ବାଲିଗୁଡ଼ାରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା: ସମସ୍ତେ ମିଳିମିଶି ବିଜୁ ଜନତା ଦଳକୁ ଆଗେଇ ନେବା- ବିଜୟ ।

ବାଲିଗୁଡ଼ା,୨୭/୧୦(ପିପିଟି): ରାଜ୍ୟବ୍ୟାପୀ ଅକ୍ଟୋବର ଦୁଇ ତାରିଖରୁ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି ଗୁରୁବାର କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବିଜେଡ଼ି ପକ୍ଷରୁ ଏକ ଜନ ସମ୍ପର୍କ…
Read More...

ନାବାଳିକା ଛାତ୍ରୀ ଗର୍ଭବତୀ ମାମଲା; କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ଯୁବମୋର୍ଚ୍ଚାର ଧାରଣା ।

କନ୍ଧମାଳ,୨୭/୧୦(ପିପିଟି): ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲା ବିଜେପି ଯୁବମୋର୍ଚ୍ଚା। ଏହି ଘଟଣାରେ ଅଭିଯୁକ୍ତଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଯୁବମୋର୍ଚ୍ଚାର…
Read More...

କୁଡୁମୁଲୁଗୁମ୍ମାରେ ସୃଜନଶୀଳତା କାର୍ଯ୍ୟକ୍ରମ “ସୁରଭି-୨୦୨୨ ।

ମାଲକାନଗିରି,୨୬/୧୦(ପିପିଟି): କୁଡୁମୁଲୁଗୁମ୍ମା ବ୍ଲକ ଶିକ୍ଷା ବିଭାଗ ଓ ମାଲକାନଗିରି ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଛାତ୍ର ଛାତ୍ରୀମାନଙ୍କ ସୃଜନଶୀଳତାର ବିକାଶ ନିମନ୍ତେ ସୁରଭି କାର୍ଯ୍ୟକ୍ରମ-୨୦୨୨ ଉଦ୍ଘାଟିତ ହୋଇଯାଇଛି ।…
Read More...

ଦିଗପହଣ୍ଡି ନୂତନ ବସ୍ ଷ୍ଟାଣ୍ଡ ପରିସର ମଧ୍ୟରେ ସୌନ୍ଦର୍ଯ୍ୟୀକରଣର ଉଦ୍ଘାଟନ, ସିଟି ସର୍ଭେଲାନ୍ସ ସିଷ୍ଟମ ଏବଂ ପୋଷାକର…

ଛତ୍ରପୁର,୨୬/୧୦(ପିପିଟି): ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ମଧ୍ୟରେ ଥିବା ନୂତନ ବସ୍ ଷ୍ଟାଣ୍ଡର ମଧ୍ୟଭାଗରେ ଖୋଲା ସ୍ଥାନର ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପର ବୁଧବାର ଶୁପଭ ଉଦ୍ଘାଟନ ଅନୁଷ୍ଠିତ ହୋଇଛି । ଗଞ୍ଜାମ ଜିଲ୍ଲାପାଳ…
Read More...

ମାନସିକ ସ୍ବାସ୍ଥ୍ଯ ସଚେତନ ଶିବିର।

ଛତ୍ରପୁର,୨୬/୧୦(ପିପିଟି): ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁରଠାରେ ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ ତରଫରୁ ମାନସିକ ସ୍ୱାସ୍ଥ୍ୟ ସଚେତନତା ଶିବିର ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ…
Read More...

ବୋଲଗଡରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ।

ବୋଲଗଡ଼,୨୬/୧୦(ପିପିଟି): କୁନିକୁନି ଶିଶୁମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ସରକାରୀ ବିଦ୍ୟାଳୟ ମାନଙ୍କରେ ପ୍ରତିବର୍ଷ ଭଳି ସୁରଭି ବା ଶିଶୁ ମହୋତ୍ସବ ବ୍ଲକ ସ୍ତରୀୟ ସ୍ଥାନୀୟ ବାମନ ହାଇସ୍କୁଲ ମିନି ଷ୍ଟାଡିୟମରେ…
Read More...

ଏମଭି-୯ ଗ୍ରାମରେ ବୃଦ୍ଧାଙ୍କୁ ନିର୍ମମ ହତ୍ଯା ।

ମାଲକାନଗିରି,୨୬/୧୦(ପିପିଟି): ମାଲକାନଗିରି ଥାନା ଅନ୍ତର୍ଗତ ଗୌଡ଼ଗୁଡା ପଞ୍ଚାୟତର ଏମଭି-୯ ଗ୍ରାମ ମୁଣ୍ଡରେ ଥିବା ଧାନ କ୍ଷେତରୁ ଜଣେ ବୃଦ୍ଧାଙ୍କ ଉଲଗ୍ନ ଅବସ୍ଥାରେ ପଡିଥିବା ଏକ ମୃତ ଦେହକୁ ପୋଲିସ ଉଦ୍ଧାର କରିଛି । ଏହି…
Read More...

ଟ୍ରକ୍ ସହ ମୋଟରସାଇକେଲ୍ ଧକ୍କା; ମୋଟରସାଇକେଲ୍ ଚାଳକ ଗୁରୁତର ।

ବେଲଗୁଣ୍ଠା,୨୬/୧୦(ପିପିଟି):ଆଜି ସକାଳ ଏଗାରଟା କୋଡ଼ିଏ ମିନିଟ୍ ସମୟରେ OD19L9246 ନମ୍ଵର୍ ବିଶିଷ୍ଟ ଏକ ଟ୍ରକ୍ ଜଗନ୍ନାଥପ୍ରସାଦ ପଟୁ ଆସି ବେଲଗୁଣ୍ଠା ହାଟପଦା ଠାରେ ବାଲିପଦର ଅଭିମୁଖେ ବୁଲାଉ ଥିବା ବେଳେ ବାଲିପଦର ପଟୁ ଏକ…
Read More...

କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ।

ବେଲଗୁଣ୍ଠା,୨୬/୧୦(ପିପିଟି): ଏହି ବ୍ଲକ ପ୍ରତାପୁର କ୍ଳଷ୍ଟର ପାଟରାପଲ୍ଲୀ ଗୋବିନ୍ଦ ଦାଶ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଲୁକ୍କାୟିତ କଳାକୁ…
Read More...

ଡ଼ହ ଠାରେ ମା’ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ।

ଭଞ୍ଜନଗର,୨୫/୧୦(ପିପିଟି): ଭଞ୍ଜନଗର ଜଳସେଚନ ବିଭାଜନ ଅନ୍ତର୍ଗତ ଡ଼ହ ଡ୍ୟାମ ଠାରେ ୪୦ତମ ମା' ଶ୍ୟାମା କାଳୀ ପୂଜା ବେଶ ଧୁମଧାମ ସହକାରେ ପାଳନ କରାଯାଉଛି।ସୋମବାର ପବିତ୍ର ଦୀପାବଳିରେ ବିଭିନ୍ନ ରୀତିନୀତି ଅନୁଯାୟୀ ଡ଼ହ ଜଳ…
Read More...