ଗୋଟିଏ ବନ୍ଧ ଦୁଇଟି ନାମ; ମନରେଗା କାର୍ଯ୍ଯରେ ଦୁର୍ନୀତି ଅଭିଯୋଗ।

କବିସୂର୍ଯ୍ୟନଗର,୦୩/୦୯(ପିପିଟି):ଗୋଟିଏ ବନ୍ଧ ଦୁଇଟି ନାମ, ମନରେଗା କାର୍ଯ୍ଯରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ପାଇକଯମୁନା ପଞ୍ଚାୟତରେ ଏହି ଦୁର୍ନୀତି ପଦାକୁ ଆସିଛି। ପାଇକଯମୁନା…
Read More...

ଜି.ଉଦୟଗିରିର ଗାନ୍ଧୀ ଛକରେ ଆଲୋକ ଆସିବ କେବେ ?

ବାଲିଗୁଡ଼ା,୦୨/୦୯(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ଗାନ୍ଧୀ ଛକ ଆଜିକୁ ୧୨ ଦିନରୁ ଊର୍ଦ୍ଧ୍ବ ହେବ ଅନ୍ଧାରରେ ଅଛି । ଏ ସମ୍ପର୍କରେ ପରିଷଦରେ ଅଭିଯୋଗ ହୋଇଥିଲେ ମଧ୍ୟ ୧୨ଦିନରୁ ଅଧିକ…
Read More...

ଗଣେଶ ଭଷାଣି ବେଳେ ନାବାଳିକାର ମୃତ୍ୟୁ ।

ଭଞ୍ଜନଗର,୦୨/୦୯(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ ଡ଼ହ ଠାରେ ଶୁକ୍ରବାର ଅପରାହ୍ନରେ ଗଣେଶ ମୂର୍ତ୍ତି ଭଷାଣି ସମୟରେ ଏକ ଅଭାବନୀୟ ଘଟଣା ଘଟିଛି।ଏହି ଗ୍ରାମର ମିଟୁ ସାହୁଙ୍କ ଝିଅ ରୂପାଲି ସାହୁ(୧୦) ନିଜ ଟିଉସନ ସାଙ୍ଗ…
Read More...

୧୮୦ କେଜି ଗଞ୍ଜାଇ ଜବତ ,୫ ଜଣଙ୍କୁ ଗିରଫ ।

ମାଲକାନଗିରି,୦୨/୦୯(ପିପିଟି):ମାଲକାନଗିରି ସଦର ପୁଲିସ ଦ୍ବାରା ଗଞ୍ଜେଇ ଜବତ ହେବା ସହ ଏଥିରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ , ଗତକାଲି ରାତିରେ ମାଲକାନଗିରି ଥାନା ଏସ୍‌ଆଇ କେ.ସଙ୍ଗନା ମାଲକାନଗିରି…
Read More...

ନିମ୍ନମାନର ରାସ୍ତା ଯୋଗୁଁ ଯାତାୟତ ବାଧା ପ୍ରାପ୍ତ;ପ୍ରଧାନ ମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନାରେ ଦୁର୍ନୀତି ।

ମାଲକାନଗିରି,୦୨/୦୯(ପିପିଟି): ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିମ୍ନମାନର କାର୍ଯ୍ୟ କରି ବିଭାଗୀୟଅଧିକାରୀ ଓ ସମ୍ପୃକ୍ତ ଠିକାଦାର ଅର୍ଥ ଲୁଟ୍ କରି ଚାଲିଥିବା ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି…
Read More...

ଗଣେଶ ମୂର୍ତ୍ତିକୁ ନେଇ ବିବାଦର ସମାଧାନ ।

ମାଲକାନଗିରି,୦୨/୦୯(ପିପିଟି): ମାଲକାନଗିରି ସଦର ମହକୁମାରେ ଗଣେଶ ଚତୁର୍ଥୀ ଉପଲକ୍ଷେ ଉତ୍ସବମୁଖର ହୋଇପଡିଥିଲା ସମଗ୍ର ଅଞ୍ଚଳ । ବିଭିନ୍ନ ପୂଜା ମଣ୍ଡପରେ ବିରାଜିତ ହୋଇଥୁଲେ ପ୍ରଭୁ ଗଜାନନ । ମାଲକାନଗିରି ପୁରୁଣା ହସ୍ପିଟାଲ…
Read More...

କୋଲାଗୋଣ୍ଡା ସ୍କୁଲରେ ୨ ଛାତ୍ର ମୃତ୍ୟୁ ।

ମାଲକାନଗିରି,୦୨/୦୯(ପିପିଟି): ଗତ କିଛି ଦିନ ମଧ୍ୟରେ ପଡିଆ ବ୍ଲକ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କୋଲାଗୋଣ୍ଡା ଆଶ୍ରମ ସ୍କୁଲରେ ୨ ଜଣ ଛାତ୍ର ମୃତ୍ୟୁବରଣ କରିଥିବ. ବେଳେ ବର୍ତ୍ତମାନ ୧୧ ଜଣ ଛାତ୍ର ମାଲକାନଗିରି ଜିଲ୍ଲା…
Read More...

କନ୍ଧମାଳରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ ।

କନ୍ଧମାଳ,୦୧/୦୯(ପିପିଟି): ସମଗ୍ର ଦେଶରେ ସେପ୍ଟେମ୍ବର ୧ କୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ଭାବରେ ପାଳନ କରା ଯାଉଛି। ଏହି ଅବସରରେ କନ୍ଧମାଳ ଜିଲା ଓଡିଶା ଡ୍ରାଇଭର ମହାସଂଘ ଫିରିଙ୍ଗିଆ ଶାଖା ତରଫରୁ ଡ୍ରାଇଭର ଦିବସ ପାଳିତ…
Read More...

ବରିଷ୍ଠ ନାଗରିକ ମଞ୍ଚ ପାଳନ କଲେ ସ୍ୱାୟତ୍ତ ଶାସନ ଦିବସ ।

କୋଦଳା,୦୧/୦୯(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ବାବା ଶ୍ରୀ ଦଣ୍ଡେଶ୍ଵର ମହାଦେବଙ୍କ ପ୍ରାଙ୍ଗଣରେ କୋଦଳା ବରିଷ୍ଠ ନାଗରିକ ମଞ୍ଚ ତତ୍ୱାବଧାନ ରେ ସ୍ୱାୟତ୍ତ ସାଶନ ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ମଞ୍ଚ…
Read More...

ଉପର ବାଗଦେବୀ ମନ୍ଦିରରୁ ଚୋରି ।

ଭଞ୍ଜନଗର,୦୧/୦୯(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଠାରେ ଥିବା ଉପର ବାଗଦେବୀ ମନ୍ଦିରରୁ ଗତ ମଙ୍ଗଳବାର ରାତିରେ ଚୋରି ହୋଇଥିବା ଜଣାପଡିଛି।ପାହାଡ଼ ଉପରେ ଥିବା ନିଛାଟିଆ ଏହି ମନ୍ଦିରରୁ ପୂଜକ ଫେରିବା ପରେ ଦେବୀଙ୍କ…
Read More...