ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ।

ମାଲକାନଗିରି,୧୮/୦୫(ପିପିଟି):ମାଲକାନଗିରି ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଆଜି ପୂର୍ବାହ୍ନରେ ପ୍ରକଳ୍ପ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲପାଳ ଵିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି…
Read More...

ଗୁଣିଆ ସନ୍ଦେହରେ ଜଣକୁ ପିଟିପିଟି ହତ୍ଯା।

ମାଲକାନଗିରି,୧୮/୦୫(ପିପିଟି): କାଲିମେଳା ବ୍ଲକର କାଙ୍ଗୁରୁକେଣ୍ଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଗୁଣିଆ ସନ୍ଦେହରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀମାନେ ବ୍ୟକ୍ତି ଜଣଙ୍କୁ ପିଟିପିଟି ହତ୍ୟା…
Read More...

ଜିଲ୍ଲାର ଆଦିବାସୀ ଗ୍ରାମ ଗୁଡିକରେ ତାଳ ରସ ପିଇବା ପାଇଁ ଲୋକଙ୍କ ଜମୁଛି ଭିଡ଼ ।

ମାଲକାନଗିରି,୧୮/୦୫(ପିପିଟି): ଖରା ଦିନେ ଲୋକେ ବିଭିନ୍ନ ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରିଥାନ୍ତି । ତେଣୁ ଅନେକ ସ୍ଥାନରେ ବିଭିନ୍ନ ଫଳର ରସକୁ ମଧ୍ୟ ଲୋକେ ମୃଦୁ ପାନୀୟ ଭାବରେ ବ୍ୟବହାର କରୁଛନ୍ତି । ମାଲକାନଗିରି ଜିଲ୍ଲା…
Read More...

ହିତାଧିକାରୀଙ୍କ ଗୋଶାଳାକୁ ନେଇ ମନରେଗା କର୍ମଚାରୀଙ୍କ ଚକ୍ରାନ୍ତ, ଉଦ୍ଦେଶ୍ୟ ମୂଳକ ଭାବେ ଅନ୍ୟ ହିତାଧିକାରୀଙ୍କୁ…

ମାଲକାନଗିରି,୧୮/୦୫(ପିପିଟି): ଜଣେ ହିତାଧିକାରୀଙ୍କ ଗୋଶାଳାକୁ ନେଇ ମନରେଗା କର୍ମଚାରୀଙ୍କ କୁଚକ୍ରାନ୍ତ ରଚନା କରା ଯାଇଥିବା ବେଳେ ଉଦ୍ଦେଶ୍ୟମଳକ ଭାବେ ଅନ୍ୟ ଜଣେ ହିତାଧିକାରୀଙ୍କୁ ଅନୁକମ୍ପା ଦେଖାଇ ଦୁର୍ନୀତି କରିଥିବା…
Read More...

ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ: ବାଲିଗୁଡ଼ା ଓ ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ବ୍ୟାନର ପୋଷ୍ଟର ଜାରି ।

ବାଲିଗୁଡ଼ା,୧୮/୦୫(ପିପିଟି):କିଛି ଦିନର ନୀରବତା ପରେ କନ୍ଧମାଳରେ ମାଓ ସଙ୍ଗଠନ ପୁଣି ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି । ଜିଲ୍ଲାର ବାଲିଗୁଡ଼ା ଥାନା ଲଣ୍ଡାଗାଁ,ଖମଣଖୋଲ ଓ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼…
Read More...

ବାଜି ମାରିଲେ ବିରମହାରାଜପୁର ମାଟିର ସୁନାପୁଅ ଏହେସାସ ହୋତା ।

ସୁବର୍ଣ୍ଣପୁର,୧୮/୦୫(ପିପିଟି): ବାଜି ମାରିଲେ ବୀରମହାରାଜପୁରର ମଲ୍ଟି ଟେଲେଂଟ ଯୁବକ ଏହେସାସ ହୋତା । କେତେବେଳେ ତାଇକଣ୍ଡୋ କ୍ରୀଡାରେ ତାଙ୍କର ଚମତ୍କାରିତା ଦେଖାଉଥିବାବେଳେ ଆଉ କେତେବେଳେ ଯାଦୁଗରି ବିଦ୍ୟାକୁ ନେଇ ସେ…
Read More...

ଅଜଣା ରୋଗରେ ଆକ୍ରାନ୍ତ ମିନାକ୍ଷୀଙ୍କର ଉଚ୍ଚଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ; ସହାୟତା ପାଇଁ ନିବେଦନ ।

ସୁବର୍ଣ୍ଣପୁର,୧୮/୦୫(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ପଞ୍ଚାୟତ  କେନ୍ଦୁପାଲି ଗ୍ରାମର ରାଜୁ ମେହେରଙ୍କ ସ୍ତ୍ରୀ ମିନାକ୍ଷୀ ମେହେର (୨୮) ଗତ ୭ ବର୍ଷ ଆଗରୁ ତାଙ୍କର ଗୋଡ଼ ଦରଜ ହେବା…
Read More...

ପ୍ରତିଷ୍ଠା ହେଲା ମାଙ୍କ ନୂତନ ଭବ୍ୟ ମନ୍ଦିର,ରାଜ୍ୟ ବାସୀଙ୍କ ମଙ୍ଗଳ ପାଇଁ ମାଙ୍କ ଆଶୀର୍ବାଦ କାମନା କଲେ ମୁଖ୍ୟମନ୍ତ୍ରୀ…

ବ୍ରହ୍ମପୁର,୧୮/୦୫:ଗଞ୍ଜାମ ଜିଲ୍ଲା ଆଜି ଉତ୍ସବ ମୁଖରିତ । ଜିଲ୍ଲାର ସବୁ ରାସ୍ତା ଆଜି ଯାଇ ପହଞ୍ଚିଛି ମା ତାରାତାରିଣୀଙ୍କ ପୀଠରେ । ଲୋକଙ୍କ ସୁଅ ଛୁଟିଛି ରତ୍ନଗିରି ପାହାଡକୁ, ମାଙ୍କ ଆସ୍ଥାନକୁ । ଗଞ୍ଜାମର ଆରାଧ୍ୟ ଦେବୀ ମା…
Read More...

ବିନିକା ରେ ରବି ଋତୁ ପାଇଁ ଧାନକିଣା ଆରମ୍ଭ,ପ୍ରଥମ ଦିନରେ ୪ ଚାଷୀଙ୍କ ୧୪୨.୭୨ କ୍ୱିଣ୍ଟାଲ ଧାନ ଉଠିଲା ।

ସୁବର୍ଣ୍ଣପୁର,୧୭/୦୫(ପିପିଟି): ଚଳିତ ରବି ରିତୁ ପାଇଁ ଆଜିଠାରୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ମାର୍କେଟ ୟାର୍ଡ଼ ଠାରେ ଧାନ କିଣା ପର୍ବ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବିନିକା ସେବା ସମବାୟ ସମିତି ପକ୍ଷରୁ ଚାଷୀ ବିଦ୍ୟାଧର…
Read More...

ଗେଡ଼ିଆପଲ୍ଲୀରେ ନୂତନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଉଦ୍‌ଘାଟନ।

ବୋଲଗଡ଼,୧୭/୦୫(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଗେଡ଼ିଆପଲ୍ଲୀଠାରେ ସ୍ଥାନୀୟ ଲୋକଙ୍କ ସୁବିଧା ସୁଯୋଗ ପାଇଁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ କବିତା ମଞ୍ଜରୀ ତ୍ରିପାଠୀଙ୍କ…
Read More...