ଅଗ୍ନିପଥ ଯୋଜନାକୁ ଜଗତସିଂହପୁର ଜିଲ୍ଲାରେ ବିରୋଧ।

ଜଗତସିଂହପୁର,୨୪/୦୬(ପିପିଟି);ଅଗ୍ନିପଥ ଯୋଜନାକୁ ଜଗତସିଂହପୁର ରେ ମଧ୍ୟ ବିରୋଧ କରାଯାଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚା ଡ଼ାକରାରେ ଆଜି ଜଗତସିଂହପୁର ଟାଉନ ଠାରେ ଅଖିଳ ଭାରତ କୃଷକ ସଭା ,ଓଡ଼ିଶା କୃଷକ ସଭା , ଅଲଇଣ୍ଡିଆ…
Read More...

ବାଲିଗୁଡା ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ।

ବାଲିଗୁଡା,୨୪/୦୬(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚଳିତ ବର୍ଷର ରଥଯାତ୍ରା କିଭଳି ଶାନ୍ତି ଓ ଶୃଙ୍ଖଳାର ସହିତ କରାଯିବ ସେ ନେଇ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ…
Read More...

ବରିଷ୍ଠ ନାଗରିକ ମଞ୍ଚ ତରଫରୁ ନୂତନ ଉପ-ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା ।

ଭଞ୍ଜନଗର,୨୪/୦୬(ପିପିଟି): ଘୁମୁସର ବରିଷ୍ଠ ନାଗରିକ ମଞ୍ଚ, ଭଞ୍ଜନଗର ତରଫରୁ ନୂତନ ଉପ-ଜିଲ୍ଲାପାଳ ଜ୍ଯୋତି ଶଙ୍କର ରାୟଙ୍କୁ ଶୁକ୍ରବାର ପୂର୍ବାହ୍ନରେ ସ୍ୱତନ୍ତ୍ର ଭାବେ ବିଭିନ୍ନ ବହି ଓ ପତ୍ରିକା ପ୍ରଦାନ କରି ସମ୍ବର୍ଦ୍ଧନା…
Read More...

ନୂତନ ଜିଲ୍ଲାପାଳଙ୍କୁ ନିଆରା ଢଙ୍ଗରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲା କନ୍ଧମାଳ କଳା ସଂସ୍କୃତି ସଂଘ ।

କନ୍ଧମାଳ,୨୪/୦୬(ପିପିଟି): କନ୍ଧମାଳର ନୂତନ ଜ଼ିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ନିଆରା ଢଙ୍ଗରେ କନ୍ଧମାଳ ଜ଼ିଲ୍ଲା କଳା ସଂସ୍କୃତି ସଂଘ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିରେ ଜ଼ିଲ୍ଲା ଉପ ସଭାପତି ଅକ୍ଷୟ…
Read More...

ମିଳିତ ଅବକାରୀ ଧରପଗଡ଼ ; ୨ ଗିରଫ ।

ଭଞ୍ଜନଗର,୨୪/୦୬(ପିପିଟି) : ଭଞ୍ଜନଗର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଭାରପ୍ରାପ୍ତ ତହସିଲଦାର ନିହାର ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଶୁକ୍ରବାର ଭଞ୍ଜନଗର ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ସହରର ବିଭିନ୍ନ ଦେଶୀ ମଦ…
Read More...

ଭିଜିଲାନ୍ସ ଜାଲରେ ସିଏସଓ ଆଣ୍ଟି ସ୍ମଗଲିଂ ଗାର୍ଡ।

ଜଳେଶ୍ୱର,୨୪/୦୬: ବାଲେଶ୍ୱର ସିଏସଓ କର୍ମଚାରୀ ଆଣ୍ଟି ସ୍ମଗଲିଂ ଗାର୍ଡ ଜନାର୍ଦ୍ଦନ ପଲାଇଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ସୂଚନା ଅନୁଯାୟୀ ୪ ଜଣ ଡିଏସପି ଓ ୫ଜଣ ଇନସ୍ପେକ୍ଟରଙ୍କ…
Read More...

ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ରାଜସ୍ବ ମୋକଦ୍ଦମା ଗୁଡିକ ଫୈସଲା କରିବାକୁ ସମସ୍ତ ତହସିଲଦାରଙ୍କୁ ଜିଲ୍ଲାପାଳଙ୍କ…

ଛତ୍ରପୁର,୨୩/୦୬(ପିପିଟି): ଗଞ୍ଜାମ ଜିଲ୍ଲାର ସମସ୍ତ ତହସିଲ ଗୁଡିକର ରାଜସ୍ବ ସମୀକ୍ଷା ଓସ୍ବାନ ଦ୍ବାରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଜସ୍ବ…
Read More...

ଗୁଣି ଗାରେଡ଼ି ବିରୋଧରେ ସଚେତନତା ଶିବିର ।

ବେଲଗୁଣ୍ଠା,୨୩/୦୬(ପିପିଟି):ଗାଙ୍ଗପୁର ଥାନା ଆମ ପୋଲିସ୍ ସମିତି ବେଲଗୁଣ୍ଠା ବ୍ଳକ୍ ବାଡବୋରସିଂ ସ୍ଥିତ ସୁଚନା କେନ୍ଦ୍ରରେ ଗୁଣି ଗାରେଡ଼ି ବିରୁଦ୍ଧରେ ଏକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ବକ୍ତା ଭାବରେ…
Read More...

କୂଅ ମଧ୍ୟରୁ ୮ ଫୁଟ ଲମ୍ବର ବୋଡା ସାପ ଉଦ୍ଧାର ।

ଭଞ୍ଜନଗର,୨୩/୦୬(ପିପିଟି) : ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ର ବାରୁଡା ଗ୍ରାମରୁ ଏକ ୮ ଫୁଟ ଲମ୍ବର ବୋଡା ସାପକୁ ବନ ବିଭାଗ ଉଦ୍ଧାର କରିଛି। ଗ୍ରାମର ଅଜୟ ପ୍ରଧାନ ଘର ବାରିପଟ କୂଅରେ ସାପଟି ରହିଥିବା ପରିବାର ଲୋକେ ଦେଖି…
Read More...

ପାଞ୍ଚ ଦିନିଆ ନେତୃତ୍ୱ ଏବଂ ଡ଼ିଜିଟାଲ୍ ଦକ୍ଷତା ତାଲିମ୍ ଶିବିର ଆରମ୍ଭ ।

ବେଲଗୁଣ୍ଠା,୨୩/୦୬(ପିପିଟି): 5T ରୂପାନ୍ତରିତ ବିଦ୍ୟାଳୟ ଗୁଡ଼ିକରେ ଗୁଣାତ୍ମକ ଏବଂ ଦକ୍ଷତା ଭିତ୍ତିକ ଶିକ୍ଷଣ ନିମନ୍ତେ ଆଜିଠାରୁ 5T ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷକ ଏବଂ ବରିଷ୍ଠ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କର ପାଞ୍ଚ…
Read More...