ଜଳିଗଲା ଏସବିଆଇ ଶାଖା ।

ଆନନ୍ଦପୁର,୨୦/୦୯ : ଅଗ୍ନିକାଣ୍ଡ ଯୋଗୁଁ ଆନନ୍ଦପୁର ର ଘସିପୁରା ଥାନା ସମ୍ମୁଖରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଘସିପୁରା ଶାଖା ଜଳିଯାଇଥିବା ଜଣାପଡିଛି, ଆଜି ସକାଳୁ ୪ଟା ସମୟରେ ପ୍ରାତ ଭ୍ରମଣ ରେ ଯାଉଥିବା ଲୋକମାନେ ଏହି…
Read More...

୮୭୧୨ ଲୋକଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ;୩ହଜାର ହେକ୍ଟର ଧାନ ଓ ପନିପରିବା ଫସଲ ଉଜୁଡିଲା ।

ବାଲିଆପାଳ,୧୯/୦୯:ସୁବର୍ଣ୍ଣରେଖା ନଦୀର ପ୍ରଳୟଙ୍କରୀ ବନ୍ୟାର ତାଣ୍ଡବ ଆଜି ତୃତୀୟ ଦିନରେ ମଧ୍ୟ ବାଲିଆପାଳ ବ୍ଲକରେ ଜାରି ରହିଛି । ନଦୀର ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ୧୦ଟି ପଞ୍ଚାୟତର ୬୦ରୁ ଉର୍ଦ୍ଧ୍ୱ ଗାଁ ର ଆଜିମଧ୍ୟ ପାଣି…
Read More...

ବିଜେଡି ଛାଡିଲେ ଜିଲ୍ଲା ଯୂଗ୍ମ ସମ୍ପାଦକ ହାଡ଼ିବନ୍ଧୁ ରାଉତ ।

ବାଲିଆପାଳ,୧୯/୦୯:ବାଲେଶ୍ୱର ଜିଲ୍ଲା ବିଜେଡିର ଜଣେ ଦକ୍ଷ ଯୁବନେତା ତଥା ଜିଲ୍ଲା ଯୁଗ୍ମସମ୍ପାଦକ ହାଡିବନ୍ଧୂ ରାଉତ ଆଜି ବିଜୁ ଜନତା ଦଳ ଛାଡିଛନ୍ତି । ଏନେଇ ଶ୍ରୀ ରାଉତ ବିଜୁ ଜନତା ଦଳ ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ…
Read More...

ବିଜେପି ର ୧୦୦ ଦିନରେ କେବଳ କିଛି ରଙ୍ଗ ବଦଳିଛି: ପ୍ରୀତିରଞ୍ଜନ ଘଡେଇ ।

ଯାଜପୁର,୧୯/୦୯(ପିପିଟି): ଓଡ଼ିଶାରେ ୧୦୦ ଦିନରେ ବିଜେପି ସରକାର ପହଁଚିଛି । ଯାହାକୁ ନେଇ ଆଜି ପୁରୀରେ ଶହେ ଦିନ ପୂର୍ତ୍ତି ଅବସରରେ ଏକ ବିଶାଳ ସମାବେଶରେ ଆୟୋଜନ କରିଛି ବିଜେପି । ଅନ୍ୟପଟେ ସରକାରର ୧୦୦ ଦିନକୁ ଟାର୍ଗେଟ…
Read More...

ଶଙ୍ଖଭଵନରେ ବୌଦ୍ଧ ବିଜେଡିର କର୍ମକର୍ତ୍ତା ସାଙ୍ଗଠନିକ ସମ୍ମିଳନୀ;କର୍ମୀଙ୍କ ସହିତ ୱାନ ଟୁ ୱାନ କଥାହେଲେ ନବୀନ।

ଭୁବନେଶ୍ବର,୧୯/୦୯: ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ଉଭୟ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନମଣ୍ଡଳୀର ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀ ଭୁବନେଶ୍ୱରସ୍ଥିତ ଶଙ୍ଖଭଵନ ଠାରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ଛାତ୍ରବୃତ୍ତି ଟଙ୍କା ହଡପ ନେଇ ଅଭିଭାବକ ଅଭିଯୋଗ ।

ସିମୁଳିଆ,୧୯/୦୯:ଖଜୁରେଶ୍ବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାଡୁଳିର ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ଅର୍ଥ ଓ କମ୍ପୋଜିଟ ଟଙ୍କାକୁ ହଡ଼ପ ନେଇ ପୂର୍ବରୁ ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନ…
Read More...

ସାର କଳାବଜାରୀ,ସବୁଜାଣି ନିରବ ଦ୍ରଷ୍ଟା ପ୍ରଶାସନ ।

କୋଦଳା,୧୯/୦୯(ପିପିଟି):ଚଳିତ ବର୍ଷ ଧାନଚାଷ ଭଲ ହୋଇଥିବା ବେଳେ ସାର ର ଅଭାବୀ ବିକ୍ରି ଚାଷୀକୁ ଚିନ୍ତାରେ ପକାଇଦେଇଛି । ବେଗୁନିଆପଡା ବ୍ଲକ ର ଅଧିକାଂଶ କୃଷକ ଧାନ ଚାଷ ଉପରେ ନିର୍ଭର କରୁଛନ୍ତି! ଚାଷୀଙ୍କୁ ସରକାରୀ ଧାର୍ଯ୍ୟ…
Read More...

ଯଯାତିକେଶରୀ ଭେଷଜ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ।

ଯାଜପୁର,୧୯/୦୯(ପିପିଟି): ଆଜି ଯଯାତିକେଶରୀ ଭେଷଜ ମହାବିଦ୍ୟାଳୟ, ଯାଜପୁର ପରିସରରେ (ଏକ ପେଡ ମା କେ ନାମ )ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ…
Read More...