ନୂତନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ଦାୟିତ୍ୱ ଗ୍ରହଣ ।

ଭଞ୍ଜନଗର,୦୬/୦୩(ପିପିଟି) : ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଆଜି ଭଞ୍ଜନଗର ଉପଖଣ୍ଡର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ସୁଜିତ କୁମାର ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି।ଏହା ପୂର୍ବରୁ ଶ୍ରୀ ନାୟକ ଚିକିଟି ଠାରେ ମଧ୍ୟ…
Read More...

ଛାତ୍ର ବୃତ୍ତିକୁ ନେଇ ରାଜନୀତି, ୪ କିମି ରାସ୍ତାକୁ ହେଲିକେପ୍ଟରରେ ଗଲେ ପାଣ୍ତିଆନ -କଂଗ୍ରେସ

ମାଲକାନଗିରି,୦୬/୦୩(ପିପିଟି) : ଗତ ୫ତାରିଖରେ ମାଲକାନଗିରି ସଦରମହକୁମା ସ୍ଥିତ ଖେଳପଡିଆ ଠାରେ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ତିଆନ କଲେଜ ଛାତ୍ରଛାତ୍ରୀମାନଙ୍କୁ ଛାତ୍ର ବୃତ୍ତି ବଣ୍ଟନ କରିବା ପାଇଁ ଆସିଥିଲା ବେଳେ ଏହା ଏକ ଭୋଟ…
Read More...

ଜିଲ୍ଲା ନିର୍ମାଣ ଶ୍ରମିକ ସଂଘର କାର୍ଯ୍ୟକାରୀ ବୈଠକ ।

ମାଲକାନଗିରି,୦୬/୦୩(ପିପିଟି) :ମାଲକାନଗିରି ଜିଲ୍ଲା ନିର୍ମାଣ ଶ୍ରମିକ ସଙ୍ଘର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀଙ୍କ ଅଧକ୍ଷତା କରି ଥିଲା ବେଳେ ପ୍ରଥମେ ସାଧାରଣ…
Read More...

ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ଯକ୍ରମ ଅନୁଷ୍ଠିତ।

ପୋଲସରା,୦୬/୦୩(ପିପିଟି):ପୋଲସରା ବ୍ଲକ୍ ଅନ୍ତର୍ଗତ ହାତୀଓଟ ଗଙ୍ଗାଧର ସାହୁ ବିଜ୍ଞାନ ମହାବିଦ୍ୟାଳୟ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା "ନୂଆ-ଓ ଛାତ୍ରବୃତ୍ତି" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପୋଲସରା ଶ୍ରୀକାନ୍ତ…
Read More...

ମୃତ୍ୟୁ ପରେ ଅଙ୍ଗଦାନ କରିବେ ଯୁବ ସାମ୍ୱାଦିକ ଅଶୋକ କୁମାର ପ୍ରଧାନ।

ବୋଲଗଡ଼,୦୬/୦୩ (ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ବଡକୁମ୍ଭାରୀ ପଞ୍ଚାୟତର ରାଜସୁନାଖଳା ସ୍ଥିତ କାର୍ଯ୍ୟରତ ଯୁବ ସାମ୍ବାଦିକ ଅଶୋକ କୁମାର ପ୍ରଧାନ ସେ ଜଣେ ଗଣମାଧ୍ୟମ ପ୍ରତିନିଧି ଓ ଜଣେ ସମାଜ ସେବି ଏବଂ…
Read More...

ଡ଼ଃ ଗୁରୁମୂର୍ତ୍ତି ନାୟକଙ୍କ ଏକଦଶାହ ଦିବସରେ ସ୍ମୃତିଚାରଣ ସଭା ।

ବେଲଗୁଣ୍ଠା,୦୫/୦୩(ପିପିଟି):ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଡ଼ଃ ଗୁରୁମୂର୍ତ୍ତି ନାୟକଙ୍କ ଏକାଦଶାହ ଦିବସରେ ସ୍ମୃତିଚାରଣ ସଭା ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ…
Read More...

“ହିମାଦ୍ରି” ର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ।

କୋଦଳା,୦୫/୦୩(ପିପିଟି):ନବେ ଦଶକର ତ୍ରୟ ମାସିକ ସାହିତ୍ୟ ପତ୍ରିକା ହିମାଦ୍ରି ଯାହାକୁ ଦକ୍ଷିଣ ଓଡ଼ିଶାର ଝଙ୍କାର କୁହାଯାଉଥିଲା ଆଜି ସ୍ଥାନୀୟ ଦଣ୍ଡିଶ୍ୱର ମନ୍ଦିର ପ୍ରାଙ୍ଗଣରେ ଉନ୍ମୋଚିତ ହୋଇ ଯାଇଛି। ନବବର୍ଷ ସଂଖ୍ୟା ୨୦୨୪ର…
Read More...

ନୂଆଁ ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଆୟୋଜିତ ।

କୋଦଳା,୦୫/୦୩(ପିପିଟି):ମଙ୍ଗଳବାର କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ଠାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ସଭାପତିତ୍ୱ ରେ ନୂଆଁ ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି…
Read More...

ଉପଜିଲ୍ଲାପାଳଙ୍କ ଲିଖିତ ପ୍ରତିଶୃତି,୯ମ ଦିନ ସକାଳେ ଧାରଣା ସ୍ଥଗିତ ଘୋଷଣା ।

ଭଞ୍ଜନଗର,୦୫/୦୩(ପିପିଟି): ଗାଁକୁ ରାସ୍ତା, ବିଜୁଳି ଆଲୁଅ ଓ ପାନୀୟ ଜଳ ର ସର୍ବନିମ୍ନ ମୌଳିକ ସୁବିଧା ଦାବୀରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା(ଏ.ଆଇ.କେ.କେ.ଏସ୍)…
Read More...

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀପାଳନ।

ଖୋର୍ଦ୍ଧା,୦୫/୦୩(ପିପିଟି):ଜଣେ ଅଭିଜ୍ଞ ରାଜନୀତିଜ୍ଞ, ସୁଦକ୍ଷ ବୈମାନିକ, ସଫଳ ଶିଳ୍ପ ଉଦ୍ୟୋଗୀ ଓ ସ୍ୱାଭିମାନୀ ଓଡିଆ ଭାବରେ ସେ ପ୍ରତିଟି ଓଡିଆ ପ୍ରାଣରେ ଭିନ୍ନ ଭିନ୍ନ ଭାବନାରେ ସ୍ଥାନିତ । ସେ ହେଉଛନ୍ତି କୋଟି ଓଡିଆଙ୍କ…
Read More...