକ୍ଷିତ ତାଲିକା ପ୍ରକାଶ।

ବ୍ରହ୍ମପୁର, ୧୫/୦୧(ପିପିଟି): ଆଗାମୀ ପୌର ନିର୍ବାଚନ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସଂରକ୍ଷିତ ତାଲିକା ପ୍ରକାଶ ପାଇଛି। ଚିଠି ନଂ ୯୩୩,ତା-୧୫/୦୧/୨୦୨୨ ଅନୁଯାଇ ୧୦୭ ଏନ୍ଏସିର ସଂରକ୍ଷିତ ତାଲିକା ପ୍ରକାଶ ପାଇଛି।…
Read More...

ଉତ୍କଳ ସାହିିତ୍ଯ ସଂସଦ ତରଫରୁ ୧୮୦ତମ ଫକୀର ମୋହନ ଜୟନ୍ତୀ ପାଳିତ ।

ମାଲକାନଗିରି,୧୫/୦୧(ପିପିଟି): ମାଲକାନଗିରି ସ୍ଥିତ ମାଲ୍ଯବନ୍ତ ଛାତ୍ରାବାସ ଠାରେ ଉତ୍କଳ ସାହିତ୍ଯ ସଂସଦ ତରଫରୁ ୧୮୦ତମ ବ୍ଯାସକବି ଫକୀର ମୋହନ ସେନାପତିଙ୍କ ୧୮୦ତମ ଜୟନ୍ତୀ ପାଳିତ ହୋଇ ଯାଇଛି । ଏହି ଉତ୍ସବରେ ଉତ୍କଳ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୦୮୫୬।

ଭୁବନେଶ୍ବର ୧୫/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୮୫୬ ପଜିଟିଭ ସଂଖ୍ୟା ୧୧,୨୨,୭୩୫ ଚିହ୍ନଟ ହୋଇଛନ୍ତି ୧୦,୫୨,୩୯୫ ଜଣ ସୁସ୍ଥ ହୋଇଥିବା ବେଳେ ୬୧,୮୦୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୭୮ ଜଣଙ୍କର ମୃତ୍ୟୁ…
Read More...

ବନ୍ଧା ହେଲେ ୩ ଚୋର ଓ ସୁନା କିଣିଥିବା ବ୍ୟକ୍ତି,୨୩.୭୩୦ ଗ୍ରାମ ଅଳଙ୍କାର ଉଦ୍ଧାର, ବଳକା ସୁନା ଅଳଙ୍କାର ଉଦ୍ଧାର ପାଇଁ…

ବ୍ରହ୍ମପୁର,୧୪/୦୧(ପିପିଟି): ପୁଣି ସଦର ଥାନା ପୁଲିସକୁ ବଡ଼ ସଫଳତା । ଲୋଚାପଡା ବ୍ରଜନଗର ତୃତୀୟ ଲାଇନ୍‌ର ଅବସରପ୍ରାପ୍ତ ଶିକ୍ଷକ ଦମ୍ପତିଙ୍କ ଘରୁ ହୋଇଥିବା ବଡ ଧରଣର ଚୋରି ଘଟଣାରେ ସଦରଥାନା ପୁଲିସ ୪ ଜଣଙ୍କୁ ଗିରଫ କରିଛି ।…
Read More...

କନ୍ଧମାଳ :ବ୍ୟାସ କବି ଫକୀର ମୋହନଙ୍କ ଜୟନ୍ତୀ ପାଳନ ।

କନ୍ଧମାଳ,୧୪/୦୧(ପିପିଟି): କନ୍ଧମାଳ ଜିଲ୍ଲା ଫୁଲବାଣୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ ପରିସରରେ ମକର ମିଳନ ଓ ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି । ଏହି ଅବସରରେ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୦୨୭୩।

ଭୁବନେଶ୍ବର ୧୪/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୨୬୯ ପଜିଟିଭ ସଂଖ୍ୟା ୧୧,୧୧,୮୭୯ ଚିହ୍ନଟ ହୋଇଛନ୍ତି ୧୦,୫୦,୧୭୯ ଜଣ ସୁସ୍ଥ ହୋଇଥିବା ବେଳେ ୫୩,୧୭୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୭୬ ଜଣଙ୍କର ମୃତ୍ୟୁ…
Read More...

ବୃଦ୍ଧ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ।

ଭଞ୍ଜନଗର,୧୩/୦୧(ପିପିଟି) : ତାରସିଂ ଥାନା ଅଧୀନ ବଡ଼ଗୁଣ୍ଡୁରୀ ବାଡ଼ି ଗ୍ରାମରେ ଜଣେ ବୃଦ୍ଧଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତ ବୃଦ୍ଧ ଜଣଙ୍କ ହେଲେ ବିନୋଦ ପ୍ରଧାନ(୭୦) । ଥାନା ଅଧିକାରୀ ପ୍ରଦୀପ୍ତ କୁମାର…
Read More...

ଓମିକ୍ରନ ପାଇଁ ସତର୍କତା ନିହାତି ଆବଶ୍ୟକ : ଇଂ ତାରାପ୍ରସାଦ ।

ଯାଜପୁର,୧୩/୦୧(ପିପିଟି) : ଆମ ଦେଶ ଓ ରାଜ୍ୟରେ ୨୦୨୦ ଓ ୨୦୨୧ ରେ କୋଭିଡ ଏକାବେଳେ ଅନେକ ଲୋକଙ୍କୁ ସଂକ୍ରମିତ କରିଥିଲା । ଯାହାକୁ ପ୍ରଥମ ଓ ଦ୍ୱିତୀୟ ଲହର ବୋଲି କୁହାଯାଉଥିବା ବେଳେ ୨୦୨୨ ରେ ଓମିକ୍ରନ ନାମରେ ବର୍ତ୍ତମାନର…
Read More...

ଖ୍ରୀଷ୍ଟୀୟ ସଙ୍ଗଠନକୁ ସହାୟତା ବିରୁଦ୍ଧରେ ବିଶ୍ୱହିନ୍ଦୁ ପରିଷଦର ଦାବୀପତ୍ର ପ୍ରଦାନ ।

ଭଞ୍ଜନଗର,୧୩/୦୧(ପିପିଟି): ଖ୍ରୀଷ୍ଟିଆନ ସଙ୍ଗଠନକୁ ମୁଖ୍ୟମନ୍ତ୍ରୀଙ୍କ ଅଯଥା ଆର୍ଥିକ ସହାୟତା ଯୋଗଣକୁ ବିଶ୍ବହିନ୍ଦୁ ପରିଷଦ ବିରୋଧ କରି ଗୁରୁବାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଭଞ୍ଜନଗର ଉପଜିଲ୍ଲାପାଳଙ୍କ…
Read More...