ଅଧିକରୁ ଅଧିକ ଭୋଟର ଭାଗନେବା ପାଇଁ ଜିଲ୍ଲାପାଳଙ୍କ ଆହ୍ଵାନ ।

ମାଲକାନଗିରି, ୧୦/୦୫(ପିପିଟି) :ଆସନ୍ତା ମେ ୧୩ରେ ଜିଲ୍ଲାରେ ସାଧାରଣ ନିର୍ବାଚନ ହେବ ଏବଂ ଭୋଟରମାନେ ନିଜର ମତଦାନ କରିବେ। ଅଧିକରୁ ଅଧିକ ଭୋଟର ନିର୍ବାଚନ ପର୍ବରେ ଅଂଶ ଗ୍ରହଣ କରି ନିଜର ମତଦାନ କରିବା ପାଇଁ ଜିଲ୍ଲାପାଳ ତଥା…
Read More...

କଥାରେ ନୁହେଁ କାମରେ ବିଶ୍ୱାସ, ବୋଲଗଡ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ନିର୍ବାଚନୀ ପ୍ରଚାର।

ବୋଲଗଡ,୧୦/୦୫(ପିପିଟି): ବୋଲଗଡ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବି ଜେ ଡି ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ହେଲିକ୍ୟାପ୍ଟର ଯୋଗେ ବ୍ଲକ କାର୍ଯ୍ୟାଳୟ ସଂଲଗ୍ନ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଆୟୋଜିତ…
Read More...

ସପ୍ତଦଶ ବାର୍ଷିକ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ଆରମ୍ଭ।

ବୋଲଗଡ଼, ୧୦/୦୫(ପିପିଟି) :ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାଗରଗୁଆଁ ଗ୍ରାମର ରଘୁନାଥ ଦେବଙ୍କ ପୀଠରେ ଅନୁଷ୍ଠିତ ହେଉଛି ବାର୍ଷିକ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ। ପବିତ୍ର ଅକ୍ଷୟ ତୃତୀୟା…
Read More...

ମାଲକାନଗିରି ଓ ଚିତ୍ରକୋଣ୍ଡା : ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ।

ମାଲକାନଗିରି ,୦୯/୦୫(ପିପିଟି) :ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଲୁଗେଲ ପଞ୍ଚାୟତର ଏମପିଭି- ୮୨ ଗ୍ରାମରେ ଆଜି ମାଲକାନଗିରି ବିଧାୟକ ପାର୍ଥି ନରସିଂହ ମାଡକାମୀ ଓ ସାଂସଦ ପାର୍ଥି ବଳଭଦ୍ର ମାଝୀଙ୍କ ପାଇଁ ନିର୍ବାଚନୀ…
Read More...

ରଥ ନିର୍ମାଣ ପାଇଁ ଗାଙ୍ଗପୁର ବନାଞ୍ଚଳରୁ ପୁରୀକୁ ଗଲା ରଥ କାଠ ।

ବେଲଗୁଣ୍ଠା, ୦୯/୦୫(ପିପିଟି) : ଆଗକୁ ବିଶ୍ଵପ୍ରସିଦ୍ଧ ରଥ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆଜି ଗାଙ୍ଗପୁର ବନାଞ୍ଚଳ ଅନ୍ତର୍ଗତ କେଶରାପଲ୍ଲୀ ଏବଂ ମାଳତୀ ଗ୍ରାମରୁ ପୁରୀକୁ ରଥକାଠ…
Read More...

***ଗ୍ରୀଷ୍ମେ ଅନୁଚିନ୍ତା***

କୋଇଲି କଣ୍ଠରୁ ଝରୁ ନାହିଁ ଆଉ କୁହୁ କୁହୁ ମିଠା ସ୍ବର.... ଗ୍ରୀଷମ ବିଷମ ତାତି ଅତିଶୟ ଶୁଖିଲାଣି ବନୁ ଝର....!! ମରିଲାଣି ଯେତେ ପାଦପ ସକଳ ଲଣ୍ଡିତ ପର୍ବତ ମାଳ.... ଗ୍ରାସିଲାଣି ସର୍ବ ତରୁ ଲତା ଗୁଳ୍ମ କରାଳ…
Read More...

***ମାନବ କର୍ମ***

ମୃତ୍ୟୁର ପଞ୍ଝାରୁ କିଏ ବା ଖସିବ ମୃତ୍ଯୁ ଦିନେ ନେବ କୋଳେଇ.... କାହିଁ ପାଇଁ ନର କରେ ଅହଂକାର ଦୁଇ ଦିନ ପାଇଁ ବଡେଇ....!! ପର ବିତ୍ତେ ଚିତ ବଳାଏ ବହୁତ ପରସ୍ବ ହରଣେ ପାଏ ଶାନ୍ତି.... ଠୁଳ କରେ ଧନ ନଦିଏଟି ଦାନ…
Read More...

ଜଗତସିଂହପୁର ଲୋକସଭା କ୍ଷେତ୍ର ନିମନ୍ତେ ବିଜେଡି ପକ୍ଷରୁ ପୂର୍ବତନ ସାଂସଦ ଡ.ରାଜଶ୍ରୀ ମଲ୍ଲିକ ଓ ତିର୍ତ୍ତୋଲ ବିଧାନସଭା…

ତିର୍ତ୍ତୋଲ,୦୭/୦୫(ପିପିଟି) :ଜଗତସିଂହପୁର ଲୋକସଭା କ୍ଷେତ୍ର ନିମନ୍ତେ ବିଜେଡି ପ୍ରାର୍ଥୀନୀ ପୂର୍ବତନ ସାଂସଦ ଡ.ରାଜଶ୍ରୀ ମଲ୍ଲିକ ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଡ.ରମାକାନ୍ତ ଭୋଇ ନାମାଙ୍କନ ପତ୍ର…
Read More...

ଚକ ଫାଟିଯିବାରୁ ଭାରସାମ୍ୟ ହରାଇ ଗଛରେ ପିଟିହେଲା ଦ୍ରୁତଗାମୀ କାର୍‌, ଅଳ୍ପକେ ବର୍ତ୍ତିଲେ ଚାଳକ ।

ସୁବର୍ଣ୍ଣପୁର ,୦୭/୦୫(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର-ସୋନପୁର ରାସ୍ତାରେ ଅପରାହ୍ନରେ ଏକ ଚଳନ୍ତା କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୋନପୁର ଅଭିମୁଖେ କାରଟି ଯାଉଥିବା ବେଳେ ଏହାର ଗୋଟିଏ ଆଗ ଚକ…
Read More...

କୋଶଳ ଆବାସିକ ବିଦ୍ୟାଳୟ ପକ୍ଷରୁ ପଥଚାରୀ ଙ୍କୁ ଦହି ପଣା ବଣ୍ଟନ।

ସୁବର୍ଣ୍ଣପୁର ,୦୭/୦୬(ପିପିଟି) : କୋଶଳ ଆବାସିକ ବିଦ୍ୟାଳୟ ସୋନପୁର ପକ୍ଷରୁ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖ ସାପ୍ତାହିକ ବଜାର ରୋଡ ରେ ଦହି ସର୍ବତ ବଣ୍ଟନ କରଯାଇଥିଲା l ଏଥିରେ ଅତିଥି ଭାବେ ସୋନପୁର ଏସ ଡି ପି ଓ ପ୍ରତାପ…
Read More...