୬ ଦିନ ହେଲା ରୋଜଗରିଆ ପୁଅ ନିଖୋଜ, ଚିନ୍ତାରେ ବାପା ମା ।

ବେଲଗୁଣ୍ଠା ,୨୩/୦୨ (ପିପିଟି) : ତାରସିଙ୍ଗ ଥାନା ବେଙ୍ଗସର ଗ୍ରାମରେ ୨୯ ବର୍ଷୀୟ ରୋଜଗାରିଆ ପୁଅ ଗତ ୬ଦିନ ହେଲା ହଠାତ ନିଖୋଜ ହୋଇପଡିଥିବା ବେଳେ ପରିବାର ଓ ଗ୍ରାମବାସୀ ଖୋଜିଖୋଜି ନୟାନ୍ତ ହୋଇ ପଡିଲେଣି ହେଲେ ପୁଅର ଖୋଜ ଖବର…
Read More...

ବିଶିଷ୍ଟ ସାହିତ୍ୟିକ,କବି,ଅଧ୍ୟାପକ ଡ଼କ୍ଟର ଗୁରୁମୁ୍ର୍ତି ନାୟକଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ ।

ବେଲଗୁଣ୍ଠା ,୨୩/୦୨(ପିପିଟି):ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ତଥା ବିଶିଷ୍ଟ ଶିକ୍ଷାବିତ୍, ସାହିତ୍ୟିକ ଡଃ ଗୁରୁମୁ୍ର୍ତି ନାୟକଙ୍କ ଆଜି ଭୋରରେ ପରଲୋକ ଘଟିଛି ।ସେ ବେଲଗୁଣ୍ଠା ମହାବିଦ୍ୟାଳୟରେ…
Read More...

ଚିକିଟି ନିର୍ବାଚନ ମଣ୍ଡଳୀରେ ଶିକ୍ଷା ବ୍ୟବସ୍ଥା,ସ୍ବାସ୍ଥ୍ଯ ସେବା ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି –…

ବ୍ରହ୍ମପୁର,୨୩/୦୨(ପିପିଟି): ଚିକିଟି ନିର୍ବାଚନ ମଣ୍ଡଳୀରେ ଶିକ୍ଷା ବ୍ଯବସ୍ଥା,ସ୍ବାସ୍ଥ୍ୟ ସେବା ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ବେଳେ ଭ୍ରଷ୍ଟାଚାର ଓ ଦୁର୍ନୀତି ବୃଦ୍ଧି ପାଉଥିବା ନେଇ ଫରୱାର୍ଡ ବ୍ଲକ ଅଭିଯୋଗ…
Read More...

ବିପଦରେ ଗୋ ମାତା।

ଦିଗପହଣ୍ଡି, ୨୩/୦୨(ପିପିଟି) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦିନକୁ ଦିନ ବିପଦରେ ଗୋ ମାତା ମାନେ ରହୁଥିବା ବେଳେ ଅନେକ ଙ୍କ ଜୀବନ ଚାଲିଯାଉଛି ହେଲେ ପରିତାପର ବିଷୟ ପ୍ରାଣୀ…
Read More...

ସହରାଞ୍ଚଳର ବିକାଶ ରାଜ୍ୟ ସରକାରଙ୍କ ସଂକଳ୍ପ ସଚେତନତା ଶିବିର ଅନୁଷ୍ଠିତ ।

କୋଦଳା,୨୨/୦୨(ପିପିଟି):ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକୁ ଲୋକ ଲୋଚନଙ୍କୁ ଆଣିବା ଓ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ସରକାରଙ୍କ ପକ୍ଷରୁ ସହରାଞ୍ଚଳରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଥିବା ବେଳେ…
Read More...

ସ୍ବାଧିନତାର ୭୫ ବର୍ଷ ପରେ ଆଦିବାସୀ ଗାଁ କୁ ରାସ୍ତା ଓ ବିଜୁଳି ଆଲୁଅ ସାତ ସପନ;ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ…

ବ୍ରହ୍ମପୁର, ତା ୨୨/୦୨:ସ୍ଵାଧୀନତାର ୭୫ ବର୍ଷ ପରେ ଆଜି ମଧ୍ୟ ଅନେକ ଆଦିବାସୀ ଗାଁ ଓ ଦଳିତ ଗାଁକୁ ରାସ୍ତା, ବିଜୁଳି ଆଲୁଅ, ପାନୀୟ ଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ପରି ସର୍ବନିମ୍ନ ମୌଳିକ ସେବା ସାତସପନ ହୋଇ ରହିଛି ବୋଲି…
Read More...

ବେଗୁନିଆପଡା ବ୍ଲକ ରେ ଗଡ଼ିଲା ଲଷ୍ମୀ ବସ ।

ବେଗୁନିଆପଡା,୨୨/୦୨(ପିପିଟି): ଗ୍ରାମଞ୍ଚଳର ଜନସାଧାରଣ ବ୍ଲକ କାର୍ଯାଳୟ,ଥାନା, ମେଡିକାଲ ଓ ବିଭିନ୍ନ ସରକାରି କାର୍ଯ୍ୟାଳୟକୁ ଗମନା ଗମନର ଅସୁବିଧା ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ଲଷ୍ମୀ ବାସ ଯୋଜନା କାର୍ଯ୍ୟ କାରି…
Read More...

ଏସବିଆଇ ତରଫରୁ ମୁଦୁଲିପଡାକୁ ଆମ୍ବୁଲାନ୍ସ ପ୍ରଦାନ ୩୫୦ ଏସଏଚଜିଙ୍କୁ ୧୬ କୋଟି ୫୦ଲକ୍ଷ ଋଣ ବଣ୍ଟନ ।

ମାଲକାନଗିରି, ୨୨/୦୨(ପିପିଟି) : ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ) ଜୟପୁର ଆଞ୍ଚଳିକ ଶାଖା ଆନୁକୂଲ୍ୟରେ ଏବଂ ମାଲକାନଗିରି ଏସବିଆଇ ମୁଖ୍ୟ ଶାଖା ସହଯୋଗରେ ଆଜି ଖଇରପୁଟ ବ୍ଲକ ମୁଦୁଲିପଡ଼ା ଠାରେ ଫାଇନାନ୍ସସିଆଲ୍ ଲିଟେରେସି…
Read More...

***ବସନ୍ତ ରାସ***

ବସନ୍ତ ସ୍ପର୍ଶରେ ପ୍ରକୃତିର ଛବି ବଦଳି ଯାଉଛି ଧୀରେ.... ବିଚିତ୍ର ବର୍ଣ୍ଣା ଏ ପାଦପ ସମୂହ ଦେଖି ଆହ୍ଲାଦିତ ଧୀରେ....!! ଝରି ପଡ଼ିଲାଣି ବୃକ୍ଷ ଶାଖା ଦେହୁ ପ୍ରାଚୀନ ପତର ଯେତେ.... ନବ ପଲ୍ଲବରେ ହୋଇ ବିମଣ୍ଡିତ…
Read More...

ଶୂନ୍ୟ ବାଦ ବା ସତ୍ୟ ମହିମା ଅଲେଖ ଧର୍ମ।

ବୋଲଗଡ଼,୨୨/୦୨(ପିପିଟି) :ମହିମା ଧର୍ମ ଓଡିଶା ର ସ୍ୱତନ୍ତ୍ର ଧର୍ମ ବୋଲି କୁହାଯାଏ। ଓଡ଼ିଶା ରେ ଏହାର ପ୍ରାବାଲ୍ୟ ଅନସ୍ବୀକାର୍ଯ୍ୟ। ମହିମା ଧର୍ମର ପ୍ରାଣ ପ୍ରତିଷ୍ଠା ମହିମା ଗୋସାଇଁ ଙ୍କ ଜୀବନ ଦର୍ଶନ କେବଳ ମହିମାଲମ୍ବୀ ଙ୍କ…
Read More...