***ନବ ବର୍ଷରେ ଚାକର ସ୍ତୁତି***

ଆଜି ନବ ବର୍ଷ-୨୦୨୪ ଫୁଲ ତୋଡାଟିଏ ଧରି ଅଫିସର ପାଖେ ତଳିଆ ଚାକର ବୁଲୁଥାଏ ଘିରି ଘିରି...!! ଫୁଲରେ ପଡ଼ିଛି ଅତର ଛିଟିକା ବାସୁଥାଏ ଚଉ ଦିଗ... ଡାଏରୀ ଖଣ୍ଡିଏ ଦେଇ ଉପହାର ମୁଣ୍ଡିଆ ମାରଇ ଆଗ...!! ହ୍ଯାପି ନିଉ ଇଅର…
Read More...

ନୂତନ ବର୍ଷରେ ବାବା ଦଣ୍ଡିଶ୍ୱର ଦର୍ଶନ କଲେ ବିଧାୟିକା ।

କୋଦଳା,୦୧/୦୧(ପିପିଟି): ନୂତନ ବର୍ଷ ୨୦୨୪ ସକାଳୁ ସକାଳୁ ମାନନୀୟା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ କୋଦଳା ବିଜେ ବାବା ଶ୍ରୀ ଶ୍ରୀ ଦଣ୍ଡିଶ୍ୱର ମହାଦେବ ମନ୍ଦିର କୁ ଆସି ପ୍ରଭୁଙ୍କ ଆଶୀର୍ବାଦ ନେବା ସହିତ ଅଞ୍ଚଳ…
Read More...

ନୁଆଁ ବରଷରେ ଅନୁରୋଧ ମୋର ।

ଦେଖୁ ଦେଖୁ ସରିଗଲା ପୁରୁଣା ବର୍ଷ ପଡ଼ିଲାଣି କେବେ ଜଣା, ଥିରି ଥିରି ଆସିଲା ନୁଆଁ ବରଷ ସତେ କେତେ ମନ ଜିଣା ll ଖୁସିରେ ସଭିଏଁ ଆନନ୍ଦେ ନାଚନ୍ତି ନୁଆଁ ବରଷକୁ ପାଇ, ଆଖିର ପଲକ ପଡୁନାହିଁ ଜମା ସବୁ ମନ ହାଇଁ…
Read More...

ଜିଲ୍ଲାପରିଷଦ ସଭ୍ୟଙ୍କ ପିତୃ ବିୟୋଗ।

ବୋଲଗଡ଼ ୦୧/୦୧(ପିପିଟି):ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗାଁ ପଞ୍ଚାୟତ ୨୬ନମ୍ବରଜୋନ ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁଙ୍କ ପିତା ସଦାଶିବ ରାୟଗୁରୁଙ୍କର ୮୫ବର୍ଷ ବୟସରେ ଗତକାଲି ମଧ୍ୟ ରାତ୍ରରେ ପରଲୋକ ହୋଇଯାଇଛି।…
Read More...

***ଶାସନ କଳ***

ହୁ.. ହୁ..ହୋଇ ବଜାର ଦର ଆକାଶ ଛୁଆଁ ବୃଦ୍ଧି.... ବିକାଶ ନାମେ ବାଜେ ବାଇଦ ଭ୍ରମିତ ହେଲା ବୁଦ୍ଧି...!! ପୋଟ୍ରୋଲ ଦର ଶହେ ଆଠ ଗାଡ଼ି ଖାଉଅଛି ଖତ... କାନ୍ଦୁଲ ଡାଲି ଶହେ ସତୁରୀ ପେଟକୁ ନାହିଁ ଭାତ...!! ବିଜୁଳି…
Read More...

ସୋସିଆଲ ମିଡ଼ିଆ ର ପ୍ରଭାବ ରେ ଅଲୋଡ଼ା ହୋଇଛି ଗ୍ରୀଟିଙ୍ଗ୍ସ କାର୍ଡ ।

ବୋଲଗଡ଼,୩୧/୧୨(ପିପିଟି):ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ର ପ୍ରଭାବ ରେ ଅଲୋଡ଼ା ହୋଇ ପଡିଛି ଗ୍ରୀଟିଙ୍ଗ କାଡ୍। ସମୟଥିଲା ଗ୍ରାମୀଣ ଓ ସହରାଞ୍ଚଳରେ ପିଲାଙ୍କ ମଧ୍ୟରେ ହେଉ କିମ୍ବା ସାଙ୍ଗ ସାଥି ରେ ହେଉ ଗ୍ରୀଟିଙ୍ଗ କାଡ କୁ…
Read More...

କଇଣ୍ଡି ରକ୍ତଦାନ ଶିବିରରୁ ୩୦ୟୁନିଟ ରକ୍ତ ସଂଗ୍ରହ।

ଭଞ୍ଜନଗର, ୩୧/୧୨(ପିପିଟି) : ଭଞ୍ଜନଗର ବ୍ଲକ କଇଣ୍ଡି ଠାରେ ଗ୍ରାମବାସୀ ଓ ଯୁବକ ସଂଘ ମିଳିତ ଆନୁକୁଲ୍ୟରେ ଆଇନଜୀବି ତଥା ପୁର୍ବତନ ଲ ଅଫିସର ନାବାର୍ଡ ବାଳକୃଷ୍ଣ ପୋଲାଇଙ୍କ ନେତୃତ୍ବରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ…
Read More...

ପାରା ସମ୍ପ୍ରସାରଣ କର୍ମଚାରୀ ଓ ଅଗ୍ରଣୀ ଚାଷୀଙ୍କ ସଚେତନତା କାର୍ଯ୍ୟକ୍ରମ ।

ଉଲୁଣ୍ଡା ,୩୦/୧୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କୃଷି କାର୍ଯ୍ୟାଳୟ ଠାରେ ସରକାରଙ୍କ କୃଷି ଓ କୃଷକର‌ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସହକାରୀ ବୈଷୟିକ ପରିଚାଳକ ମୀନକେତନ ମହାକୁରଙ୍କ…
Read More...

ସୋନପୁର ରେ ଧାନକିଣା ଅବ୍ୟବସ୍ଥା ନେଇ ଗର୍ଜିଲେ ଚାଷୀ ।

ଉଲୁଣ୍ଡା ,୩୦/୧୨(ପିପିଟି) :ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ସୋନପୁର ରୟାଲ୍ ପଡିଆ ଠାରେ ଶତାଧିକ ଚାଷୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ଧାନ କିଣା ରେ ଗ୍ରାମାଞ୍ଚଳ ର ଚାଷୀ…
Read More...

ଯୁବ ଓଡ଼ିଶା, ନବୀନ ଓଡ଼ିଶା ଉଦଯାପନୀ ଉତ୍ସବ; ନୂଆ-ଓ ପ୍ରତିଭା ବିକାଶ ପାଇଁ ଶ୍ରେଷ୍ଠ ପ୍ଲାଟଫର୍ମ; ଅଧ୍ୟକ୍ଷ ।

ଭଞ୍ଜନଗର, ୩୦/୧୨ (ପିପିଟି): ଭଞ୍ଜନଗର ବ୍ଲକ ଗାଲେରୀ ସ୍ଥିତ ଦଣ୍ଡପାଣି ମହାରଥା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ରେ ନୂଆ-ଓ ଅନ୍ତର୍ଗତ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଶନିବାର ଉଦଯାପିତ ହୋଇଯାଇଛି।ଏଥିରେ କଲେଜ…
Read More...