ଏରେଣ୍ଡ୍ରା ଗ୍ରାମପଞ୍ଚାୟତରେ ମେଗା ଚକ୍ଷୁ ଶିବିର ଅନୁଷ୍ଠିତ ।

ସାନଖେମୁଣ୍ଡି,୧୬/୦୬(ପିପିଟି): ଆଜି ଏରେଣ୍ଡ୍ରା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଧୋବା ସ୍ୱାଇଁଙ୍କ ତତ୍ତ୍ୱବଧାନରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ତରଫରୁ ଏକ ମେଗା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ।…
Read More...

ଡାକ୍ତର ନରହରି ବେହେରାଙ୍କ ଦେହାନ୍ତ।

ବାଲିକୁଦା,୧୬/୦୬(ପିପିଟି); ଆରପାରିରେ ସୁନାମଧନ୍ୟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନରହରି ବେହେରା । ବାଲିକୁଦା ଅଞ୍ଚଳର ଗର୍ବ ସାରା ଓଡିଶାରେ ଶିଶୁରୋଗ ବିଶେଷଜ୍ଞ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା…
Read More...

ରଜ୍ଯରେ ଗତ ୨୪ ଘଣ୍ଟା ମଧ୍ଯରେ ୪୧ ଜଣ କରୋନା ପଜିଟିଭ ଚିହ୍ନଟ।

ଭୁବନେଶ୍ବର,୧୬/୦୬: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୭ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ…
Read More...

ଦୁଇ ଲକ୍ଷ ଟଙ୍କାର ମୂଲ୍ଯବାନ କାଠ ପଟ୍ଟା ଜବତ,ଜଣେ ଅଟକ ।

ମାଲକାନଗିରି,୧୫/୦୬(ପିପିଟି):ଆଜି ମାଲକାନଗିରି  ବନ କର୍ମଚାରୀମାନେ ଏମଭି-୧୯ ଗ୍ରାମର ଜନୈକ ଘରେ ଅଚାନକ ଚଢାଉ କରି ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ଯର ମୂଲ୍ଯବାନ କାଠ ପଟ୍ଟା ଜବତ କରିଥିବା ଜଣା ପଡିଛି ।ଏକ…
Read More...

ମହିମାଧର୍ମାବଲମ୍ବୀ ସାଧୁ ସମାବେଶ ।

ବ୍ରହ୍ମପୁର,୧୫/୦୬(ପିପିଟି):ସ୍ଥାନୀୟ ଆସ୍କା ରୋଡ ରେଡ୍ଡୀ ଗ୍ୟାରେଜ ସନ୍ନିକଟ ଭୈରବୀ କଲ୍ୟାଣ ମଣ୍ଡପ ଠାରେ ଆନ୍ଧ୍ର-ଓଡିଶା ମହିମାଧର୍ମାବଲମ୍ବୀ ସାଧୁ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସାଧୁ ଶୁକଦେବ ପାତ୍ରଙ୍କ ସଭାପତିତ୍ବରେ…
Read More...

ବାଲିଗୁଡାରେ ରଜ ମଉଜ ପାଳିତ: ଗାଇଲେ ରଜ ଗୀତ, ଖେଳିଲେ ଦୋଳି ।

ବାଲିଗୁଡା,୧୫/୦୬(ପିପିଟି): ସାରା ଓଡିଶା ରେ ତିନି ଦିନିଆ ରଜ ପର୍ବ ଧୁମ ଧାମରେ ପାଳିତ ହେଉଥିବା ବେଳେ କନ୍ଧମାଳ ଜ଼ିଲ୍ଲା ର ବାଲିଗୁଡା ବ୍ଲକ ର ଉପାନ୍ତ ଗାଁ ଗୁଡିକ ରେ ମଧ୍ୟ ରଜ ପର୍ବ ମାହା ଆଡମ୍ବର ପାଳିତ ହୋଇଯାଇଛି ।…
Read More...

ଆହତ ବୁଲା ଷଣ୍ଢର ଚିକିତ୍ସାରେ ସହାୟକ ହେଲେ କୁକୁଡା଼ଖଣ୍ଡି ବାସିନ୍ଦା ଓ ପଶୁପ୍ରେମୀ ।

ବ୍ରହ୍ମପୁର,୧୫/୦୬(ପିପିଟି):କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ରଥ ଚକଟା ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ପ୍ରକାଶ ଥାଉ କି ଏକ ବୁଲା ଷଣ୍ଢର ଶିଂଘ ଭାଙ୍ଗି ଦୀର୍ଘ ଦିନ ଧରି ଆହତ ହୋଇଥିଲେ ମଧ୍ୟ ଚିକିତ୍ସା…
Read More...

ମା ହନୁମନ୍ତ ନାରାୟଣୀ ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ।

କୋଦଳା,୧୫/୦୬(ପିପିଟି):ପବିତ୍ର ରଜସଂକ୍ରାନ୍ତି ଅବସର ରେ କୋଦଳା ତହସିଲ ପଡିଆ ଠାରେ ବହୁ ପ୍ରତିକ୍ଷିତ (ରାତ୍ରିକାଳୀନ )ମା ହନୁମନ୍ତ ନାରାୟଣୀ ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି । ମିଥୁନ ପ୍ରଧାନ ଓ ସାଥୀଙ୍କ ଦ୍ୱାରା…
Read More...

ସର୍ବ ଭାରତୀୟ ଟୁରିଷ୍ଟ ଫେଷ୍ଟିବାଲ୍ ରେ ଓଡ଼ିଶାରୁ ଯୋଗ ଦେଲେ ଦାରିଙ୍ଗବାଡ଼ି ହୋଟେଲ୍ ସଂଘ।

ବାଲିଗୁଡା,୧୫/୦୬(ପିପିଟି): ତିନିଦିନିଆ ସର୍ବ ଭାରତୀୟ ଟୁରିଷ୍ଟ ଫେଷ୍ଟିବାଲ ବାଙ୍ଗାଲୁରୁର କୋଲକତାର ଖୁଡିରାମ ଇଣ୍ଡର ଷ୍ଟାଡିୟମରେ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାରୁ ଓଡ଼ିଶାର କାଶ୍ମୀର କୁହାଯାଉଥିବା…
Read More...

ବିସ୍ପୋରଣ ରେ ୭ ଆହାତ ।

କୋଦଳା,୧୫/୦୬(ପିପିଟି): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବେରୁଆବାଡି ଗ୍ରାମ ରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି। ବିବାହ କାର୍ଯ୍ୟ ପାଇଁ ଘରେ ବିସ୍ଫୋରକ ସାମଗ୍ରୀ ଗଛିତ ଥିବା ବେଳେ ହଠାତ୍ ବିସ୍ଫୋରଣ ଘଟି ୭ ଜଣ…
Read More...