ନିର୍ବାଚନ ପରବର୍ତ୍ତୀ ଆଇନ୍ ଶୃଙ୍ଖଳା ରକ୍ଷା ପାଇଁ ବେଲଗୁଣ୍ଠା ପୋଲିସ୍ ର ଫ୍ଲାଗ୍ ମାର୍ଚ୍ଚ ।

ବେଲଗୁଣ୍ଠା,୨୬/୦୫(ପିପିଟି) : ନିର୍ବାଚନ ପରବର୍ତ୍ତୀ ଆଇନ୍ ଶୃଙ୍ଖଳା ରକ୍ଷା ପାଇଁ ବେଲଗୁଣ୍ଠା ପୋଲିସ୍ ପକ୍ଷରୁ ବେଲଗୁଣ୍ଠା ଥାନା ଅନ୍ତର୍ଗତ ବେଲଗୁଣ୍ଠା ସହର ସମେତ ବିଭିନ୍ନ ଗ୍ରାମରେ ଫ୍ଲାଗ୍ ମାର୍ଚ୍ଚ କରାଯାଇ ପୋଲିସ୍ ର…
Read More...

ହିନ୍ଦୁ ମୁସଲମାନ ଭାଇଚାରାର ବାର୍ତ୍ତା ଦେଇଥାଏ କାଇପଦର ର ବୁଖାରି ପୀରବାବା ପୀଠ।

ଖୋର୍ଦ୍ଧା,୨୬/୦୫(ପିପିଟି): ଷୋହଳ ନମ୍ବର ଜାତୀୟ ରାଜପଥ କୁରାଢ଼ମଲ୍ଲ ଛକଠାରୁ ତିନି କିଲୋମିଟର ଯିବା ପରେ ପଡେ କାଇପଦର ବୋଖାରୀ ପୀରବାବାଙ୍କ ପୀଠ। ଏହି ପୀଠକୁ ସମଗ୍ର ବିଶ୍ବର ତଥା ବିଭିନ୍ନ ରାଜ୍ୟର ଓ ବିଭିନ୍ନ ସମ୍ପ୍ରଦାୟର…
Read More...

***ବିରହ ବିଳାପ***

ତୁମେ ତ ଆସିଲ ମୋ ପ୍ରେମ ପଥରେ ଭସା ବାଦଲଟି ହୋଇ..... କେଉଁଠି ବରଷି ମେଣ୍ଟାଇଲ ତୃଷା କୋଉଠି ତ ମରୁ ଭୂଇଁ....!! ତୁମେ ତ ଆସିଲ ମୋ ପ୍ରେମ ପଥରେ ଗୋଲାପ କୁସୁମ ହୋଇ..... କା' ଶେଯରେ ତୁମେ ହସିଲ ନାଚିଲ କଣ୍ଟା ହେଲ…
Read More...

ଚଳିତ ମାସରେ ୬ଟି ସମ୍ମାନ ପାଇଲେ କବି କେଶବ ଚନ୍ଦ୍ର ନାୟକ ।

ମାଲକାନଗିରି,୨୪/୦୫(ପିପିଟି) :ମାଲକାନଗିରି ଭଳି ଏକ ଉପାନ୍ତ ଜିଲ୍ଲାରେ ଓଡ଼ିଆ ସାହିତ୍ୟର ଯେଉଁଠି ସୂର୍ଯ୍ୟାସ୍ତ, ସେଠି ପଙ୍କରୁ ପଙ୍କଜ ଜନ୍ମଦେଲା ଭଳି ଅହରହ ଓଡ଼ିଆ ଭାଷା ସାହିତ୍ୟର ବିନ୍ଧାଣି କବି କେଶବ ଚନ୍ଦ୍ର ନାୟକ…
Read More...

ସୋନପୁର ରେ ଲଞ୍ଚ ହେଲା ସୋନାଲିକା ର ନିଉଁ ମୋଡେଲ ଟାଇଗର ସିରିଜ୍ ଟ୍ରାକ୍ଟର : ଯୋଗ ଦେଲେ ହଜାର ହଜାର ଗ୍ରାହକ ।

ସୁବର୍ଣ୍ଣପୁର ,୨୪/୦୫(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ନିଉଁ ପ୍ରତୀକ ଟେଣ୍ଟ ହାଉସ୍ ଠାରେ ସୋନାଲିକା ଟ୍ରାକ୍ଟର କମ୍ପାନୀ ର ନିଉଁ ମୋଡେଲ ଟାଇଗର ସିରିଜ ଟ୍ରାକ୍ଟରର  ଗତକାଲି ଲୋକାର୍ପଣ ଉତ୍ସବ ମହାସମାରୋହରେ ଅନୁଷ୍ଟିତ…
Read More...

ଐତିହାସିକ ତାକରଡ଼ା ଗୁଳିକାଣ୍ଡର ୭୬ ବର୍ଷ ପୂର୍ତ୍ତି। ଚାଷୀ ଆନ୍ଦୋଳନକୁ ତେଜୀୟାନ କରୁଛି ତାକରଡ଼ାର ଶହିଦ୍ ବେଦୀ ।

ସ୍ୱାଧୀନତାପ୍ରାପ୍ତି ପାଇଁ ସଂଗ୍ରାମ ସହ ସ୍ୱାଧୀନତା ପରେ ମଧ୍ୟ ବହୁ ଗଣସଂଗ୍ରାମ ହୋଇଛି । ସ୍ୱାଧୀନତାପରେ ମଧ୍ୟ ସାଧାରଣମଣିଷ ର ଜୀବନଜୀବିକା କୃଷକ ଶ୍ରମିକ କ୍ଷେତମୁଲିଆ ଶ୍ରେଣୀ ତାଙ୍କ ସର୍ବନିମ୍ନ ଦାବୀ ଓ ଅଧିକାର ପାଇଁ…
Read More...

ବେଲଗୁଣ୍ଠାର ସର୍ବ ପୁରାତନ ଲକ୍ଷ୍ମୀ ନୃସିଂହ ମନ୍ଦିରରେ ନୃସିଂହ ଜନ୍ମୋତ୍ସବ ମହାସମାରୋହରେ ପାଳିତ ।

ବେଲଗୁଣ୍ଠା,୨୩/୦୫(ପିପିଟି):ଗଞ୍ଜାମ ଜିଲ୍ଲାର ପ୍ରମୁଖ ମନ୍ଦିର ମାଳିନୀ ସହର ମଧ୍ୟରେ ବେଲଗୁଣ୍ଠା ଅନ୍ୟତମ।ଏହି ସହରର ଆଶା, ବିଶ୍ୱାସର ଆଧାର ହେଉଛନ୍ତି ପ୍ରଭୁ ଲକ୍ଷ୍ମୀ ନୃସିଂହ । ଏହି ପୀଠରେ ନୃସିଂହ ଜନ୍ମ ମହୋତ୍ସବ ତଥା…
Read More...

ନାଟ୍ୟ ନିର୍ଦ୍ଦେଶକଙ୍କ ପରଲୋକ ।

ବେଲଗୁଣ୍ଠା, ୨୩/୦୫(ପିପିଟି) : ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲ୍ଲୀ ଗ୍ରାମର ଦଣ୍ଡନାଚ ନିର୍ଦ୍ଦେଶକ ତଥା କେଶରାପଲ୍ଲୀ ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଘନଶ୍ୟାମ ବିଷୋୟୀଙ୍କର ଆଜି ଅପରାହ୍ଣରେ ପରଲୋକ ଘଟିଛି I ମୃତ୍ୟୁ…
Read More...

ଶାନ୍ତିପଥର ଷଷ୍ଠ ବାର୍ଷିକୋତ୍ସବ-୨୦୨୪ ।

ଖୋର୍ଦ୍ଧା,୨୩/୦୫(ପିପିଟି): ଭୁବନେଶ୍ବର ୟୁନିଟ୍ ୯ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ସାମାଜିକ ଓ ବୌଧିକ ଅନୁଷ୍ଠାନ ଶାନ୍ତିପଥର ଷଷ୍ଠ ବାର୍ଷିକ ଉତ୍ସବ ପାଳନ କରାଯାଉଅଛି। ଅନୁଷ୍ଠାନ ର ପ୍ରତିଷ୍ଠାତା ଶିବନାରାୟଣ ମିଶ୍ରଙ୍କ…
Read More...

ମୁକୁଳା ପଡିଛି ବିଦ୍ୟୁତ ଟ୍ରାନ୍ସଫର୍ମର, ସଂସ୍ପର୍ଶ ରେ ଆସି ଗାଈର ମୃତ୍ୟୁ ।

ସୁବର୍ଣ୍ଣପୁର ,୨୩/୦୫(ପିପିଟି) : ସୋନପୁର ସହର ୱାର୍ଡ ନଂ ୧୩ କୁମ୍ଭାର ପଡା ଠାରେ ଦୀର୍ଘ ବର୍ଷ ରୁ ମୁକୁଳା ହୋଇ ପଡିଥିବା ଟ୍ରାନ୍ସଫର୍ମର ସଂସ୍ପର୍ଶ ରେ ଆସି ଗତକାଲି  ସକାଳୁ ସକାଳୁ ଏକ ଗାଇର ମୃତ୍ୟୁ ହୋଇଥିବା ଦେଖିବାକୁ…
Read More...