***ଆମ ଅକ୍ଷୟ ତୃତୀୟା***
ଚାଷୀ ପୁଅ ମୁଣ୍ଡେ ଧରି ଅକ୍ଷିମୁଠି ଧାନ
ଟୋକେଇରେ ଲଗାଇଛି ସିନ୍ଦୁର ଚନ୍ଦନ ।୧।
ସୁଦ୍ଧ ସ୍ନାନ କରି ପିନ୍ଧି ଅଛି ଧଳା ଧୋତି
ମୁଣ୍ଡେ ବାନ୍ଧିଣ ପଗଡ଼ି ଚଳଇ ଝଟତି ।୨।
ଯୋଡି ବଳଦ ସହିତ ଲଙ୍ଗଳ ଯୁଆଳି
ଯୋଚିଛି ପଘାରେ କଷି…
Read More...
Read More...