ଜନ ଚେତନାରେ ଲୋକ କଳା ଉଜ୍ଜୀବିତ ରଖିବା ପ୍ରୟାସ ଆବଶ୍ୟକ : ମହାସଂଘ ।
ବ୍ରହ୍ମପୁର,୦୮/୦୮(ପିପିଟି) : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ପକ୍ଷରୁ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ ପରିସରରେ ଗ୍ରାମୀଣ ନାଟ୍ୟ ଦିବସ ମହାସମାରୋହରେ ପାଳିତ…
Read More...
Read More...