ମାଲକାନଗିରି ଜିଲ୍ଲାପାଳଙ୍କ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ।

ମାଲକାନଗିରି,୦୩/୦୮(ପିପିଟି):ଆଜି ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ଦଳ କାଳିମେଳା ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥାନୀୟ ଉନ୍ନୟନମୂଳକ କାର୍ଯ୍ୟର…
Read More...

ତେଲରାଇ ଗ୍ରାମପଞ୍ଚାୟତରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ।

ମାଲକାନଗିରି,୦୩/୦୮(ପିପିଟି):ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତେଲରାଇ ଗ୍ରାମପଞ୍ଚାୟତ ପରିସରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି…
Read More...

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା।

ପୋଲସରା,୦୩/୦୮ (ପିପିଟି):  ପୋଲସରା ବ୍ଲକ, କଳମ୍ବ ଗ୍ରାମ ପଞ୍ଚାୟତ ରୁଖାକଣା ଗ୍ରାମ କ୍ଷେତ୍ରବାସୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କାମରାଜ ସାହୁଙ୍କୁ ଛାତ୍ର ସ°ସଦ ଏବଂ ଗ୍ରାମବାସୀଙ୍କ ତରଫରୁ ବିଦାୟକାଳୀନ…
Read More...

କାମ ନହୋଇ ଫଲସ୍ ବିଲ୍ ପାଇଁ ଚାଲିଛି ମସୁଧା ଅଭିଯୋଗ ପତ୍ର ରଖିଲେନି ବେଗୁନିଆପଡ଼ା ବିଡ଼ିଓ ।

କୋଦଳା ,୦୩/୦୮(ପିପିଟି):ଗଞ୍ଜାମ ବେଗୁନିଆପଡ଼ା ବ୍ଲକରେ ଅଭାବନୀୟ ପରିସ୍ଥିତି। ଦୁର୍ନୀତିକୁ ନେଇ ଅଭିଯୋଗ କଲେ ଅଭିଯୋଗ ପତ୍ର ରଖୁ ନାହାନ୍ତି ଖୋଦ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ।ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।ବ୍ଲକ…
Read More...

ଏକ ଦିବସୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ।

ଜଟଣୀ,୦୨/୦୮: ଜଟଣୀ ବ୍ଲକ ଅନ୍ତର୍ଗତ ବେଣାପଞ୍ଜରୀ ଗ୍ରାମଠାରେ ଇଲେଭେନ୍ ଷ୍ଟାର୍ ଫୁଟବଲ୍ କ୍ଲବ୍ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବେଣାପଞ୍ଜରୀ ସିନିୟର, ଜୁନିଅର୍, ପୋଡପଡା,…
Read More...

ନିଶାମୁକ୍ତ ଭାରତ ଗଠନରେ ଯୁବଶକ୍ତି ଅଗ୍ରଣୀ ଭୂମିକା ନିଭାନ୍ତୁ -ରାଜ୍ୟପାଳ ।

ଭୁବନେଶ୍ୱର, ୦୨/୦୮(ପିପିଟି ):ନିଶାମୁକ୍ତ ଭାରତ ଗଠନରେ ଯୁବଶକ୍ତି ଅଗ୍ରଣୀ ଭୂମିକା ନିଭାଇବାକୁ ଓଡିଶାର ମାନ୍ୟବର ରାଜ୍ୟପାଳ ଡ . ହରିବାବୁ କମ୍ଭମପାଟି ଆହ୍ଵାନ ଜଣାଇଛନ୍ତି । ରବିବାର ଦିନ ଭୁବନେଶ୍ୱର ସ୍ଥିତ କଳିଙ୍ଗ…
Read More...

ଗାଳ୍ପିକ କେଶବ ଚନ୍ଦ୍ର ନାୟକଙ୍କ ଗଳ୍ପ ସଂକଳନ ପୁସ୍ତକ “ଅନ୍ତର୍ଦାହ” ଉନ୍ମୋଚିତ।

ମାଲକାନଗିରି,୦୨/୦୮(ପିପିଟି): ମାଲକାନଗିରି କନିଷ୍ଠ ମହିଳା ମହାବିଦ୍ୟାଳୟ ଠାରେ ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ଦ୍ଵାରା ଆୟୋଜିତ ଜିଲ୍ଲା ସ୍ତରୀୟ କନଭେନସନ କାର୍ଯ୍ୟକ୍ରମରେ ଉତ୍କଳ ସାହିତ୍ୟ ସଂସଦ…
Read More...

ଓଷ୍ଟା ତରଫରୁ ଅଗଷ୍ଟ ୧୬ ରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ ।

ମାଲକାନଗିରି,୦୨/୦୮(ପିପିଟି):ମାଲକାନଗିରି କନିଷ୍ଠ ମହିଳା ମହାବିଦ୍ୟାଳୟ ଠାରେ ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ଦ୍ଵାରା ଆୟୋଜିତ ଜିଲ୍ଲା ସ୍ତରୀୟ କନଭେନସନ କାର୍ଯ୍ୟକ୍ରମରେ ପେନସନ ଓ ଅନୁଦାନ…
Read More...

ଅବସର ଗ୍ରହଣ କଲେ ଶିକ୍ଷକ ନୀଳାଦ୍ରି ବିହାରୀ ପ୍ରଧାନ ।

ପୋଲସରା,୦୨/୦୮ (ପିପିଟି): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବେଠିଆବୋରଦା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ନୀଳାଦ୍ରି ବିହାରୀ ପ୍ରଧାନ ଗତ ୩୧/୭/୨୬ ତାରିଖ ଦିନ ଅବସର ଗ୍ରହଣ କରିଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ…
Read More...

ଶିକ୍ଷକ କିରଣ କୁମାର ଖଟେଇଙ୍କ ବିୟୋଗରେ ଶୋକସଭା।

ପୋଲସରା ,୦୨/୦୮(ପିପିଟି):ପୋଲସରା ବ୍ଲକ୍ ଢୁଙ୍କାପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପୋଲସରା ବ୍ଲକ ପ୍ରାଥମିକ ଶିକ୍ଷକ (ଏକ୍ସକେଡେର) ସଂଘର ସଭାପତି କିରଣ କୁମାର ଖଟେଇଙ୍କ ଗତ ତା.୩୦/୦୬/୨୬ ରିଖ ଦିନ ଦେହାନ୍ତ…
Read More...