ଭଞ୍ଜନଗର ଥାନାରେ ଆଜି ସୁଧା ୧୨୧୪କେସ ପଞ୍ଜିକୃତ; ଗଞ୍ଜାମ ଜିଲ୍ଲାରେ ରେକର୍ଡ଼ ।

ଭଞ୍ଜନଗର, ୩୦/୧୨(ପିପିଟି) : ୨୦୨୩ବର୍ଷ ଶେଷ ହେବାକୁ ଯାଉଛି।ଆଉ ଦିନେ ପରେ ଆସିବ ନୂତନ ବର୍ଷ ୨୦୨୪।ହେଲେ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାରେ ଏତେ ସଂଖାକ ମାମଲା ରୁଜୁ ହୋଇଛି ଯେ ତାହା ଗଞ୍ଜାମ ଜିଲ୍ଲା ସମେତ ସାରା…
Read More...

ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ; ନୂଆ-ଓ ମୁଖ୍ୟମନ୍ତ୍ରୀଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ।

ଭଞ୍ଜନଗର, ୩୦/୧୨. ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଗତ ଏକ ମାସ ଧରି ଚାଲିଥିବା ନୂଆ ଓ,  ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଶନିବାର ସଂନ୍ଧ୍ଯାରେ ଉଦଯାପିତ ହୋଇଯାଇଛି।  ଆୟୋଜିତ ଉତ୍ସବରେ…
Read More...

ଲକ୍ଷାଧିକ ଟଙ୍କାର କାଠ ସହ ଦୁଇ ମାଫିଆଙ୍କୁ କାବୁ କଲା କୋଟଗଡ ବନ ବିଭାଗ ।

ବାଲିଗୁଡା,ତା,୩୦/୧୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ କୋଟଗଡ ବନାଞ୍ଚଳରେ ଦୁଇ ସକ୍ରିୟ କାଠ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଛି କୋଟଗଡ ବନବିଭାଗ l କୋଟଗଡ ବନାଞ୍ଚଳ ଅଧିକାରୀ ରମାକାନ୍ତ କହଁରଙ୍କ…
Read More...

ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୧୯୯୩ ବେଚର ବନ୍ଧୁମିଳନ ।

ବେଲଗୁଣ୍ଠା,୩୦/୧୨(ପିପିଟି):ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୧୯୮୮ ମାଟ୍ରିକ ବେଚର ବନ୍ଧୁମିଳନ ଆଜି ଆସିକା ନିକଟସ୍ଥ ମା କରଞ୍ଜେଈ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଇଯାଇଛି। ଏହି 24 ତମ ବାର୍ଷିକ ବନ୍ଧୁ ମିଳନ…
Read More...

ବେଲଗୁଣ୍ଠା ବଣିକ ସଂଘର ରୌପ୍ୟ ଜୟନ୍ତୀ ଉତ୍ସବ ପାଳନ ।

ବେଲଗୁଣ୍ଠା, ୩୦/୧୨(ପିପିଟି): ବେଲଗୁଣ୍ଠା ବଣିକ ସଂଘର ୨୫ତମ ବାର୍ଷିକ ଉତ୍ସବ ତଥା ରୌପ୍ୟ ଜୟନ୍ତୀ ପାଳନ ନିକଟସ୍ଥ ଜ୍ଞାନଦେବୀ ଉଦ୍ୟାନରେ ସଭାପତି ସି.ଏଚ ସନତ କୁମାର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଇଯାଇଛି। ଏହି…
Read More...

ବେଗୁନିଆପଡାରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ ।

କୋଦଳା,୩୦/୧୨(ପିପିଟି): ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା,ନବୀନ ଓଡ଼ିଶା ତରଫରୁ ଆନ୍ତଃ ମହାବିଦ୍ୟାଳୟ କ୍ରୀଡା,ସାଂସ୍କୃତିକ, ସାମାଜିକ ପ୍ରତିଯୋଗିତା…
Read More...

ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୧୯୮୮ ବେଚର ବନ୍ଧୁମିଳନ ।

ବେଲଗୁଣ୍ଠା,୩୦/୧୨(ପିପିଟି) : ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୧୯୮୮ ମାଟ୍ରିକ ବେଚର ବନ୍ଧୁମିଳନ ଆଜି ମା ବାସଙ୍ଗ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ ସାଙ୍ଗ ମେଳରୁ ସବୁଦିନ ପାଇଁ…
Read More...

ସୌନ୍ଦର୍ଯ୍ୟର ଗନ୍ତାଘର ମଣ୍ଡନଗିରି ବଣଭୋଜି ପାଇଁ ମଣ୍ଡନଗିରି ପାଦଦେଶ ପାଲଟିଛି ପ୍ରକୃଷ୍ଟ ସ୍ଥଳ।

ଖୋର୍ଦ୍ଧା/ ବୋଲଗଡ଼,୩୦/୧୨(ପିପିଟି): ନୀଳ ଆକାଶ ତଳେ ଘଞ୍ଚ ଜଙ୍ଗଲ । ଭଳି କି ଭଳି ଗଛଲତାର ଅପରୂପ ଆକର୍ଷଣ । ପାହାଡ଼ ଉପରେ ରଜ୍ୟlଭିଷେକ ବେଶରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀରାମ ଚନ୍ଦ୍ର । ପାହଡ଼ର ପାଦଦେଶରୁ ୧୧୫୦ ଫୁଟ…
Read More...

***ମୋ ଅନୁଭୂତିରେ ଜଗନ୍ନାଥ***

ମୋ ଜନ୍ମ ପୁରୁଣା ଘୁମୁସର ଗଡ଼ରେ । ଏଠାରେ ଭଞ୍ଜ କୀର୍ତ୍ତି କୀରଟି ସଦୃଶ୍ୟ ବିଦ୍ୟମାନ ଜଗନ୍ନାଥ ମନ୍ଦିର। ତତ୍ ସଂଲଗ୍ନ ମହାଦେବ ମନ୍ଦିର। ଦକ୍ଷିଣ ଦିଗରେ ମା' କନକ ଦୁର୍ଗା ମନ୍ଦିର। ଗାଁ ର ଚତୁର୍ଦିଗରେ ଗଡ ଖାଇ । ନିକଟରେ…
Read More...

ଶେରଗଡ଼ ସ୍ଥିତ ଉଦୟପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଯୁବ ଓଡ଼ିଶା – ନବୀନ ଓଡ଼ିଶା ଉତ୍ସବ…

ଶେରଗଡ,୨୯/୧୨(ପିପିଟି):ଗଞ୍ଜାମ ଜିଲ୍ଲା ଶେରଗଡ଼ ସ୍ଥିତ ଉଦୟପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚଳିତ ମାସ ୨ ତାରିଖରେ ଆରମ୍ଭ ହୋଇଥିବା ଯୁବ ଓଡ଼ିଶା ନବୀନ ଓଡ଼ିଶା ଉତ୍ସବ ୨୭ ତାରିଖ ବୁଧବାର ଦିନ ଉଦ୍‌ଯାପିତ…
Read More...