ବରିଷ୍ଠ ଆଇପିଏସ୍ ଅଧିକାରୀ ସେଫିନ ଅହମ୍ମଦ କେ.ଙ୍କ ବିୟୋଗରେ ଓଡ଼ିଶା ପୋଲିସର ଶୋକ ।

ଭୁବନେଶ୍ୱର,୦୧/୦୯(ପିପିଟି):ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଆଇଜିପି (କ୍ରାଇମବ୍ରାଞ୍ଚ) ସେଫିନ ଅହମ୍ମଦ କେ.ଙ୍କ ଅକାଳ ବିୟୋଗରେ ଓଡ଼ିଶା ପୋଲିସ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ଆଇପିଏସ ସଂଘର ସଭ୍ୟ/…
Read More...

ଖଣି ମାଲିକଙ୍କ ସ୍ୱାର୍ଥ ପାଇଁ ଧର୍ମେନ୍ଦ୍ର ପ୍ରଧାନ ବ୍ୟସ୍ତ : କଂଗ୍ରେସ ।

ଭୁବନେଶ୍ୱର ,୦୧/୦୯(ପିପିଟି):ଏମଏମଡିଆର ବିଲକୁ କଂଗ୍ରେସ ଦଳ କ୍ରମାନ୍ୱୟରେ ସାମ୍ବାଦିକ ସମ୍ମିଳନୀ ଲଗାତାର କରି ଆସୁଛି । ଏବଂ ଆଜି ପୁଣି ଏମଏମଡିଆର ବିଲର ବିରୋଧରେ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ…
Read More...

ପୋଲସରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ।

ପୋଲସରା ,୦୧/୦୯(ପିପିଟି):ପୋଲସରା ପୌରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ମ୍ୟୁନସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ…
Read More...

କଙ୍ଗାରୁ କୋର୍ଟରେ ଦଣ୍ଡିତ ହେବା ପରେ ଯୁବକର ଆତ୍ମହତ୍ୟା ।

ମାଲକାନଗିରି,୦୧/୦୯(ପିପିଟି): ମାଲକାନଗିରି ଜିଲ୍ଲାରେ ଏକ କଙ୍ଗାରୁ କୋର୍ଟ ଗ୍ରାମ କମିଟି ଦ୍ବାରା ବୈଠକ କରି ଜଣେ ଯୁବକଙ୍କୁ ମାଡ ମାରିବା ସହ ୪୫ ହଜାରଟଙ୍କା ଜୋରିମାନା କରିବା ପରେ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର…
Read More...

ଇସ୍ପାତ କମ୍ପାନୀର ପାଇପ୍ ଲାଇନ୍ ବିସ୍ଫୋରଣ,କୃଷି ଜମି ପ୍ରଭାବିତ ।

ମାଲକାନଗିରି,୦୧/୦୯(ପିପିଟି): ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳର ପାବିଲିଗୁଡା ଗ୍ରାମ ନିକଟରେ ଏକ ଘରୋଇ କମ୍ପାନୀର ଇସ୍ପାତ କାରଖାନାରକୁ ପାଇପ୍ ଲାଇନ୍ ମାଧ୍ୟମରେ ଯାଉଥିବା ଲୁହାପଥର ଗୁଣ୍ଡ ପାଇପଲାଇନ ବିସ୍ଫୋରଣ…
Read More...

କବିସୂର୍ଯ୍ୟନଗର ଥାନା ମଧୁରଝୋଳି ଗାଁରେ ମହିଳାଙ୍କୁ ହତ୍ୟାକାଣ୍ଡ ଘଟଣାର ରାୟ ପ୍ରକାଶ।

କୋଦଳା,୦୧/୦୯(ପିପିଟି):କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମଧୁର ଝୋଳି ଗ୍ରାମରେ ଗତ ୨୦୨୨ମସିହା ଅକ୍ଟୋବର ମାସ ୨୬ ତାରିଖରେ ଗୁଣି ଗାରେଡି ସନ୍ଦେହ ରେ ଜଣେ ମହିଳାଙ୍କୁ ହତ୍ୟା କରାଯିବା ଘଟଣାର ରାୟ ଆଜି ପ୍ରକାଶ ପାଇଛି।…
Read More...

ସୂପୋଷିତ ଓଡ଼ିଶା ମିଶନ୍ ତାଲିମ ଶିବିର ।

କୋଦଳା ,୦୧/୦୯(ପିପିଟି):କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ସୁପୋଷିତ ଓଡିଶା ମିଶନ୍ ସମ୍ପର୍କିତ ତାଲିମ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ରଘୁନାଥ ମୁଦୁଲି…
Read More...

ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ୫ ପ୍ରମୁଖ ସାଂସ୍କୃତିକ ଦଳର ୯୦ରୁ ଊର୍ଦ୍ଧ୍ୱ ଲୋକକଳାକାର ।

ଛତ୍ରପୁର,୦୧/୦୯(ପିପିଟି): ଗଞ୍ଜାମ ଜିଲ୍ଲାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟର ଜୀବନ୍ତ ପ୍ରତିନିଧି ୯୦ରୁ ଊର୍ଦ୍ଧ୍ୱ ଲୋକକଳାକାର ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ପରିଦର୍ଶନ କରିବା ସହ ଭାରତର ରାଷ୍ଟ୍ରପତି…
Read More...